ଟ୍ୱିନ୍‌ସିଟି ସରକାରୀ ଅଫିସ୍‌ ପାଇଁ ଗାଇଡ୍‌ ଲାଇନ୍‌ – ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ଅଫିସ୍‌

ଭୁବନେଶ୍ୱର – ଅକ୍ଟୋବରରେ ଟ୍ୱିନସିଟି ସରକାରୀ ଅଫିସ ଚାଲିବା ନେଇ ଗାଇଡଲାଇନ । ଭୁବନେଶ୍ବର ଓ କଟକରେ ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ଅଫିସ । କିନ୍ତୁ ଅତ୍ୟାବଶ୍ୟକ ସେବା ଯୋଗାଉଥିବା ବିଭାଗରେ  ରହିବେ ଶତପ୍ରତିଶତ କର୍ମଚାରୀ ।

Image

ତେବେ , କେଉଁ କର୍ମଚାରୀ  ଅଫିସ୍ ଆସିବେ ସ୍ଥିର କରିବେ ବିଭାଗୀୟ ମୁଖ୍ୟ । ସାରା ରାଜ୍ୟରେ ସମସ୍ତ ସରକାରୀ ଅଫିସ ଶନିବାର ବନ୍ଦ ରହିବ

 

   ସମ୍ବନ୍ଧିତ ଖବର


ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଅନ୍ୟ ଜଣେ ଗୁରୁତର

କୂଅରେ ପଡି ମାଆ ଏବଂ ଶିଶୁ ପୁତ୍ର ମୃତ – କାରଣ ଅସ୍ପଷ୍ଟ

ଭଣ୍ଡାରୀପୋଖରୀରେ ମହିଳାଙ୍କୁ ମୃତ ଭାବିଥିଲେ ପଡୋଶୀ- ବନ୍ଦ ଘରୁ ୧୫ ଘଣ୍ଟା ପରେ ଜୀବିତ ଉଦ୍ଧାର

ଚଳିତ ବର୍ଷ ଶ୍ରୀକ୍ଷେତ୍ରର ନିଆରା ଦେବୀ ସଭା

ନାବିଳାକାକୁ ଟେକି ନେଉଥିଲେ ପୋଲିସ ଭ୍ୟାନ ଦେଖି ଛାଡି ପଳାଇଲେ ଦୁର୍ବୃତ୍ତ

ବିଶ୍ୱସ୍ତରୀୟ ଟାଇମ୍ସ ହାଇଅର ଏଡୁକେସନ ରାକିଙ୍ଗ୍‌ରେ ସୋଆ ସ୍ଥାନିତ