PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁନ୍ଦରଗଡ଼: ପୁଲିସ ପଞ୍ଝାରେ ଆନ୍ତରାଜ୍ୟ ଡକାୟତି ଗ୍ୟାଙ୍ଗ, ଧରିଲା ବୀରମିତ୍ରପୁର ପୋଲିସ
  • ||
  • ବୌଦ୍ଧ: ବିଦ୍ୟୁତ ଆଘାତରେ ଟଳିପଡିଲେ ଯୁବକ, କଣ୍ଟାମାଳ ବ୍ଲକ ତେନ୍ତୁଳୀଖୁଣ୍ତି ଗ୍ରାମରୁ ଆସିଲା ଦୁଃଖଦ ଖବର
  • ||
  • ବୁର୍ଲା: ରୋଗୀ ସମ୍ପର୍କୀୟଙ୍କୁ ବାରମ୍ବାର ଲୁଟ କରୁଥିବା ୪ ଜଣିଆଁ ଡ଼କାୟତ ଗ୍ୟାଙ୍ଗକୁ ଗିରଫ କଲା ବୁର୍ଲା ପୁଲିସ…
  • ||
  • ରାଜନଗର: ଅଗଷ୍ଟ ୫ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା, ରାତ୍ରୀଯାପନ ପାଇଁ ମିଳିବନି ଅନୁମତି…
  • ||
  • ସହିଦ ସପ୍ତାହରେ ମାଲକାନଗିରି ଜିଲ୍ଲା ସୀମାନ୍ତରେ ଗୁଳିବିନିମୟ ଜଣେ ହାର୍ଡକୋର ମାଓବାଦୀ ମୃତ
  • ||
  • ମାଲକାନଗିରି: ସହିଦ ସପ୍ତାହରେ ମାଲକାନଗିରି ଜିଲ୍ଲା ସୀମାନ୍ତରେ ମାଓ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ, ଜଣେ ହାର୍ଡକୋର ମାଓବାଦୀ ନିହତ
  • ||
  • ବଲାଙ୍ଗୀର: ଆତ୍ମସମର୍ପଣ କଲା କେକେବିଏନ ଡିଭିଜନର କ୍ୟାଡରର ମାଓବାଦୀ
  • ||
  • ବ୍ରହ୍ମପୁର: ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ଉଦଘାଟିତ, ଦାୟିତ୍ୱ ନେଲେ ଭାରପ୍ରାପ୍ତ କୁଳପତି
  • ||
  • ଭୁବନେଶ୍ୱର: କେନ୍ଦ୍ରାପଡ଼ାର ରସାବଳିକୁ ଜିଆଇ ଟ୍ୟାଗ ମାନ୍ୟତା ଦାବି, କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଭେଟି ଦାବି କଲେ ମୁନ୍ନା ଖାଁ, ସୁବାସ ସିଂ, ମମତା ମହନ୍ତ
  • ||
  • ଭୁବନେଶ୍ୱର: ଥମୁନି କରୋନ ମୃତ୍ୟୁ, ଆଉ ୬୪ ଜଣଙ୍କ ଜୀବନ ନେଲା ମହାମାରୀ
  • ||
  • ଯଶିପୁର ନିକଟସ୍ଥ ବଡ଼ବିଲ କୁଆବଣି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗାଡି ଚକତଳେ ଚାପିହୋଇ ଯୁବକଙ୍କ ମୃତ୍ୟୁ…
  • ||
  • ପୁରୀ: ହଟିବ ଜଗା ଦର୍ଶନ କଟକଣା ! ଅଗଷ୍ଟ ୪ରେ ଶ୍ରୀମନ୍ଦିର ସମନ୍ୱୟ କମିଟି ବୈଠକ
  • ||
  • ଭୁବନେଶ୍ୱର: ଓଡ଼ିଶା ସହ ୧୦ ରାଜ୍ୟ ବଢ଼ାଉଛି ଚିନ୍ତା, ୪୬ ଜିଲ୍ଲାରେ ୧୦%ରୁ ଅଧିକ ଟିପିଆର
  • ||
  • ଭୁବନେଶ୍ୱର: ଓଡ଼ିଶାରେ କୁମିଛି ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୪୩୭ କୋଭିଡ୍ ପଜିଟିଭ
  • ||

ପ୍ରେମିକାକୁ ମହଙ୍ଗା ଉପହାର ଦେବା ପାଇଁ କରୁଥିଲେ ଲୁଟ୍, ୩ ଅଭିଯୁକ୍ତ ଗିରଫ

**COPYRIGHT UNKNOWN ON THESE IMAGES** A gang of thieves have set up an Instagram account where they post pictures and videos of them riding blatantly stolen bikes. See SWNS story SWBIKE; The account, named Bristolbiketaker, lists over 100 pictures of the group's exploits - ranging from high-powered bikes to a Dominos delivery bike. There are also videos on the Instagram account, which has over 1,200 followers, of thieves zooming down the motorway on the stolen bikes.

ନୂଆଦିଳ୍ଲୀ,୭।୩: ସ୍ପୋଟ୍ର୍ସବାଇକରେ ହରିୟାଣାରୁ ଦିଲ୍ଲୀ ଆସି କରୁ୍‌ଥିଲେ ଲୁଟ୍। ଜଣେ କି ଦୁଇ ଜଣ ନୁହେଁ ତିନି ଜଣ ସାଙ୍ଗ ମିଶି ଏଭଳି ଲୁଟ୍ କରୁଥିଲେ। ସେହି ତିନି ଅଭିଯୁକ୍ତଙ୍କୁ ଏବେ ପୁଲିସ ବିଭାଗର ସ୍ବତନ୍ତ୍ର ସ୍ବ୍କାର୍ଡ ଗିରଫ କରିଛି।

ଗିରଫ କରାଯାଇଥିବା ଅଭିଯୁକ୍ତ ମଧ୍ୟରେ ଦୁଇଜଣ ହରିୟାଣା ନିବାସୀ ଅମିତ ଓ ଆକାଶ ଅନ୍ୟ ଜଣେ ହେଉଛି ରୋହତକ ନିବାସୀ ମୋନୁ। ଦ୍ବାରକା ଜିଲ୍ଲା ପୁଲିସ କହିବାନୁସାରେ, ପ୍ରେମିକାକୁ ମହଙ୍ଗା ମହଙ୍ଗା ଉପହାର ଦେବା ଓ ନିଶାସେବନ ଅଭ୍ୟାସକୁ ପୁରା କରିବା ପାଇଁ ଲୁଟ୍ ସହିତ ଟଣାଓଟା କରୁଥିଲେ। ପୁଲିସ ଅଭିଯୁକ୍ତଠାରୁ ଗୋଟିଏ ପିସ୍ତଲ, ୨ଟି ଗୁଳି, ୩ଟି ଛୁରି, ୪ଟି ମୋବାଇଲ୍ ଫୋନ୍ ଏବଂ ସ୍ପୋଟ୍ର୍ସବାଇକ ଜବତ କରିଛି।

ଦ୍ବାରକା ଜିଲ୍ଲାର ଡେପୁଟି କମିସନର ଏଟୋ ଅଲ୍ଫସ କହିଛନ୍ତି କି, ୧୪ ଫେବ୍ରୁଆରିରେ ନଜଫଗଡ଼ରେ ସୁବୋଧ ଝା ନାମକ ୨୪ ବର୍ଷର ଯୁବକଙ୍କ ଠାରୁ ଲୁଟ୍ କରିବାକୁ ଯାଇ ତାଙ୍କୁ ଛୁରିରେ ଭୁସି ଦେଇଥିଲେ। ପରେ ଯୁବକଙ୍କଠାରୁ ମୋବାଇଲ୍ ଲୁଟି ନେଇଥିଲେ। ପୁଲିସ ଏହି ମାମଲାକୁ ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି। ସ୍ଥାନୀୟ ପୁଲିସଙ୍କ ବ୍ୟତୀତ ସ୍ବତନ୍ତ୍ର ସ୍ବ୍କାର୍ଡ ଏହି ମାମଲା ଉପରେ ଛାନବିନ୍ କରୁଛନ୍ତି। ଇତି ମଧ୍ୟର ପୁଲିସକୁ ଖବର ମିଳିଛି କି ଅଭିଯୁକ୍ତ ତିନି ଜଣ ହରିୟାଣାରୁ ଦିଳ୍ଳୀ ଆସି ନଙ୍ଗଲି ଡେୟରି ଅଞ୍ଚଳକୁ ଯିବେ ବୋଲି ଯୋଜନା କରିଥିଲେ। ଖବର ମିଳିବା ପରେ ପୁଲିସ ତିନିଜଣଙ୍କୁ ଗିରଫ କରିଛି। ପୁଲିସକୁ ଏହି ଖବର ମଧ୍ୟ ମିଳିଛି କି ଅଭିଯୁକ୍ତମାନେ ଚଲାଉଥିବା ବାଇକ୍କୁ ଉତ୍ତର ଦ୍ବାରକାରୁ ଚୋରି କରିଛନ୍ତି।