PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଆଜିଠୁ ଖୋଲିଲା ମା’ ସମଲେଶ୍ବରୀଙ୍କ ମନ୍ଦିର, କଟକଣା ମଧ୍ୟରେ ଦର୍ଶନ କଲେ ଶ୍ରଦ୍ଧାଳୁ
  • ||
  • ଭୁବନେଶ୍ୱର : ଅଗଷ୍ଟରେ ବି ନିଅଣ୍ଟିଆ ବର୍ଷା, ପୁଣି ଘନେଇଲା ମରୁଡ଼ି ଆଶଙ୍କା, ୧୫ ଦିନରେ ଉପକୂଳ ଜିଲ୍ଲାରେ ଉଭେଇ ଯିବ ବର୍ଷା
  • ||
  • ପଟ୍ଟାଙ୍ଗି : ବାଇକ୍‌ର କିସ୍ତି ଟଙ୍କା ବାନ୍ଧି ଘରକୁ ଫେରୁଥିଲେ ଧକ୍କା ଦେଲା ୧୦ ଚକିଆ ଟ୍ରକ୍, ଆଖି ବୁଜିଲେ ମାମୁଁ-ଭଣଜା
  • ||
  • ରାଉରକେଲା : ରାଉରକେଲା ପ୍ଲାଣ୍ଟସାଇଡ୍ ଥାନା ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ ୧୩ ବର୍ଷର ଝିଅକୁ ବିକ୍ରି କରୁଥିଲା ଜନ୍ମକଲା ମାଆ, ବାପାଙ୍କ ଅଭିଯୋଗ ପରେ ଉଦ୍ଧାର ହେଲା ନାବାଳିକା
  • ||
  • ପଦ୍ମପୁର : ଗାଇସିଲେଟ ବ୍ଲକ ଅଧୀନ ଚାରିଛକଠାରୁ ମଲମଣ୍ଡା ବୌଦ୍ଧବିହାର ଗନିଆଁପାଲି ରାସ୍ତା ମରାମତି ପାଇଁ ଶୁଣିଲାନି ପ୍ରଶାସନ, ଧାନ ରୋଇ ପ୍ରତିବାଦ କଲେ ଗ୍ରାମବାସୀ
  • ||
  • କୋରାପୁଟ : ଆଜିଠୁ ଖୋଲିବ ଶାବର ଶ୍ରୀକ୍ଷେତ୍ର, ବାହାର ଭୋଗ ମନା, କଟକଣାରେ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସାମାନ୍ୟ ବଢ଼ିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୧୨୯ ଜଣ କୋଭିଡ ପଜିଟିଭ୍
  • ||
  • ବ୍ରହ୍ମପୁର : ଦୀର୍ଘ ଦିନ ପରେ ଖୋଲିଲା ବ୍ରହ୍ମପୁରର ସବୁ ମନ୍ଦିର, ଦିଅଁଙ୍କ ନିକଟରେ ଭୋଗ କରିପାରିବେନି ଭକ୍ତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୧୦୨କୁ ବୃଦ୍ଧି
  • ||

ବାଇକରେ ୫ ଓ କାରରେ ମାତ୍ର ୧୦ ଲିଟର ଭରିପାରିବେ ପେଟ୍ରୋଲ

https://www.rnz.co.nz/

ନୂଆଦିଲ୍ଲୀ ୧୧/୮: ମିଜୋରାମ ସରକାର ମଙ୍ଗଳବାର ଇନ୍ଧନର ମାତ୍ରା ପ୍ରତି ବାହନ ଅନୁସାରେ ନିର୍ଦ୍ଧାରିତ କରିଛନ୍ତି । ଏବେ ରାଜ୍ୟରେ ସ୍କୁଟରରେ ମାତ୍ର ୩ ଲିଟର ଓ କାରରେ ୧୦ ଲିଟର ପର୍ଯ୍ୟନ୍ତ ପେଟ୍ରୋଲ-ଡିଜେଲ୍ ଭରିହେବ । ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁସାରେ କରୋନା ଭାଇରସ ଯୋଗୁଁ ଅନେକ ସ୍ଥାନରେ ଲକଡାଉନ୍ ହୋଇଛି । ଫ୍ୟୁଲ ଟ୍ୟାଙ୍କ ଠିକ୍ ସମୟରେ ପହଞ୍ଚି ପାରୁନି । ଏଥିପାଇଁ ସେଠାରେ ପେଟ୍ରୋଲ-ଡିଜେଲର ଅଭାବ ପଡିଯାଉଛି । ଏଭଳି କ୍ଷେତ୍ରରେ ସରକାର ଫ୍ୟୁଲ୍ ରାଶନିଂର ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ପରେ ମିଜୋରାମର ରାଜଧାନୀ ଆଇଜୋଲରେ ପେଟ୍ରୋଲପମ୍ପରେ ଲମ୍ବା ଲାଇନ୍ ଲାଗିଯାଉଛି ।

ଏବେ କାରରେ ପକାଇ ପାରିବେ ମାତ୍ର ୧୦ ଲିଟର ପେଟ୍ରୋଲ
ଅଧିକାରୀମାନେ କୁହନ୍ତି କି ନୂଆ ଆଦେଶ ଅନୁସାରେ ସ୍କୁଟର ପାଇଁ ୩ ଲିଟର, ମିନି ଟ୍ରକ୍, ଜିପ୍ସି ପାଇଁ ୨୦ ଲିଟର ଅନୁମତି ଏବଂ କାର୍ ପାଇଁ ୧୦ ଲିଟର, ମ୍ୟାକ୍ସି କ୍ୟାବ୍ସ, ମିନିଟ୍ ଟ୍ରକ୍ ଜିପ୍ସି ପାଇଁ ୨୦ ଲିଟରର ଅନୁମତି ଦିଆଯାଇଛି । ଟ୍ରକ୍ ଓ ବସ୍ ପାଇଁ ୧୦୦ ଲିଟରର ଅନୁମତି ଦିଆଯାଇଛି । ଏହା ବ୍ୟତୀତ ପେଟ୍ରୋଲପମ୍ପରେ ଗ୍ୟାଲନ ଓ ଅନ୍ୟ କୌଣସି ସାମଗ୍ରୀ ନେବା ଉପରେ ରୋକ ଲଗାଇଦିଆଯାଇଛି ।

ଏହି ଗାଡିକୁ ମିଳିବ ଆଶ୍ୱସ୍ତି
ପିଟିଆଇ ଅନୁସାରେ ଯେଉଁ ବାହନ, ଚାଉଳ ଓ ଅନ୍ୟ ଖାଦ୍ୟ ସାମଗ୍ରୀ ନେଇଯାଉଥିବେ ଯଦି ସେମାନେ ଚାହିଁବେ ତେବେ ଟ୍ୟାଙ୍କ୍ ଫୁଲ୍ କରିପାରିବେ । ସେମାନଙ୍କୁ ଅନୁମତି ମିଳିବ ।