PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

ନଗ୍ନ ହୋଇ ଇନ୍‌ଷ୍ଟା LIVE କଲେ ଅଭିନେତ୍ରୀ ଗହନା ବଶିଷ୍ଠ, ଫ୍ୟାନ୍ସଙ୍କୁ ପଚାରିଲେ, ‘ମୁଁ କିଛି ପିନ୍ଧି ନାହିଁ…କ’ଣ ମୁଁ Vlogger ଲାଗୁଛି ?’

ମୁମ୍ବାଇ ୩।୮: ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଅଭିଯୋଗରେ ଅଡୁଆରେ ପଡିଥିବା ଅଭିନେତ୍ରୀ ଗହନା ବଶିଷ୍ଠ ଓରଫ ବନ୍ଦନା ତିୱାରୀ ପୁଣି ଚର୍ଚ୍ଚାରେ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଗହନା ବଶିଷ୍ଠଙ୍କ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି। ଗହନା ଏଥର ଇନଷ୍ଟାଗ୍ରାମରେ ଲାଇଭ୍ ଆସିଥିଲେ, କିନ୍ତୁ ଲାଇଭ୍ ଅଧିବେଶନରେ ସେ ନଗ୍ନ ଥିଲେ। ଇନଷ୍ଟାଗ୍ରାମରେ ଗହନା ନଗ୍ନ ଲାଇଭ୍ ଆସିବା ପଛରେ ଏକ କାରଣ ଥିଲା । ବାସ୍ତବରେ, ସେ ଲୋକମାନଙ୍କଠାରୁ ଜାଣିବାକୁ ଚାହିଁଥିଲେ ଯେ, ସେ ଢ଼ଙ୍ଗରେ ସେ ଲାଇଭରେ ଆସିଥିଲେ, କଣ ସେଥିରେ ସେ ଭ୍ଲଗର୍ ପରି ଲାଗୁଥିଲେ କି ?

ଲାଇଭରେ ସେ ଲୋକମାନଙ୍କୁ କହିଥିଲେ, ‘ବନ୍ଧୁଗଣ, ମୁଁ ଆପଣ ସମସ୍ତଙ୍କ ସାମ୍ନାରେ ଲାଇଭ୍ ବସିଛି । ମୋତେ କୁହନ୍ତୁ, କଣ ମୁଁ ଭ୍ଲଗର ଲାଗୁଛି ? କଣ ମୁଁ ଶସ୍ତା ଦେଖାଯାଉଛି ? କିମ୍ବା ମୁଁ ଏମିତି କିଛି ଲାଗୁଛି, ସେମିତି ଆପଣ ପର୍ଣ୍ଣ କଣ୍ଟେଟ୍ରେ କାଉଣ୍ଟ କରିପାରିବେ ? କି ମୋର ଆକ୍ଟିଭିଟି କିଛି ବି ଏମିତି ଲାଗୁଛି, ଯାହାକୁ ଆପଣ ପର୍ଣ୍ଣ କାଟାଗୋରୀରେ କାଉଣ୍ଟ କରିପାରିବେ ? କିମ୍ବା ମୋତେ କୁହନ୍ତୁ ଏବଂ ବିଶ୍ବାସ କରନ୍ତୁ କି ମୁଁ କିଛି ପିନ୍ଧି ନାହିଁ। କିନ୍ତୁ ତଥାପି ଆପଣ ଏହି ପର୍ଣ୍ଣ କାଟାଗୋରୀରେ କାଉଣ୍ଟ କରୁନାହାନ୍ତି ଏବଂ ମୋର ଯେଉଁ ବାକି ଭିନିଓ ଅଛି, ଯେଉଁଠାରେ ମୁଁ ଭଳ ଭଳ କପଡ଼ା ପିନ୍ଧିଛି। ତଥାପି ଏହାକୁ ପର୍ଣ୍ଣ ବୋଲି କହୁଛନ୍ତି । ଏହା ଭୁଲ ନୁହେଁ କି? ସମସ୍ତେ କହୁଛନ୍ତି ଯେ ମୁଁ ପର୍ଣ୍ଣ ଶୁଟ୍ କରିଛି ଏବଂ ମୁଁ ବର୍ତ୍ତମାନ କିଛି ପିନ୍ଧି ନାହିଁ, ତେଣୁ ଆପଣ ଏହାକୁ ପର୍ଣ୍ଣ ବୋଲି କହୁ ନାହାଁନ୍ତି । ହାଇପୋକ୍ରାଇସିର ଏକ ସୀମା ଅଛି ।