ପ୍ରମୁଖ ଖବର
  • ବୌଦ୍ଧ : ବାଇକ୍କୁ ଧକ୍କା ଦେଲା ରେଲୱେ ବିଭାଗର ବୋଲେରୋ, ବାଇକ୍ ଆରୋହୀ ମୃତ
  • ||
  • ଖରସ୍ରୋତାରେ ୨ ଭାଇ ନିଖୋଜ ଘଟଣା, ବଡ଼ଭାଇର ମୃତଦେହ ଉଦ୍ଧାର
  • ||
  • ବରଗଡ଼: ଡ଼ଭା ଛକରେ ପୋଲିସର ଚେକିଂ ବେଳେ ୬ ଲକ୍ଷ ୫୨ ହଜାର ୮୦୦ଟଙ୍କା ଜବତ, ୨ ଜଣ ଅଟକ
  • ||
  • ନନ୍ଦନକାନନରେ ଆଖିବୁଜିଲା ଧଳା ବାଘୁଣୀ ସ୍ନେହା, ଗୁରୁତର ଅବସ୍ଥାରେ ଚାଲିଥିଲା ଚିକିତ୍ସା
  • ||
  • ନିର୍ଘାତ ତାତି: ସାଢ଼େ ୮ଟା ସୁଦ୍ଧା ୩୫ ଡିଗ୍ରୀ ଉପରେ ତାଳଚେର ତାପମାତ୍ରା, ୩୦ ଡିଗ୍ରୀ ଉପରେ ୧୪ ସହର ପାରଦ
  • ||
  • ସୁନା ଦରରେ ଲାଗିଲା ବ୍ରେକ୍‌, ୨୪ କ୍ୟାରେଟ୍‌ ସୁନା ଦର ୩୩୦ ଟଙ୍କା ହ୍ରାସ
  • ||
  • ବିଦ୍ରୋହୀ ବିଗାଡ଼ିବେ ଅଙ୍କ, ଚିନ୍ତାରେ ବିଜେପି: ପ୍ରଥମ ଦଫା ଭୋଟ ପାଇଁ ନାମାଙ୍କନ ଆରମ୍ଭ,ଜୟପୁର ପାଇଁ ପ୍ରାର୍ଥୀ ପାଉନି ଦଳ
  • ||
  • ନିୟମଗିରିରେ ମ୍ୟାଲେରିଆ ଆତଙ୍କ: ବହୁସଂଖ୍ୟାରେ ଡଙ୍ଗରିଆ ପୀଡ଼ିତ, ପହଞ୍ଚିଲା ଡାକ୍ତରୀ ଟିମ୍
  • ||
  • ବିଜେଡି ଛାଡ଼ି ବିଜେପି ଯିବେ ପ୍ରସନ୍ନ ପାଟ୍ଟଶାଣୀ ! ଆଜି ହୋଇପାରେ କିଛି ବଡ଼ ଘୋଷଣା
  • ||
  • IPL 2024 : ସୁପର ଜାଏଣ୍ଟସ୍‌କୁ ଭେଟିବ ସୁପରକିଙ୍ଗସ୍, ଏକାନ୍ନା ଷ୍ଟାଡ଼ିୟମ୍‌ର ଦେଖିବାକୁ ମିଳିବ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌
  • ||
  • ଗଣତନ୍ତ୍ରର ମହାପର୍ବ: ପ୍ରଥମ ପର୍ଯ୍ୟାୟରେ ୧୭ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନରେ ମତଦାନ
  • ||
  • ବିପଜ୍ଜନକ ଖରା: ଆଜି ଅତି ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା, ଆହୁରି ୩ ଦିନ ଜଳାଇବ, ୨୨ରୁ ହାଲୁକା ଆଶ୍ୱସ୍ତ
  • ||

ଆପଲ ଆପ୍‌ ଷ୍ଟୋରରୁ‌ ହଟିଲା 'ଗୁଗୁଲ ପେ'

ନୂଆଦିଲ୍ଲୀ, ୨୬/ ୧୦: ଆପଲ ଷ୍ଟୋରରୁ ହଟିଲା ଗୁଗୁଲର ଅନଲାଇନ୍‌ ପେମେଣ୍ଟ ଆପ୍‌ 'ଗୁଗୁଲ ପେ'। ହଠାତ୍‌ ଏଭଳି କଣ ପାଇଁ ଆପଲ ଷ୍ଟୋରରୁ ଗୁଗୁଲ ପେ ଆପ୍‌ ନରହିବା ତାହା ସ୍ପଷ୍ଟ ହୋଇ ନାହିଁ। ଜାତୀୟ ଗଣମାଧ୍ୟମ ମୁତାବିକ ଆଇଫୋନ୍‌ କମ୍ପାନୀ ଆପଲ ଦ୍ବାରା ଏନେଇ ଘୋଷଣା କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି।

କିଛି ସମୟ ହେବ ଆପଲ ଷ୍ଟୋରେ ଗୁଗୁଲ ପେ ଆପ ଦେଖିବାକୁ ମିଳିନାହିଁ। ହେଲେ ଆଇଫୋନରେ ପୂର୍ବରୁ ଇନଷ୍ଟଲ ହୋଇଥିବା ଗୁଗୁଲ ପେ ଆପ୍‌ ଏବେ ବି କାମ କରୁଛି। ଅନ୍ୟପଟେ ବ୍ୟବହାରକାରୀ ମାନେ ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଗୁଗୁଲ ପେ ଦ୍ବାରା ଟ୍ରାଞ୍ଜାକସନ୍‌ କରିବାରେ ବହୁ ଅସୁବିଧା ହେଉଛି।

ଗୁଗୁଲ ପକ୍ଷରୁ ପ୍ରତିକ୍ରିୟା ଦେଇ କୁହାଯାଇଛି ଯେ, କିଛି ସମସ୍ୟାର ସମାଧାନ କରିବା ପାଇଁ ଆପଲ ଆପ୍‌ ଷ୍ଟୋରରୁ ଗୁଗୁଲ ପେକୁ ହଟାଯାଇଛି। ଏବଂ ଆଣ୍ଡ୍ରୟଡ ମୋବାଇଲେ ଏଭଳି ହୋଇନାହିଁ।

ଗୁୁଗୁଲ ପକ୍ଷରୁ ଆହୁରି କୁହାଯାଇଛି ଯେ, କିଛି ଆଇଫୋନ ବ୍ୟବହାରକାରୀ ଗୁଗୁଲ ପେ ଆପ୍‌ ଟ୍ରାଞ୍ଜାକସନ୍‌ କରିବାରେ ଅସୁବିଧା ହେଉଥିବାରୁ ହଟାଯାଇଛି। ଆମର ଟିମ୍‌ ଏହାକୁ ଠିକ୍‌ କରିବାକୁ କାର୍ଯ୍ୟ ଲାଗି ପଡ଼ିଛନ୍ତି। ଠିକ୍‌ ହେଲା ପରେ ପୁଣିଥରେ ଆପଲ ଷ୍ଟୋରରେ ଗୁୁଗୁଲ ଆପ୍‌ ଉପଲବ୍ଧ ହେବ ବୋଲି ଗୁଗୁଲ ପକ୍ଷରୁ କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.