PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋରାପୁଟ: କୋଟିଆରେ ଆନ୍ଧ୍ର କର୍ମଚାରୀଙ୍କୁ ଅଧାରାସ୍ତାରେ ଅଟକାଇଲା ଓଡ଼ିଶା ପୋଲିସ
  • ||
  • କଳାହାଣ୍ଡି: ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅଫିସ ଘେରାଉ, ଘଟଣାସ୍ଥଳରେ ଉତ୍ତେଜନା ଜାରି
  • ||
  • ଭଦ୍ରକ: ବଉଳ ପୋଖରୀ ଅଞ୍ଚଳରୁ ୩୧୬ ଗ୍ରାମ୍ ବ୍ରାଉନସୁଗର ଜବତ କଲା ଗ୍ରାମଞ୍ଚଳ ଥାନା ପୋଲିସ, ୩ ଗିରଫ
  • ||
  • କେନ୍ଦୁଝର: ନିଖୋଜ ୪ ବର୍ଷର ଶିଶୁକନ୍ୟାର ଉଲଂଗ୍ନ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ
  • ||
  • ଖପ୍ରାଖୋଲ: ଯୁବକ ନିଖୋଜ ଅଭିଯୋଗ, ଶୁଳିଆବାହାଳ ଜଙ୍ଗଲ ମାଟିତଳୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଢ଼େଙ୍କାନାଳ: ଷଢ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଲହଡ଼ା ସରଂକ୍ଷିତ ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଦନ୍ତା, ସେପ୍ଟିସିମିଆ ରୋଗରେ ଥିଲା ପୀଡିତ
  • ||
  • ନୂଆଦିଲ୍ଲୀ : ଆରପାରିରେ ଭେଟେରାନ୍ ଅଭିନେତ୍ରୀ ମୀନୁ ମୁମତାଜ
  • ||
  • ବାଙ୍କୀ : ଜଙ୍ଗଲୀ ବାରହା ଉପଦ୍ରବ, ରାତିହେଲେ ଉଜାଡୁଛନ୍ତି ଏକର ଏକର ଫସଲ
  • ||
  • ଭୁବନ : ବାଲି ଘାଟକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ବାପ-ପୁଅ ଗୁରୁତର
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୦୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ଖସିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ : ନଭେମ୍ବର ୨୯ରୁ ସଂସଦର ଶୀତ ଅଧିବେଶନ, ୨୦ଟି କାର୍ଯ୍ୟ ଦିବସ ରହିବ
  • ||
  • ଭୁବନେଶ୍ୱର : ଆଗକୁ ବଢ଼ିବ ଶୀତ, ଆଭ୍ୟନ୍ତରୀଣ ଓଡ଼ିଶାରେ ୨ ଡିଗ୍ରୀ ଖସିଲା ତାପମାତ୍ରା
  • ||
  • ଭୁବନେଶ୍ୱର : ଓଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ, ପୁରୀ ସଦର ବିଡିଓ ଭାବେ ନୂଆ ଦାୟିତ୍ଵ ସମ୍ଭାଳିବେ ସମ୍ବିତ ଶତପଥୀ
  • ||
  • ସୁନ୍ଦରଗଡ଼ : ହାତୀପଲଙ୍କୁ ଘଉଡାଇବା ବେଳେ ଅଘଟଣ, ହାତୀ ଆକ୍ରମଣରେ ଯୁବକ ମୃତ
  • ||

ଡାଇବେଟିସ୍‌ରୁ ହାଇବିପି ଯାଏ , ଘିଅରେ ଏହି ୫ ଜିନିଷକୁ ମିଶାଇ ଖାଇଲେ ଦୂର ହୁଏ ଅନେକ ରୋଗ

ଭାରତରେ ପାଖାପାଖି ସବୁ ଘରେ ରୋଷେଇରେ ଘିଅ ଦେଖିବାକୁ ମିଳିଥାଏ। ଡ଼ାଲି , ତରକାରୀ , ପନିପରିବା ଆଦିରେ ଲୋକେ ଏହାକୁ  ଖାଇବାକୁ ପସନ୍ଦ କରିଥାନ୍ତି । ଘିଅ କେବଳ ଖାଦ୍ୟକୁ ସ୍ୱାଦିଷ୍ଟ କରିନଥାଏ , ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଫଳପ୍ରଦ ହୋଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମୁତାବିକ୍‌  , ଘିଅ ସହ କିଛି ଜିନିଷର ମିଶ୍ରଣ ସ୍ୱାସ୍ଥ୍ୟ ପାଇଁ ବଡ଼ ଫଳପ୍ରଦ ହୋଇଥାଏ । ଆଶ୍ଚର୍ଯ୍ୟ ! ଏଠାରେ ନିଜ ପିଲାଙ୍କୁ କୁକୁଡ଼ା ରକ୍ତ ଇଞ୍ଜେକ୍ସନ ଦେଉଛନ୍ତି ପିତା–ମାତା, ଏହାର କାରଣ ଜାଣନ୍ତୁ

ହଳଦୀ ଯୁକ୍ତ ଘିଅ – ହଳଦୀ ଯୁକ୍ତ ଘିଅ ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ଭାବେ ଜଣାଯାଏ । ଏହା କେବଳ ଯେ ଶୀଘ୍ର ଓଜନ ହ୍ରାସ କରିଥାଏ ତା ନୁହେଁ ନୂଆ ରକ୍ତ କୋଷିକା ଗୁଡ଼ିକୁ ତିଆରି କରିବା ସହ ହାର୍ଟ ପାଇଁ ବି ଫଳପ୍ରଦ ହୋଇଥାଏ । ଏହା କିଡନୀ ଫଙ୍କସନକୁ ସକ୍ରିୟ କରିଥାଏ । ନ୍ୟୁଟ୍ରିସନିଷ୍ଟ ମାନେ ଜୋର ଦିଅନ୍ତି ଯେ, ହଳଦୀ ଯୁକ୍ତ ଘିଅ ଶରୀରର ପାଖାପାଖି ସବୁ ପ୍ରକାରର ଯନ୍ତ୍ରଣାକୁ ଦୂର କରିଥାଏ ।

ତୁଳସୀ ଯୁକ୍ତ ଘିଅ – ଯଦି ଆପଣ ଘରେ ଘିଅ ତିଆରି ବେଳ ଦେଖିଥିବେ ତ ଜାଣିଥିଲେ ଏବାକୁ ତିଆରି କରିବା ବେଳେ ବର୍ତନରୁ ଏକ ତୀବ୍ର ଦୁର୍ଗନ୍ଧ ବାହାରି ଥାଏ । ନ୍ୟୁଟ୍ରିଶନିଷ୍ଟଙ୍କ ମୁତାବିକ୍‌, ଯଦି ଘିଅ ତିଆରି ସମୟରେ ଏଥିରେ ତୁଳସୀ ପତ୍ର ପକାଇ ଦିଅନ୍ତି ତ ଏହା ଖାଲି ତୀବ୍ର ଗନ୍ଧକୁ ଦୂର କରିନଥାଏ ନିଜର ଗୁଣକାରୀ ତତ୍ତ୍ୱକୁ ବି ଏଥିରେ ଯୋଡ଼ି ଦିଏ । ଇମ୍ୟୁନିଟ୍‌ ବୁଷ୍ଟ କରିବା ଠାରୁ ନେଇ କମନ ଫ୍ଲୁ , ରେସ୍ପିରେଟରୀ ସହ ଜଡ଼ିତ ସମସ୍ୟା ଓ ବ୍ଲଡ୍‌ ସୁଗାର ହ୍ରାସରେ ଏହା ଫଳପ୍ରଦ ହୋଇଥାଏ ।

କର୍ପୂର ଯୁକ୍ତ ଘିଅ – କର୍ପୂର ସହ ଘିଅର ମିଶ୍ରଣର ଲାଭ ବି କାହାକୁ ଅଜଣା ନୁହେଁ । କର୍ପୂର ସ୍ୱାଦରେ  ଅଳ୍ପ କଡ଼ା ନିଶ୍ଚୟ ହୋଇଥାଏ , ହେଲେ ଏହା ବାତ ପିତ୍ତ ଓ କଫ ତିନି ପ୍ରକାରର ଦୋଷକୁ ନିବୃତ୍ତ୍ କରିବାର କାମ କରିଥାଏ । କର୍ପୂର ଯୁକ୍ତ ଘିଅ ଆମର ହଜମଶକ୍ତିକୁ ସକ୍ରିୟ କରିବା ସହ ଅନ୍ତଃକରଣ (ଇଣ୍ଟେଷ୍ଟାଇନ୍‌)ର ସୁସ୍ଥତା ଜ୍ୱର , ହାର୍ଟ ରେଟ୍‌ ଓ ଆଜମା ସହ ଜଡ଼ିତ ସମସ୍ୟାରୁ ମୁକ୍ତି ଦେବାର କାମ କରିଥାଏ ।

ରସୁଣ ଯୁକ୍ତ ଘିଅ – ଗାର୍ଲିକ୍‌ ବଟର ଅନୁସାରେ ଘିଅ ସହ ମଧ୍ୟ ରସୁଣ ସୁଗନ୍ଧ ଓ ସ୍ୱାଦ ଉଭୟକୁ ବଢ଼ାଇ ଥାଏ । ରସୁଣରେ ଥିବା ଗୁଣକାରୀ ତତ୍ତ୍ୱ କେବଳ ଇନଫ୍ଲେମେଶନ ସହ ଜଡ଼ିତ ସମସ୍ୟାରେ ଆଶ୍ୱସ୍ତି ଦେଇନଥାଏ , ଏହା ହାଇ ବ୍ଲଡ୍‌ ପ୍ରେସର ସମସ୍ୟାକୁ ମଧ୍ୟ ଦୂର କରିଥାଏ । ନିୟମିତ ରୂପେ ଏହାର ସେବନରେ ଶରୀରର ବହୁତ ଲାଭ ମିଳିଥାଏ ।

ଡାଳଚିନି ଯୁକ୍ତ ଘିଅ – ଡାଳଚିନିରେ ଥିବା ଆଣ୍ଚି-ଭାଇରାଲ ଓ ଆଣ୍ଟି ବ୍ୟାକ୍ଟେରିଆଲ ତତ୍ତ୍ୱ  ଅନେକ ପ୍ରକାରର ରୋଗରୁ  ଆମକୁ ରକ୍ଷା କରିଥାଏ । ଏହା ବ୍ଲଡ୍‌ ସୁଗାରକୁ ହ୍ରାସ କରିବା ସହ ପେଟ ଯନ୍ତ୍ରମାରୁ ମୁକ୍ତି ଦେଇଥାଏ । ଏକ ପ୍ୟାନ୍‌ରେ କିଛି ଘିଅ ଓ ଡାଳଚିନିର ଦୁଇ ଷ୍ଟିକ୍‌କୁ ମଧ୍ୟମ ଉତ୍ତାପରେ ୪-୫ ମିନିଟ୍‌ ଯାଏ ଗରମ କରନ୍ତୁ ଏବଂ ପୁଣି କିଛି ସମୟ ଥଣ୍ଡା ହେବା ପାଇଁ ରଖନ୍ତୁ । ଏହା ଡାଳଚିନିର ସ୍ୱାଦକୁ ଶୋଷଣ କରିନେବ । ଏହା ଶରୀରର ବହୁତ ଉପକାରୀ ଭାବେ ଜଣାଯାଏ ।