ପ୍ରମୁଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ଆଜି ଭାରତ-ବାଂଲାଦେଶ ଅଭ୍ୟାସ ମ୍ୟାଚ୍‌
  • ||
  • ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ନିକଟରେ ଅଗ୍ନିକାଣ୍ଡ, ଧୂଆଁମୟ ହୋଇଗଲା ଆକାଶ
  • ||
  • ଓଡିଶା ଦେଉଛି ଶେଷ ପର୍ଯ୍ୟାୟ ଭୋଟ: ୬ ଲୋକସଭା,୪୨ ବିଧାନସଭା ସିଟ୍‌ରେ ୪୬୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା
  • ||
  • କେନ୍ଦୁଝର: ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ଙ୍କ ଦେହାନ୍ତ, କାଠ କଣ୍ଢେଇ ନୃତ୍ୟ ପାଇଁ ପାଇଥିଲେ ସମ୍ମାନ
  • ||
  • ଦେଶରେ ଶେଷ ପର୍ଯ୍ୟାୟ ମତଦାନ ଆରମ୍ଭ, ୯୦୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା
  • ||

ସୁନା ପୁଣି ୭୩,୦୦୦ ପାର୍, ୨୪ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ ପିଛା ୪୩୦ ଟଙ୍କା ମହଙ୍ଗା

ଭୁବନେଶ୍ୱର,୧୬/୦୫: ସୁନା ଦର ପୁଣି ୭୩,୦୦୦ ଟଙ୍କା ପାର୍‌ କରିଛି ।  ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍‌ ସୁନା ୪୩୦ ଟଙ୍କା  ମହଙ୍ଗା ହୋଇଛି । ଫଳରେ ଏହା ୭୩,୨୫୦ ଟଙ୍କା ଛୁଇଁଛି । ସେହିଭଳି ୧୦ ଗ୍ରାମ ପିଛା  ୨୨ କ୍ୟାରେଟ୍‌ ସୁନା ଦର ୪୦୦ ଟଙ୍କା ବଢ଼ି ୬୭,୧୫୦ ଟଙ୍କା ହୋଇଛି । ଅନ୍ୟପକ୍ଷରେ,  କିଲୋଗ୍ରାମ ପିଛା ରୁପା ଦାମ ୩୦୦ ଟଙ୍କା ବୃଦ୍ଧି ପାଇ ୯୧,୦୦୦ ଟଙ୍କା ହୋଇଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.