PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋରାପୁଟ: କୋଟିଆରେ ଆନ୍ଧ୍ର କର୍ମଚାରୀଙ୍କୁ ଅଧାରାସ୍ତାରେ ଅଟକାଇଲା ଓଡ଼ିଶା ପୋଲିସ
  • ||
  • କଳାହାଣ୍ଡି: ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅଫିସ ଘେରାଉ, ଘଟଣାସ୍ଥଳରେ ଉତ୍ତେଜନା ଜାରି
  • ||
  • ଭଦ୍ରକ: ବଉଳ ପୋଖରୀ ଅଞ୍ଚଳରୁ ୩୧୬ ଗ୍ରାମ୍ ବ୍ରାଉନସୁଗର ଜବତ କଲା ଗ୍ରାମଞ୍ଚଳ ଥାନା ପୋଲିସ, ୩ ଗିରଫ
  • ||
  • କେନ୍ଦୁଝର: ନିଖୋଜ ୪ ବର୍ଷର ଶିଶୁକନ୍ୟାର ଉଲଂଗ୍ନ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ
  • ||
  • ଖପ୍ରାଖୋଲ: ଯୁବକ ନିଖୋଜ ଅଭିଯୋଗ, ଶୁଳିଆବାହାଳ ଜଙ୍ଗଲ ମାଟିତଳୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଢ଼େଙ୍କାନାଳ: ଷଢ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଲହଡ଼ା ସରଂକ୍ଷିତ ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଦନ୍ତା, ସେପ୍ଟିସିମିଆ ରୋଗରେ ଥିଲା ପୀଡିତ
  • ||
  • ନୂଆଦିଲ୍ଲୀ : ଆରପାରିରେ ଭେଟେରାନ୍ ଅଭିନେତ୍ରୀ ମୀନୁ ମୁମତାଜ
  • ||
  • ବାଙ୍କୀ : ଜଙ୍ଗଲୀ ବାରହା ଉପଦ୍ରବ, ରାତିହେଲେ ଉଜାଡୁଛନ୍ତି ଏକର ଏକର ଫସଲ
  • ||
  • ଭୁବନ : ବାଲି ଘାଟକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ବାପ-ପୁଅ ଗୁରୁତର
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୦୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ଖସିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ : ନଭେମ୍ବର ୨୯ରୁ ସଂସଦର ଶୀତ ଅଧିବେଶନ, ୨୦ଟି କାର୍ଯ୍ୟ ଦିବସ ରହିବ
  • ||
  • ଭୁବନେଶ୍ୱର : ଆଗକୁ ବଢ଼ିବ ଶୀତ, ଆଭ୍ୟନ୍ତରୀଣ ଓଡ଼ିଶାରେ ୨ ଡିଗ୍ରୀ ଖସିଲା ତାପମାତ୍ରା
  • ||
  • ଭୁବନେଶ୍ୱର : ଓଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ, ପୁରୀ ସଦର ବିଡିଓ ଭାବେ ନୂଆ ଦାୟିତ୍ଵ ସମ୍ଭାଳିବେ ସମ୍ବିତ ଶତପଥୀ
  • ||
  • ସୁନ୍ଦରଗଡ଼ : ହାତୀପଲଙ୍କୁ ଘଉଡାଇବା ବେଳେ ଅଘଟଣ, ହାତୀ ଆକ୍ରମଣରେ ଯୁବକ ମୃତ
  • ||

ଆୟକରଦାତାଙ୍କ ପାଇଁ ଖୁସୀ ଖବର- ସୀତାରମଣ ଦେଲେ ଏହି ବଡ ସୂଚନା

ନୂଆଦିଲ୍ଲୀ – ଏବେ ଆୟକରଦାତାମାନଙ୍କ ପାଇଁ ଏକ ଖୁସୀ ଖର ଆସିଛି । କରଦାତାମାନେ ରାଷ୍ଟ୍ରନିର୍ମାଣରେ ଏକ ପ୍ରମୁଖ ଭୂମିକା ନିର୍ବାହ କରୁଥିବାରୁ ସେମାନଙ୍କ ପାଇଁ ସରକାର ଏବ ବଡ ଘୋଷଣା କରିଛନ୍ତି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କରଦାତଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି । ଭାରତୀୟ କରଦାତାମାନଙ୍କୁ ଏକ ବଡ ସୁବିଧା ଦେବା ପାଇଁ ସେ ଘୋଷଣା କରିଛନ୍ତି । ସେ ଭାରତୀୟ କରଦଦାତାମାନଙ୍କୁ ଚାଟର ଅଫ୍‌ ରାଇଟସ୍‌ ଦେବା କଥା ଘୋଷଣା କରିଛନ୍ତି ।

ଏକ କାର୍ଯ୍ୟକ୍ରମ ଅବସରରେ ସେ ଏହି କଥା ଘୋଷଣା କରିଛନ୍ତି । ବିଶ୍ୱରେ ଅଳ୍ପ କିଛି ଦେଶ ନିଜର କରଦାତାଙ୍କ ପାଇଁ ଏହି ଘୋଷଣା କରିଛନ୍ତି । ଅଷ୍ଟ୍ରେଲିଆ, ବ୍ରେଟେନ୍ ଏବଂ ଆମେରିକାରେ କରଦାତାଙ୍କ ପାଇଁ ଚାଟର ଅଫ୍‌ ରାଇଟସ୍‌ ଅଛି । ଏଥିରେ କରଦାତାଙ୍କ ଦାୟିତ୍ୱ ଏବଂ ଅଧିକାର ବିଷୟରେ ଉଲ୍ଲେଖ ରହିବ । ଆତ୍ମ ନିର୍ଭର ଯୋଜନା ଅନ୍ତର୍ଗତ ଏହାକୁ ଘୋଷଣ କରାଯିବ । ବଜେଟ୍‌ରେ ଏହାର ଘୋଷଣା କରାଯାଇଥିଲା । ଏହାର ଆଇନଗତ ଅଧିକାର ରହିବ । ନାଗରିକମାନଙ୍କୁ ଏହାର ଅଧିକାର ମିଳିବ ।

ପ୍ରଧାନମନ୍ତ୍ରୀ ମୋଦୀ କରଦାତାଙ୍କୁ ରାଷ୍ଟ୍ର ନିର୍ମାତା ବୋଲି କହିଥାଆନ୍ତି । ଜଣେ ସଚ୍ଚୋଟ କରଦାତା ଦେଶ ନିର୍ମାଣରେ ସାହାଯ୍ୟ କରିଥାଆନ୍ତି । ସରକାରଙ୍କ ସୋସିଆଲ୍‌ ଓ୍ୱେଲଫେୟାର ଯୋଜନାରେ ସେମାନେ ସାହାଯ୍ୟ କରିଥାଆନ୍ତି । କରଦାତାଙ୍କ ପାଇଁ ଦେଶରେ ବିଭିନ୍ନ ବ୍ୟବସ୍ଥାକୁ ସରଳ ବନାଯିବା ଉପରେ ଜେର ଦେଇଛନ୍ତି । ଏଥିପାଇଁ ସରକାର ଫେସଲେସ୍ ଆସେସ୍‌ମେଣ୍ଟର ସୁବିଧା ଦେବା ପାଇଁ ଯାଉଛନ୍ତି ।

ସମ୍ବନ୍ଧିତ ଖବର