କେନ୍ଦ୍ର ସରକାରଙ୍କ ଘୋଷଣା,କରୋନାରେ ମୃତ ବ୍ୟକ୍ତିଙ୍କ ପରିବାକୁ ମିଳିବ ୪ ଲକ୍ଷ ଟଙ୍କା

ନୂଆଦିଲ୍ଲୀ,୧୪।୩: ସାରା ଦେଶରେ କରୋନା ଭାଇରସକୁ ନେଇ ବଢିବାରେ ଲାଗିଛି ଆତଙ୍କ। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୫ରେ ପହଁଞ୍ଚିଥିବା ବେଳେ ୨ ଜଣଙ୍କର ମୃତ୍ୟୁ ହୋଇସାରିଛି।  କେନ୍ଦ୍ର ଓ ରାଜ୍ୟ ସରକାର ଲୋକଙ୍କ ସୁରକ୍ଷା ପାଇଁ ସ୍କୁଲ, ଫିଲ୍ମହଲ୍, ମଲ୍ ଏବଂ ପ୍ଲାନେଟୋରିୟମ ଆଦି ବନ୍ଦ କରିଦେଇଛନ୍ତି। କିନ୍ତୁ କରୋନା ଭୟ ଲୋକଙ୍କୁ ଅସ୍ଥିର କରୁଛି। ଏହା ଭିତରେ ଆଜି କେନ୍ଦ୍ର ସରକାର କରେନା ମୃତକଙ୍କ ପାଇଁ ଏକ ଘୋଷଣା କରିଛନ୍ତି।

କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ଆଜି ସୂଚନା ଦିଆଯାଇଛି ଯେ, କରୋନା ଭାଇରସରେ ମୃତ ବ୍ୟକ୍ତିଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ କ୍ଷତି ପୂରଣ ଦିଆଯିବ। ଏଥିରେ କରୋନା ରୋଗୀଙ୍କୁ ଦେଖାଶୁଣା କରୁଥିବା ଲୋକ ମଧ୍ୟ ସାମିଲ ରହିଛନ୍ତି।

   ସମ୍ବନ୍ଧିତ ଖବର


ଭୟଙ୍କର ରୂପ ନେଲା ବାତ୍ୟା ‘ନିବାର’: ଚେନ୍ନାଇରେ ପ୍ରବଳ ବର୍ଷା ପରେ ରାସ୍ତାଘାଟ ଜଳମଗ୍ନ, ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ

ସୀମାରେ ଅଧିକ ଯୁଦ୍ଧ ବିମାନ ମୁତୟନ କରିବ ଚୀନ୍‌

କରୋନା: ସକ୍ରିୟ ମାମଲାରେ ୭ମ ସ୍ଥାନରେ ଭାରତ, ସୁସ୍ଥ ହେଲେଣି ୯୩.୭୪% ରୋଗୀ

ଆମେରିକାରେ ଅଣାୟତ୍ତ କରୋନା, ସପ୍ତାହକେ ମଧ୍ୟରୁ ଗଲାଣି ୧୦ ହଜାରରୁ ଅଧିକ ଜୀବନ

ଗ୍ରେଗ୍ ବାର୍କଲେ ଆଇସିସିର ନୂତନ ଅଧ୍ୟକ୍ଷ, ଦ୍ବିତୀୟ ରାଉଣ୍ଡ ଭୋଟିଂରେ ମିଳିଲା ସଂଖ୍ୟା ଗରିଷ୍ଠତା

୨୨୨ ଟଙ୍କାରେ ମିଳିବ ଅକ୍ସଫୋର୍ଡ ଟିକା, ଜାନୁଆରୀ ସୁଦ୍ଧା ପ୍ରସ୍ତୁତ ହେବ ୧୦ କୋଟି ଟିକା