PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଭ୍ୟାକ୍ସିନ ନେବା ପରେ ବି ହେଉଛି କରୋନା, ଓଡିଶାରେ ଟିକା ନେବା ପରେ କେତେ ଲୋକଙ୍କର ଡେଥ୍ ହୋଇଛି ତାହାର ତର୍ଜମା କରୁଛି ଟେକନିକାଲ ଟିମ୍- ଆଇଏଲଏସ୍ ନିର୍ଦ୍ଦେଶକ
  • ||
  • ମାଲକାନଗିରି : ମାଲକାନଗିରି କାଲିମେଳା ଥାନା ଟେକଗୁଡା ଗ୍ରାମରେ ଥିବା ପରିବାର ଲୋକଙ୍କ ନିକଟରେ ପହଁଚିଲା ମୃତ ମାଓନେତା ରଣଦେଵଙ୍କ ଶବ, ଆନ୍ଧ୍ରପ୍ରଦେଶ ସୀମାନ୍ତରେ ପୁଲିସର ଏନକାଉଣ୍ଟରରେ ଚାଲିଯାଇଥିଲା ଜୀବନ
  • ||
  • ନୂଆପଡ଼ା : ଗାଁରେ ପଶିଗଲା ବାଟବଣା ହରିଣ, ଉଦ୍ଧାର କରି ସୁନାବେଡା ଅଭୟାରଣ୍ୟରେ ଛାଡିଲା ବନ୍ୟପ୍ରାଣୀ ବିଭାଗ
  • ||
  • ଭୁବନେଶ୍ୱର: ଓଡ଼ିଆ ଆଇଏଏସ୍ ଗୁରୁପ୍ରସାଦ ମହାପାତ୍ର ଦେହାନ୍ତ
  • ||
  • ପୁରୀ: ମହାପ୍ରଭୁଙ୍କ ସେନାପଟା ଓ ବାହୁଟ ସେବା ନିମନ୍ତେ ବଉଳ ଗଛ ଚିହ୍ନଟ, ନିର୍ଜ୍ଜଳା ଏକାଦଶୀ ତିଥିରେ ହେବ ବୃକ୍ଷ ଚ୍ଛେଦନ
  • ||
  • ଯାଜପୁର: ଭାଇ ବିହାଘରରେ ନାଗିନ୍‌ ଡ୍ୟାନ୍ସ ପଡ଼ିଲା ମହଙ୍ଗା, କୋଭିଡ୍‌ କଟକଣାକୁ ଫୁ କରି ନିଲମ୍ବିତ ହେଲେ ସୁକିନ୍ଦା ତହସିଲଦାର ବୁଲ୍‌ବୁଲ୍‌ ବେହେରା
  • ||
  • କଟକ: ନରସିଂହପୁର ବ୍ଲକ ଅନ୍ତର୍ଗତ ସାନ ଗାଁରେ ବାଇଗଣ ବିଲକୁ ଯାଇଥିବା ବେଳେ ମହିଳାଙ୍କୁ ଆକ୍ରମଣ କଲା ବାରାହ , ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ବଲାଙ୍ଗୀର : ତାଲା ଭାଙ୍ଗି ମଦ ଦୋକାନରୁ ଚୋରି, ଦୋକାନରୁ ପ୍ରାୟ ୫ ଲକ୍ଷ ଟଙ୍କାର ୪୯ ପେଟି ମଦ ଚୋରି
  • ||
  • ଲମତାପୁଟ : କୋରାପୁଟ ଜିଲ୍ଲା ମାଛକୁଣ୍ଡୁ ପୋଲିସ ଦ୍ୱାରା ଟ୍ରକ୍ ସହ ୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ବାଲେଶ୍ୱର: ବାପାକୁ କଟୁରୀରେ ହାଣିଲା ମାତାଲ ପୁଅ, ପ୍ରାଣ ବିକଳରେ ଦୌଡି ପଳାଇଲା ମା’
  • ||
  • ପାଟଣା : ଦୋକାନ ଆଜବେଷ୍ଟସ୍ ଭାଙ୍ଗି ଚୋରି କରୁଥିଲେ, କାବୁ କଲେ ଗ୍ରାମବାସୀ, ଚୋରଙ୍କ ଛୁରା ମାଡ଼ରେ ପୋଲିସ କର୍ମଚାରୀ ଆହତ
  • ||
  • କୋକସରା : ଲିମ୍ବ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୩୪୨୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୫୫୦ ଜଣଙ୍କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଏଯାବତ୍‌ ରାଜ୍ୟରେ ୨୪% ଅଧିକ ବର୍ଷିଛି ମୌସୁମୀ ବର୍ଷା, ଆସନ୍ତା ଦୁଇଦିନ ବଡ଼ ବର୍ଷା ନାହିଁ, ୨୧ରୁ ବଢ଼ିପାରେ
  • ||
  • ଦଶପଲ୍ଲା : ବାଣୀଗୋଛାର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା, ୩ଦିନ ରିମାଣ୍ଡରେ ଗଲା ଅଭିଯୁକ୍ତ
  • ||
  • ଭୁବନେଶ୍ୱର : ଓଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କୁ ସଂସ୍କୃତି ବିଭାଗର ସହାୟତା
  • ||
  • ଚଣ୍ଡୀଗଡ଼ : କିମ୍ବଦନ୍ତୀ ଆଥ୍‌ଲେଟ୍‌ ମିଲଖାଙ୍କ ପରଲୋକ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ଭିଜିଲାନସ୍‌ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗ
  • ||
  • କରଞ୍ଜିଆ : ୧୪ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ, ମୁହଁରେ କପଡା ଦେଇ ରାତିରେ ଘରୁ ଉଠାଇ ନେଇଥିଲେ ୨ ଦୁର୍ବୃତ୍ତ
  • ||

ହାର୍ଟ ଓ ଡାଇବେଟିସ୍‌ ପାଇଁ ଅମୃତ ସମାନ ରସୁଣ, ବ୍ରଣ ସମସ୍ୟା ଦୂର କରେ -ଜାଣନ୍ତୁ କିପରି ବ୍ୟବହାର କରିବେ

ରସୁଣକୁ ଅମୃତ ବୋଲି କୁହାଯାଇଥାଏ । ମାତ୍ର ଏହା ରାକ୍ଷସର  ଉଚିଷ୍ଟ ହୋଇଥିବାରୁ  ଅନେକ କାର୍ଯ୍ୟରେ ବ୍ୟବହାର  କରାଯାଏ ନାହିଁ ବୋଲି ବିଶ୍ୱାସ ରହିଛି ।  ରସୁଣ ଖାଦ୍ୟର ସ୍ୱାଦ ବୃଦ୍ଧି କରିବା ସହ ସୌନ୍ଦ୍ଯର୍ଯ୍ୟ ବୃଦ୍ଧିରେ ସାହାଯ୍ୟ କରେ ।

ରସୁଣ କୌଣସି ଔଷଧଠାରୁ କମ୍‌ ନୁହେଁ । କିଛି ଲୋକ ଏହା ଗନ୍ଧ ଯୋଗୁଁ ବ୍ୟବାହାର କରି ନଥାନ୍ତି ।  ହେଲେ ରସୁଣର ଅନେକ ଭଲ ଗୁଣ ରହିଛି । ମାତ୍ର ଏହାକୁ ଏକ ନିର୍ଦିଷ୍ଟ ମାତ୍ରାରେ ସେବନ କରିବା ଆବଶ୍ୟକ । ଅତ୍ୟଧିକ ବି ସେବନ କରିବେ ନାହିଁ ।  ରସୁଣରେ ଆଣ୍ଟିଅକ୍ସଡେଣ୍ଟର ମାତ୍ର ବହୁତ ଅଧିକ । ଏହାକୁ ସେବନ କଲେ ଚୁଟି ଓ ଚର୍ମ ଭଲ ରହିଥାଏ।  ମଧୁମେହ ବା ଡାଇବେଟିସ୍‌ ଓ ହାର୍ଟ ଆଟାକ୍‌ ବା ହୃଦ ରୋଗପାଇଁ ରସୁଣ ବରଦାନ ପରି କାମ ଦିଏ

ରସୁଣ ଖାଇଲୋ ଚୁଟି ଘନ ହେବା ସହ କଳା ରହିଥାଏ । ଚର୍ମ ପୋଡିବା , କୁଣ୍ଡେଇ ହେବା ଆଦିରେ ରସୁଣ ଭାଲ କାମ କରିଥାଏ ।

ରସୁଣକୁ କ୍ଷୀର ସହର ଅଳ୍ପ ପରିମାଣରେ ମିଶାଇ ଚର୍ମରେ ଲଗାଇଲେ ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ ।

ବ୍ରଣ ସମସ୍ୟାରୁ ତୁରନ୍ତ ମୁକ୍ତି ପାଇବାକୁ ଥିଲେ  ରସୁଣ ଭଲ କାମ କରିଥାଏ । ଧଳା ଭିନେଗାର୍ ଅଳ୍ପ ପରିମାଣ ବା ଏକ ଚାମଚ ଭିନେଗାରରେ ଅଳ୍ପ ରସୁଣ ପେଷ୍ଟ ଭଲ ଭାବରେ ମିଶାନ୍ତୁ ।  ବ୍ରଣ ଉପରେ ଲଗାଇ ୧୦ ମିନିଟ୍‌ ପରେ ଧୋଇ ଦିଅନ୍ତୁ ବ୍ରଣ ସମସ୍ୟା ଭଲ ହେବ । ବ୍ଲାକହେଡ୍‌ ବା କଳା ବ୍ରଣ ସମସ୍ୟାରୁ ବି ରସୁଣ ମୁକ୍ତି ଦେଇଥାଏ ।

ଚୁଟି ଅସମୟରେ  ଝଡୁଥିଲେ କିମ୍ବା ଧଳା ହେଉଥିଲେ ଅଲିଭ୍‌ ଅଏଲ୍‌ ସହ ରସୁଣ ମିଶାଇ ଗରମ କରନ୍ତୁ । ଧୂଆଁ ବାହାରିଲେ ଗ୍ୟାସ ବନ୍ଦ କରିଦିଅନ୍ତୁ । ଏହା ଥଣ୍ଡା ହେବାପରେ ଚୁଟିରେ ଲଗାନ୍ତୁ । ଧଳାବାଳ ସମସ୍ୟା ଦୂର ହୋଇଯିବ । ଚନ୍ଦାପଣ ବି ଦୂର ହେବ ।

ରସୁଣ ସେବନ କଲେ ଉଚ୍ଚରକ୍ତଚାପ ରୋଗୀଙ୍କ ପାଇଁ ଅନେକ ଫାଇଦା ମିଳିବ । ରସୁଣ ସେବନ କଲେ ଏଲ୍‌ଡିଏଲ୍‌ ବା ଖରାପ କୋଲେଷ୍ଟର ୧୦ରୁ ୧୫ ପ୍ରତିଶତ କମିଯିବ । ଭଲ କୋଲେଷ୍ଟରଲ ବା ଏଚ୍‌ଡିଏଲ୍‌ ବୃଦ୍ଧି ପାଇବ ।

  ରସୁଣ ବ୍ଲଡ ଗ୍ଲୁକୋଜ୍‌କୁ କମ୍‌ କରିଥାଏ । ଏଥିପାଇଁ ମଧୁମେହ ବା ଡାଇବେଟିସ୍‌ ଆକ୍ରାନ୍ତଙ୍କ ପାଇଁ ଏହା ଅତି ଉପାଦେୟ ।