ପ୍ରମୁଖ ଖବର
  • ବାଲେଶ୍ୱର ଜିଲ୍ଲା ଜେଲରେ ବିଚାରାଧୀନ କଏଦୀ ମୃତ।
  • ||
  • ମଝି ରାସ୍ତାରେ ହୁ ହୁ ହୋଇ ଜଳିଗଲା 'ପ୍ରିୟଂଶୁ' ଯାତ୍ରୀବାହୀ ବସ, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଭାରତ ଦେଉଛି ଦ୍ୱିତୀୟ ପର୍ଯ୍ୟାୟ ଭୋଟ, ଦିନ ୧୧ଟା ସୁଦ୍ଧା ୨୫ ପ୍ରତିଶତ ମତଦାନ
  • ||
  • ନୟାଗଡ଼: ଡବଲ ମର୍ଡର ଘଟଣା, ଅଭିଯୁକ୍ତଙ୍କୁ ଫାଶି
  • ||
  • ଭୁବନେଶ୍ୱର: ଜଳୁଛି ଓଡ଼ିଶା, ଦିନ ସାଢ଼େ ୧୧ଟା ସୁଦ୍ଧା ସବୁଠୁ ଉତ୍ତପ୍ତ ସହର ପାଲଟିଲା ଝାରସୁଗୁଡ଼ା, ୪୦ ଡିଗ୍ରୀ ଟପିଲା ପାରଦ
  • ||
  • ନୂଆପଡା - ଚେକିଂ ବେଳେ ୩ ଲକ୍ଷ ୬୯ ହଜାର ଟଙ୍କା ସିଜ କଲା ଖରିଆର ରୋଡ଼ ଜୋଙ୍କ ପୋଲିସ
  • ||
  • ୨୮ରେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଭାରତୀୟ ଦଳ ଘୋଷଣା!
  • ||
  • EVM- VV-PAT ସ୍ଲିପ୍ ଯାଞ୍ଚ ଆବେଦନ ଖାରଜ, ଇଭିଏମ୍‌ରେ ମତଦାନକୁ ନେଇ ସୁପ୍ରିମେକୋର୍ଟଙ୍କ ରାୟ ପ୍ରକାଶ
  • ||
  • ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠୁ ପ୍ରାର୍ଥିପତ୍ର ଦାଖଲ
  • ||
  • IPL 2024ରେ କୋଲକାତାକୁ ଭେଟିବ ପଞ୍ଜାବ, ବ୍ୟାଟିଂ ତ୍ରୁଟି ସୁଧାରିବ କିଙ୍ଗସ୍
  • ||
  • ଆହୁରି ଜଳିବ ଓଡ଼ିଶା: ଆଜି,କାଲି ଅତି ଭୟଙ୍କର ତାତି, ଆହୁରି ୧୪ ଦିନ କଲବଲ କରିବ ଖରା
  • ||

‘ଟସ୍‌ ପାଇଁ ସର୍ବଦା ଅପେକ୍ଷା କରାଉଥିଲେ ଗାଙ୍ଗୁଲି’

ଲଣ୍ଡନ,: ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱ ସମୟରେ ଭାରତ ଏକ ଲଢୁଆ ଦଳ ରୂପେ ଉଭା ହୋଇଥିଲା ବୋଲି ମତ ଦେଇଛନ୍ତି ପୂର୍ବତନ ଇଂଲଣ୍ଡ ଅଧିନାୟକ ନାସିର ହୁସେନ । ସେ କହିଛନ୍ତି ଯେ, ଗାଙ୍ଗୁଲି ଗ୍ରାଉଣ୍ଡ ମଧ୍ୟରେ କଠିନ ପ୍ରତିଦ୍ୱନ୍ଦ୍ୱୀ ଥିଲେ । ସେ ଏକ ଲଢୁଆ ଦଳ ଗଢିଥିଲେ । ଗ୍ରାଉଣ୍ଡ ବାହାରେ ତାଙ୍କ ଦଳ ଥିଲା ସବୁଠୁ ଭଦ୍ର ଓ ଶାନ୍ତ । ମ୍ୟାଚ୍‌ ସମୟରେ ଗାଙ୍ଗୁଲିଙ୍କ ବ୍ୟବହାର ମୋ ପାଇଁ ଅସହ୍ୟ ଥିଲା ।

{"id":54379,"sizeSlug":"large"}

ଟସ୍‌ ପାଇଁ ସେ ମୋତେ ସର୍ବଦା ଗ୍ରାଉଣ୍ଡରେ ଅପେକ୍ଷା କରାଉଥିଲେ । ତାଙ୍କର ଏହି ଗୁଣକୁ ମୁଁ ଘୃଣା କରୁଥିଲି । ଭାରତୀୟ କ୍ରିକେଟ୍‌ ପ୍ରେମୀଙ୍କ ମନୋଭାବକୁ ଗାଙ୍ଗୁଲି ଭଲ ଭାବେ ଜାଣିଥିଲେ । ତେଣୁ ଯୁବରାଜ, ସେହ୍ୱାଗଙ୍କ ଭଳି ଯୁବ ଖେଳାଳିଙ୍କୁ ନେଇ ଏକ ଲଢୁଆ ଦଳ ଗଢିଥିଲେ । ଗ୍ରାଉଣ୍ଡ ଭିତରେ ସେମାନେ ସବୁ ଶକ୍ତି ଖଟାଇ ଦେଉଥିଲେ । ମ୍ୟାଚ୍‌ ଜିତିବା ସେମାନଙ୍କର ଏକମାତ୍ର ଲକ୍ଷ୍ୟ ରହୁଥିଲା । ହେଲେ ଗ୍ରାଉଣ୍ଡ ବାହାରେ ସେମାନଙ୍କ ବ୍ୟବହାର ଥିଲା ବେଶ୍‌ ମାର୍ଜିତ ।

{"id":91107,"sizeSlug":"large"}

ଅବସର ପରେ କ୍ରିକେଟ୍‌ ଭାଷ୍ୟକାର ରୂପେ ଗାଙ୍ଗୁଲିଙ୍କୁ ଭେଟିଥିଲି । ତାଙ୍କ ଶାନ୍ତ ସ୍ୱାଭବ ଦେଖି ଚକିତ ହୋଇ ଯାଇଥିଲି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.