ପ୍ରମୁଖ ଖବର
  • କାମାକ୍ଷାନଗର: ଅଜଣା ଗାଡ଼ି ଧକ୍କା ରେ ସାଇକେଲ ଆରୋହୀ ଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ରୋକ
  • ||
  • ଆସିଲା ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଚମ୍ପୁଆରୁ ସନାତନ ମହାକୁଡ଼, ବଡଚଣାରୁ ବର୍ଷା ପ୍ରିୟଦର୍ଶିନୀ
  • ||
  • ଦିଲ୍ଲୀପ ରାୟଙ୍କ ରାସ୍ତାରେ ନିହାର କଣ୍ଟା ! ପ୍ରାର୍ଥୀ ଚୟନକୁ ନେଇ ଦେଖା ଦେଇଛି ବିବାଦ
  • ||
  • ଆଜି ପ୍ରକାଶ ପାଇବ ୟୁଜିସି-ନେଟ୍‌ ଜୁନ୍‌ ସେସନ୍‌-୨୦୨୪ ଆବେଦନ ପ୍ରକ୍ରିୟା
  • ||
  • ବାଇକ୍‌କୁ ଧକ୍କା ଦେଲା ଆମ୍ଵୁଲାନ୍ସ, ଦୁଇ ଶିଶୁଙ୍କ ଆଖି ଆଗରେ ଚାଲିଗଲା ବାପା-ମାଙ୍କ ଜୀବନ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ଜଣେ ଏବେ ବି ନିଖୋଜ
  • ||
  • ମେ'୧ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା
  • ||
  • ଶନିବାର ବାହୁଡ଼ିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ: ଦିନ ସାଢ଼େ ୧ରେ ପହଣ୍ଡି, ସାଢେ ୩ଟାରେ ରଥଟଣା
  • ||
  • ଶନିବାର ବିଶ୍ବପ୍ରସିଦ୍ଧ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକ, ଅଧ୍ୟକ୍ଷତା କରିବେ ଆର୍‌ଡିସି
  • ||
  • ଆଜି ବି ଅତି ଭୀଷଣ ଗ୍ରୀଷ୍ମପ୍ରବାହ, ୨୧ ଯାଏ ନିସ୍ତାର ନାହିଁ, କାଳବୈଶାଖୀ ପାଇଁ କମିପାରେ ତାତି
  • ||
  • IPL ୨୦୨୪: ଆଜି ଦିଲ୍ଲୀ-ହାଇଦ୍ରାବାଦ ଲଢ଼େଇ, କ୍ୟାପିଟାଲ୍ସ ଗଡ଼ ଧ୍ୱଂସ ପଥରେ ସନରାଇଜର୍ସ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି, ଦୁଇ ମୃତ, ୭ ନିଖୋଜ, ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||

ସରକାରୀ ଚାକିରି ଖୋଜୁଥିବା ଯୁବପୀଢିଙ୍କ ପାଇଁ ଖୁସି ଖବର,ମୋଦି ସରକାର ସହଜ କଲେ ଏହା

ନୂଆଦିଲ୍ଲୀ,୮।୮: ସରକାରୀ ଚାକିରି ଖୋଜୁଥିବା ଯୁବପୀଢିଙ୍କ ପାଇଁ ଖୁସିଖବର। ଏବେ କାମକୁ ସହଜ କରିବା ପାଇଁ ମୋଦି ସରକାର ଏକ ଖାସ୍ ବ୍ୟବସ୍ଥା କରିଛନ୍ତି, ଯାହାଦ୍ବାରା କୋଟି କୋଟି ଯୁବପୀଢିଙ୍କର ଫାଇଦା ହେବ। ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଯୁବପୀଢିଙ୍କୁ ସାର୍ବଜନୀନ କ୍ଷେତ୍ରରେ ଉପକ୍ରମ ସହିତ ସରକାରୀ କ୍ଷେତ୍ରରେ ଚାକିରି ସମ୍ପର୍କରେ ସୂଚନା ଦେବାର ଯୋଜନା ଅନୁସାରେ ‘ରୋଜଗାର ସମାଚାର’ର ଇ-ସଂସ୍କରଣ ଆରମ୍ଭ କରିଦେଇଛନ୍ତି।

ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକର ଏହି ସାପ୍ତାହିକ ଖବରର ଇ-ସଂସ୍କରଣର ଶୁଭାରମ୍ଭ କରିଛନ୍ତି। ଏଥିରେ ବିଶେଷଜ୍ଞଙ୍କ କ୍ୟାରିୟର ଉପରେ କେନ୍ଦ୍ରିତ ଲେଖା ଜରିଆାରେ ବିଭିନ୍ନ କ୍ଷେତ୍ରରେ ଦାଖଲ ଓ ଚାକିରି ସୁଯୋଗ ସମ୍ପର୍କରେ ସୂଚନା ଦିଆଯିବ ତଥା ମାର୍ଗଦର୍ଶନ କରାଯିବ।ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ, ଏଭଳି ଆଶା କରାଯାଉଛି ଯେ, ଯୁବପୀଢିଙ୍କୁ ସୂଚନା ଇଲେଟ୍ରୋନିକ୍ ମାଧ୍ୟମରେ ଆଗକୁ ବଢୁଥିବା ଚ୍ୟାଲେଞ୍ଜକୁ ପୂରଣ କରିବ। ଖବରକାଗଜର ମୂଲ୍ୟ ପ୍ରିଣ୍ଟ ସଂସ୍କରଣର ୭୫ ପ୍ରତିଶତ ହୋଇଥିବା ବେଳେ   ଇ-ସଂସ୍କରଣର ବାର୍ଷିକ ଶୁଲ୍କ ୪୦୦ ଟଙ୍କା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.