ଖସୁଛି ସୁନା-ରୂପା ଦାମ୍, ଆଜି ହୋଇଗଲା ଏତିକି…

ନୂଆଦିଲ୍ଲୀ ୧୫/୧୦: ଲଗାତର ତୃତୀୟ ଦିନ ସୁନା ଦାମ୍ ଖସିଛି । ଗୁରୁବାର ଘରୋଇ ବଜାରରେ ସୁନା ଦାମ୍ ୩୨ ଟଙ୍କା ହ୍ରାସ ପାଇ ୫୧,୫୦୩ ଟଙ୍କା ପ୍ରତି ୧୦ ଗ୍ରାମ ରହିଯାଇଛି । ରୂପା କଥା କହିବା ତ ଦାମ୍ ୬୨୬ ଟଙ୍କା ହ୍ରାସ ପାଇ ୬୨,୪୧୦ ଟଙ୍କା ପ୍ରତି କିଲୋଗ୍ରାମ ହୋଇଛି ।

ବୁଧବାର ସୁନା ୬୩୧ ଟଙ୍କା ଶସ୍ତା ହୋଇ ୫୧,୩୬୭ ଟଙ୍କା ପ୍ରତି ୧୦ ଗ୍ରାମରେ ପହଞ୍ଚି ଯାଇଥିଲା ଏବଂ ରୂପା ୧୬୮୧ ଟଙ୍କା କମ୍ ହୋଇ ୬୨,୧୫୮ ଟଙ୍କା ପ୍ରତି କିଲୋଗ୍ରାମ ହୋଇଥିଲା । ଅନ୍ତର୍ଜାତୀୟ ବଜାରରେ ସୁନା ୧୮୯୬ ଡଲାର ପ୍ରତି ଆଉନ୍ସରେ କାରବାର କରୁଥିଲା, ଯଦିଓ ରୂପା ୨୪.୧୬ ଡଲାର ପ୍ରତି ଆଉନ୍ସରେ ସୀମିତ ରହିଥିଲା ।

   ସମ୍ବନ୍ଧିତ ଖବର


ଭାରତରେ ପ୍ରଥମ ଥର ଏହି ରାଜ୍ୟରେ ହେଲା ହେଙ୍ଗୁ ଚାଷ, ଖାଦ୍ୟରେ ଏହାକୁ ବ୍ୟବହାର କଲେ ବୃଦ୍ଧିପାଏ ହଜମଶକ୍ତି

ପୁଣି ଖସିଲା ସୁନା-ରୂପା ଦାମ୍

5G ରଣକ୍ଷେତ୍ରରେ ଏୟାର୍‌ଟେଲ୍‌- ଜିଓ ମଧ୍ୟରେ ହେବ ଟକ୍କର; ଆମେରିକାରେ ଜିଓର ୫ଜି ପରୀକ୍ଷଣ ସଫଳ

ଗବେଷକ ତିଆରି କଲେ ମାଂସ ସ୍ୱାଦଯୁକ୍ତ ଆଇସ୍‌କ୍ରିମ୍‌ ‘ଆଇସ୍‌ ମିଟ୍‌’, ଦେଖନ୍ତୁ ଭିଡିଓ…

ମାତ୍ର ୭୮୯ ଟଙ୍କାରେ କିଣନ୍ତୁ ନିଜ ମନ ପସନ୍ଦର କାର୍, ଜାଣନ୍ତୁ ଅଫର୍ ସମ୍ପର୍କରେ…

ଓଡ଼ିଶାରେ ବେକାରି ହାର ୨.୧%-ସିଏମ୍‌ଆଇଇ