ସାବଧାନ ! ଆପଣ ପାଖକୁ ବି ଫୋନ୍‌ ଆସିପାରେ – ସେକ୍ସ ପାଇଁ ଅଫର ଦେଉଛନ୍ତି ଯୁବତୀ

ଭୁବନେଶ୍ୱର –  ଏବେ ଅନଲାଇନ୍‌ର ଯୁଗ ।  ଆପଣ ଯେଉଁଠି ଥିଲେ ବି ସବୁ ସୁବିଧା ପାଇପାରୁଛନ୍ତି ।  ଆଉ ଏଥିରୁ ବାଦ୍‌ ପଡ଼ିନି ସେକ୍ସ ବେପାର । ଏବେ କରୋନା କଟକଣା ଭିତରେ ବି ଏହି ସେକ୍ସ ବେପାର ଖୁଲମଖୁଲା ଚାଲିଛି । ସାରା ଦେଶରେ ଏହା ସୁବିଧା ଉପଲବ୍ଧ ବୋଲି ଯୁବତୀ ଫୋନ୍‌ କରି କହୁଛନ୍ତି । ଏମିତି  ଏକ ଫୋନ୍‌ କଲ୍‌ର ଅଡ଼ିଓ ଏବେ ଭାଇରାଲ ସାଜିଛି।

ଯୁବକଙ୍କ ଫୋନ୍‌ ନମ୍ୱର ସଂଗ୍ରହ କରି  ଏହି ଡେଟିଂ ସାଇଟ୍‌ର ଯୁବତୀ କରୁଛନ୍ତି ଫୋନ୍‌ ।  ଆଉ କହୁଛନ୍ତି  ଏହା ଫିମେଲ ସେକ୍ସ ସାଇଟ୍।  ଆପଣ ଯୁବତୀଙ୍କ ସହ ସେକ୍ସ ରଖିବାକୁ ଖୁଲମଖୁଲା ବୁଝାଇ କହୁଛନ୍ତି । ସଂପର୍କ ରଖିବାକୁ  ଚାହୁଁଛନ୍ତି କି ପଚାରୁଛନ୍ତି । ଆପଣ ସେମାନଙ୍କ ସହ ଯୋଡ଼ି ହେବା  ପରେ  ଯାହା ଖୁସି ଚାହିଁବେ ସେମାନେ ଦେବେ । ଏମିତି କରୁଛନ୍ତି ଡିଲ୍‌ ।

ଏହାସହ ମଧ୍ୟ ପଢ଼ିପାରିବେ – ଶ୍ମଶାନରେ ଚାଲିଛି ଖୁଲମଖୁଲା ସେକ୍ସ – ଲକ୍‌ ଡାଉନ୍‌ରେ ଦମ୍ପତି ମାନିଲେନି ସର୍ବସାଧାରଣ ସ୍ଥାନ

ଏହାସହ ମଧ୍ୟ ପଢ଼ିପାରିବେ – ଭିଡିଓ କନ୍ଫେରେନ୍ସ ବେଳେ ସେକ୍ସ କରୁଥିଲେ ଦମ୍ପତି, ଭିଡ଼ିଓ ଭାଇରାଲ

  ଇଚ୍ଛୁକ  ବ୍ୟକ୍ତିଙ୍କୁ ରେଜିଷ୍ଟ୍ରସନ କରିବାକୁ କରୁଛନ୍ତି କଲ୍‌ କରୁଥିବା ଯୁବତୀ । ଏଥିପାଇଁ ଚାର୍ଜ ଲାଗୁଛି ୨ହଜାରରୁ ୩ହଜାର ଟଙ୍କା । ଆଉ ରେଜିଷ୍ଟ୍ରେସନ ପାଇଁ ଡେଟିଂ ସାଇଟ୍‌ର ଆଡ୍ରେସ ବି ଦେଉଛନ୍ତି ।  ଏହି nightangelfriendship.com ସାଇଟ୍‌କୁ ଚେକ୍‌ କରି କଲ୍‌ବ୍ୟାକ୍‌ କରିବାକୁ କହୁଛନ୍ତି ।

ଏଣୁ ଆପଣ ସାବଧାନ ରୁନ୍ତୁ । ଏମିତି କଲ୍‌ ଆସିଲେ ଦୂରେଇ  ରୁନ୍ତୁ । କାରଣ ଆପଣ ଅସୁବିଧାରେ ପଡ଼ିପାରନ୍ତି

ଶୁଣନ୍ତୁ ଏହି ଭାଇରାଲ ଅଡିଓକୁ –

କରୋନା କଟକଣା ଭିତରେ ବି ଏହି ସେକ୍ସ ବେପାର ଖୁଲମଖୁଲା ଚାଲିଛି । ସାରା ଦେଶରେ ଏହି ସୁବିଧା ଉପଲବ୍ଧ ବୋଲି ଯୁବତୀ ଫୋନ୍‌ କରି କହୁଛନ୍ତି । ଏମିତି ଏକ ଫୋନ୍‌ କଲ୍‌ର ଅଡ଼ିଓ ଏବେ ଭାଇରାଲ ସାଜିଛି।ଯୁବକଙ୍କ ଫୋନ୍‌ ନମ୍ୱର ସଂଗ୍ରହ କରି ଏହି ଡେଟିଂ ସାଇଟ୍‌ର ଯୁବତୀ କରୁଛନ୍ତି କଲ୍‌ । ଶୁଣନ୍ତୁ ଏହି ଭାଇରାଲ ଅଡିଓକୁ

Pradesh Rout ಅವರಿಂದ ಈ ದಿನದಂದು ಪೋಸ್ಟ್ ಮಾಡಲಾಗಿದೆ ಶುಕ್ರವಾರ, ಸೆಪ್ಟೆಂಬರ್ 25, 2020

   ସମ୍ବନ୍ଧିତ ଖବର


କରୋନାରୁ ରକ୍ଷା କରିବ ଏହି ‘ଛତୁ’–ଷ୍ଟାର୍ଟ ଅପ୍‌ କମ୍ପାନୀ ତିଆରି କଲେ ଇମ୍ୟୁନିଟି ବୁଷ୍ଟର

ଝିଟିପିଟିର ଦାମ୍‌ ୫୫ଲକ୍ଷ ଟଙ୍କା – ଚୋରୀ ହୋଇଯାଇଥିବା ଏହି ଜୀବକୁ ଉଦ୍ଧାର କଲା ପୁଲିସ୍‌ , ୨ଚୋର ଗିରଫ

ଅନ୍ଧବିଶ୍ୱାସର କରୁଣ ଦୃଶ୍ୟ … ନିଜ ୨୪ ବର୍ଷିୟ ପୁଅକୁ ବଳି ଦେଇଦେଲେ ମହିଳା !

ଭଙ୍ଗା ହାତରେ ଚା’ ବିକୁଛନ୍ତି ବୟସ୍କ ଦମ୍ପତି

ଏତେ ଭିଡ଼ରେ କରୋନା ବି ପଶି ପାରିବନି- ଏମିତି କହିଲେ ଆଇପିଏସ୍ ଅଫିସର

ଭାରତରେ ପ୍ରଥମ ଥର ଏହି ରାଜ୍ୟରେ ହେଲା ହେଙ୍ଗୁ ଚାଷ, ଖାଦ୍ୟରେ ଏହାକୁ ବ୍ୟବହାର କଲେ ବୃଦ୍ଧିପାଏ ହଜମଶକ୍ତି