PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିଆଣାରେ ୨୪ମଇ ଯାଏ ବଢ଼ିଲା ଲକ୍‌ ଡାଉନ୍‌ , ମୁଖ୍ୟମନ୍ତ୍ରୀ ଖଟ୍ଟର କହିଲେ –ଜନତାଙ୍କ ଦାବି ନେଇ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟ ଅଲରାଉଣ୍ଡର ରାଜେନ୍ଦ୍ର ସିଂ ଜାଡେଜାଙ୍କ କରୋନାରେ ପରଲୋକ
  • ||
  • ଭୁବନେଶ୍ଵର : ରାଜ୍ୟରେ ଫିଲ୍ମ କିମ୍ଵା ସିରିୟଲ ସୁଟିଂ ଉପରେ ପ୍ରତିବନ୍ଧକ, ସମସ୍ତ ଇନଡୋର ଓ ଆଉଟଡୋର ସୁଟିଂ ବନ୍ଦ
  • ||
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ: ଆଣ୍ଡାମାନ ସାଗରରେ ସୃଷ୍ଟି ହେବ, ଅବପାତ ରୂପ ନେବା ପାଇଁ ପାଣିପାଗ ଅନୁକୂଳ…
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୭୩୨ ଜଣ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୧୨ ହଜାର ଟପିଲା
  • ||
  • ଭୁବନେଶ୍ୱର : ଓଡ଼ିଶାରେ ୧୯ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୩୧୩କୁ ବୃଦ୍ଧି
  • ||
  • ସଇଁତଳା : ଜମିବାଡ଼ି କଳହକୁ ନେଇ ଗୋଷ୍ଠୀ ସଙ୍ଘର୍ଷ, ଜଣେ ମୃତ, ୨ ଅଟକ
  • ||
  • ପାଟଣାଗଡ଼ : କରୋନା ଯୁଦ୍ଧରେ ହାରିଗଲେ ବରିଷ୍ଠ ସାମ୍ବାଦିକ କୈଳାଶ ସାହୁ
  • ||
  • ଆଠଗଡ : ଚୋରା ଚାଲାଣ ବେଳେ ଓଲଟିଲା କାଠ ବୋଝେଇ ପିକଅପ୍ ଭ୍ୟାନ, ଡ୍ରାଇଭର ମୃତ ଜଣେ ଗୁରୁତର
  • ||
  • ଭୁବନେଶ୍ୱର : ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, କରୋନା ଆକ୍ରାନ୍ତ ହେବା ପରେ ଚାଲିଛି ଚିକିତ୍ସା
  • ||
  • ଭୁବନେଶ୍ୱର : ସୋମବାରଠୁ ଅନ୍‌ଲାନ୍‌ରେ ମିଳିବ ମଦ, ସକାଳ ୭ଟାରୁ ସଂଧ୍ୟା ୫ଟା ଯାଏଁ ଦେଇ ପାରିବେ ଅର୍ଡର, ହଜାର ଟଙ୍କାରେ ମଦ କିଣିଲେ ୧୦୦ ଟଙ୍କା ଡେଲିଭାରୀ ଚାର୍ଜ
  • ||
  • ଭୁବନେଶ୍ୱର : ପାରା ଧରିବାକୁ ଯାଇ ଟ୍ରେନ୍‌ ଲାଇନ୍ରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଳିଗଲା ନାବାଳକ, ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର
  • ||
  • ଭୁବନେଶ୍ୱର : ମାସ ଶେଷକୁ ଓଡ଼ିଶାରେ ସଂକ୍ରମଣ ପିକ୍‌ରେ ପହଞ୍ଚିବ, ଜୁନ୍‌ ପ୍ରଥମ ସପ୍ତାହରୁ କମିପାରେ
  • ||
  • କଟକ : ବୃଦ୍ଧ ଦମ୍ପତ୍ତିଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ !
  • ||

ମାତ୍ରାଧିକ କାମର ଚାପ ବଢ଼ିଥାଏ ନପୁଂସକତା ସମସ୍ୟା: ଗରୁଡାସନ ଯୋଗ ବଢାଏ ଯୌନ କ୍ଷମତା

ଖାଲି ଦିନସାରା କାମ ଆଉ କାମ…. । ଫୁରସତ ସମୟ କାହା ପାଖରେ ନାହିଁ । ଆଧୁନିକ ଜୀବନଶୈଳୀକୁ
ଆଦରିବାକୁ ଯାଇ ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କୁ ଏଭଳି ବ୍ୟସ୍ତତା ଭିତରେ ଜୀବନ ଅତିବାହିତ କରିବାକୁ ପଡୁଛି । ଅବଶ୍ୟ ଏଥିପାଇଁ ସେମାନେ ବାଧ୍ୟ ନୁହଁନ୍ତି, କିନ୍ତୁ ଆଧୁନିକତାର ପ୍ରତିଯୋଗିତାରେ ହାରିବାର ଭୟ ରହିଛି । ଆଉ ଏହି
ଭୟ ଯୋଗୁ ଯୁବପିଢି ଚିନ୍ତା, ଚାପ ଓ ଅବସାଦରେ ବୁଡି ରହୁଛନ୍ତି । ମାତ୍ରାଧିକ କାମର ଚାପ ଯୋଗୁ ଅଧିକାଂଶ ପୁରୁଷଙ୍କଠାରେ ନପୁଂସକତା ସମସ୍ୟା ଦେଖିବାକୁ ମିଳୁଛି । ଏପରି ସମସ୍ୟାର ପ୍ରାକୃତିକ ଉପାୟରେ ସମାଧାନ କରାଯାଇପାରିବ ।

ଯେପରିକି ନିୟମିତ ଯୋଗ ଓ ଆସନ କରିବା ଦ୍ୱାରା ସେମାନେ ନିଜର ଯୌନ କ୍ଷମତା ବଢାଇପାରିବେ । ଏମିତି ଏକ ଆସନ ହେଉଛି ଗରୁଡାସନ ବା ଇଗଲ ମୁଦ୍ରା । ଗରୁଡାସନରୁ ସର୍ବାଧିକ ଫାଇଦା ପାଇବା ପାଇଁ ହେଲେ ଆନ୍ତରିକତାର ସହ ଦୁଇ ଜଙ୍ଘକୁ ଏକାଠି ଟାଇଟ ଭାବରେ ଛନ୍ଦିବା ଆବଶ୍ୟକ । ଯାହା ଫଳରେ ଜଙ୍ଘକୁ ଅଲଗା କରିବା ପରେ ତାଜା ରକ୍ତ ଓ ଅମ୍ଳଜାନ ନିତମ୍ବ ଅଞ୍ଚଳକୁ ଯା’ଆସ କରିବା ସହ ଯୌନାକାଂକ୍ଷା ବଢାଇଥାଏ।

ଏହି ମୁଦ୍ରାରେ ସ୍ଥିରତା ରଖିବା ଖୁବ୍‌ ଜରୁରି ହୋଇଥାଏ । ଏହି ଆସନ ଚିନ୍ତା ଓ ଉଦ୍‌ବେଗକୁ କମ କରିଥାଏ । ଏହି ମୁଦ୍ରାରେ ଥାଇ ନିଜ ଦୃଷ୍ଟିକୁ ଏକ ନିର୍ଦ୍ଦିଷ୍ଟ ବିନ୍ଦୁରେ କେନ୍ଦ୍ରୀତ କରିବା ଦ୍ୱାରା ଶରୀରରେ ଭାବନାତ୍ମକ ସନ୍ତୁଳନ ରକ୍ଷା କରାଯାଇପାରିବ ।

କେମିତି କରିବେ?

ଶରୀରର ମୁଖ୍ୟ ଗଙଋିଗୁଡିକୁ କେନ୍ଦ୍ରୀଭୂତ କରିବା ଆବଶ୍ୟକ । କାନ୍ଧ ଓ ହୃଦୟର ପଛପଟ ଭାଗକୁ ଷ୍ଟ୍ରୋଚ୍‌ କରିବାରେ ସାହାଯ୍ୟ କରିବା ପାଇଁ ଧୀରେ ଧୀରେ କହୁଣୀଦ୍ୱୟକୁ ଆକାଶ ଆଡକୁ ଉଠାନ୍ତୁ । ନିଜ ପେଟକୁ ମେରୁଦଣ୍ଡ ଓ ଟେଲବୋନ୍‌ ଆଡକୁ ଟାଣନ୍ତୁ। ଶରୀରର ସମସ୍ତ ଭାର ପାଦ ଉପରେ ରଖିବାକୁ ଚେଷ୍ଟା କରନ୍ତୁ ।