ସୁନା ବନ୍ଧକ ନାଁରେ ଠକେଇ: ୨ ସୁନା ଦୋକାନୀ ଓ ଜଣେ ଠକ ଗିରଫ

ରାଉରକେଲା ୨୬/୧୦: ଦୁଇ ସୁନା ଦୋକାନୀ ସହ ଜଣେ ସୁନା ଠକ ଗିରଫ। ରାଉରକେଲା  ଟାଙ୍ଗରପାଲି ପୋଲିସ ଦୁଇ ଜଣ ସୁନା ଠକଙ୍କୁ ଗିରଫ କରିଛି। ସୁନା ଦୋକାନୀ ଲୋକଙ୍କ ସୁନା ବନ୍ଧକ ଧରି ଲୋକଙ୍କୁ  ସୁନାର ଅଧା ଟଙ୍କା ଦେଇ ଠକୁ ଥିଲେ। ଲୋକେ ସୁନା ମୁକୁଳେଇବା ପୂର୍ବରୁ ଚଞ୍ଚକତା କରିଲୋକଙ୍କ ସୁନାକୁ ପୂରା ଦାମରେ ବିଭିନ୍ନ ସୁନା ଦୋକାନରେ ବିକ୍ରି କରିଦେଉଥିଲା ଠକ। ଥାନାରେ ଲୋକଙ୍କ ଅଭିଯୋଗ ପରେ ପୋଲିସ କରିଛି ଗିରଫ ।

ସୁନା ଦୋକାନୀ ସୁନାକୁ ତରଲାଇ ସାରିଛନ୍ତି।  ଏକ କିଲୋ ୫୩ ଗ୍ରାମ ତରଳାଇବା ସୁନା ଜବତ । ପାଖାପାଖି ତିନି କିଲୋ ସୁନା ଠକେଇ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ଏକୋଟିରୁ ଉର୍ଦ୍ଧ ଟଙ୍କା ହେବ। ପୂର୍ବରୁ କୋଟିଏ ଟଙ୍କାର ସୁନା ଠକେଇ ଅଭିଯୋଗ ହୋଇଛି। ଗିରଫ ଦୁଇ ସୁନା ଦୋକାନୀ ଦିନାନାଥ ସାହୁ ସହ ମନୋଜ ପ୍ରସାଦ ସାହୁ ଗିରଫ କରିବା ପରେ କୋର୍ଟ ଚାଲାଣ କରାଯାଇଛି। ଠକ ସୁନା ଦୋକାନୀ ଗିରଫ ହୋଇଥିବା ବେଳେ ସ୍ୱାସ୍ଥ୍ୟଅବସ୍ଥା ଠିକ ନଥିବାରୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

   ସମ୍ବନ୍ଧିତ ଖବର


ପାକିସ୍ତାନ ଅଧିନାୟକ ବାବର ଆଜମଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ – ମହିଳା କହିଲେ , ୧୦ ବର୍ଷ ଯାଏ କରିଛନ୍ତି ଯୌନ ଶୋଷଣ

ହକି ବିଶ୍ୱକପ୍‌-୨୦୨୩ ପ୍ରସ୍ତୁତି ପର୍ବ ଆରମ୍ଭ: ୭ରେ ରାଉରକେଲା ଆସିବେ ଉଚ୍ଚସ୍ତରୀୟ କମିଟି

୩ଟି ପୁଅର ମା’କୁ ପ୍ରେମରେ ଫସାଇ ଶାରୀରିକ ଶୋଷଣ କଲେ ପ୍ରତାରକ ପ୍ରେମିକ, ପତ୍ନୀର ମାନ୍ୟତା ଦେଲେ କିନ୍ତୁ ଘରକୁ ନ ନେଇ ହତ୍ୟାଧମକ ଦେଇ ବନ୍ଧା ହେଲେ ଡିଇଓ

ଯୁବତୀଙ୍କୁ ଅସଦାଚରଣ କରିବା ମହଙ୍ଗା ପଡିଲା, ଝିଅର ପରିବାର ଲୋକ ଅଭିଯୁକ୍ତ ଯୁବକକୁ ଧରି ନିସ୍ତୁକ ମାଡ଼ ମାରିବା ପରେ ମଳ ଖୁଆଇଲେ

ଆଇଏଫ୍‌ଏସ୍‌ ଅଫିସର ଅଭୟଙ୍କ ସମ୍ପତ୍ତି ଆକଳନ କରିବ ଏସ୍‌ଆଇଟି ଟିମ୍, ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ

ଶାଳୀକୁ ନେଇ ଫେରାର ହେଲା ଭିଣୋଇ, ଧରା ପଡିବା ପରେ ବିଷ ପିଇଲେ ଯୁବତୀ