ନମସ୍କାର … ଆପଣ ଘରେ ଅଛନ୍ତି କି ? ଶୀଘ୍ର ଆପଣଙ୍କ ନମ୍ବରକୁ ଏମିତି କଲ୍ ଆସିବ

ନୂଆଦିଲ୍ଲୀ ୨୨/୪ : କରୋନା ଭାଇରସ୍ କାରଣରୁ ସାରା ଦେଶ ଲକ୍ ଡାଉନରେ। ଆଉ ଏହି ସରକାର ଲୋକଙ୍କ ତଥ୍ୟ ସଂଗ୍ରହ କରିବାକୁ ଯୋଜନା କରୁଛନ୍ତି। ଏଥିପାଇଁ ଖୁବ ଶୀଘ୍ର ଲୋକଙ୍କୁ ଫୋନ୍ କଲ କରାଯିବ।

ଏହି ସମୟ ମଧ୍ୟରେ, ଆପଣଙ୍କୁ କରୋନା ସମ୍ବନ୍ଧୀୟ ପ୍ରଶ୍ନ ପଚରାଯିବ। ଯେପରି, କରୋନା କ’ଣ, ଆପଣ ଏହାର ଲକ୍ଷଣ କଣ ଜାଣିଛନ୍ତି କି। ଏହା ଏକ ଟେଲିଫୋନ୍ ସର୍ଭେ ହେବ। 1921 ନମ୍ବରରୁ ଏହି କଲ କରାଯିବ।

ଏହା ସହ ମଧ୍ୟ ପଢ଼ନ୍ତୁ : କରୋନା ସହ ଲଢିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନମ୍ବର ୱାନ; ଟ୍ରମ୍ପଙ୍କ ରେଟିଂ କେତେ ଜାଣନ୍ତି ? ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ !

କରୋନା ଭାଇରସ ସଂକ୍ରମଣ ଏବଂ ଏହାର ଲକ୍ଷଣ ବିଷୟରେ ଲୋକଙ୍କଠାରୁ ମତାମତ ପାଇବା ପାଇଁ ସରକାର ଟେଲିଫୋନ୍ ସର୍ଭେ କରିବେ ବୋଲି ଘୋଷଣା କରିଛନ୍ତି। ଏଥିରେ ଅଂଶଗ୍ରହଣ କରିବାକୁ ସବୁ ଲୋକଙ୍କୁ ସରକାର ଅନୁରୋଧ କରିଛନ୍ତି।

1921 ନମ୍ବରରୁ ଲୋକମାନେ ଏକ କଲ ପାଇବେ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି। କିନ୍ତୁ ସମାନ ସର୍ଭେ ପାଇଁ ଅନ୍ୟ ଅଜଣା ନମ୍ବରରୁ ଆସୁଥିବା ଫୋନ୍ କଲ ଠାରୁ ସତର୍କ ରହିବାକୁ ମନ୍ତ୍ରାଳୟ ଲୋକଙ୍କୁ ଚେତାବନୀ ଦେଇଛି।

   ସମ୍ବନ୍ଧିତ ଖବର


ଫ୍ରାନ୍ସରେ ଅବସ୍ଥାପିତ ପାକିସ୍ତାନ ରାଷ୍ଟ୍ରଦୂତଙ୍କ ଅପସାରଣ ନିଷ‌୍ପତ୍ତିରେ ମୋହର ମାରିଲା ପାକ୍‌ ପାର୍ଲିଆମେଣ୍ଟ, ହେଲେ ୩ ମାସ ହେଲାଣି ନାହାନ୍ତି ରାଷ୍ଟ‌୍ରଦୂତ

ସ୍ବାବ ପରେ ଏବେ ପରିସ୍ରାରୁ ଜାଣିପାରିବେ କରୋନା ରିପୋର୍ଟ!

ଭାରତ ବିପକ୍ଷରେ କିଛି ମ୍ୟାଚ ଖେଳିବେନି ଏହି ଅଷ୍ଟ୍ରେଲିଆ କ୍ରିକେଟର, କ’ଣ ପାଇଁ ଜାଣନ୍ତୁ

ମିସ୍ ଇଣ୍ଡିଆ ୟୁନିଭର୍ସ -୨୦୨୦ ମୁକୁଟ ଜିତିଲେ ବୈଷ୍ଣବୀ ସିଂ, ମେଧାବୀ ଛାତ୍ରୀ ସହ ଜଣେ ଭଲ ମଡେଲର

ମୁଣ୍ଡରେ ଓଢଣୀ ଦେଇ ଓ ହାତ ଯୋଡି ନିର୍ବାଚନ ପ୍ରଚାରରେ ଲାଲୁଙ୍କ ବୋହୂ, ବାପା ଚନ୍ଦ୍ରିକା ରାୟଙ୍କ ପାଇଁ ମାଗୁଛନ୍ତି ଭୋଟ୍

କୋକେଇରେ ବସି ନିର୍ବାଚନ ପ୍ରଚାର, ଏପର୍ଯ୍ୟନ୍ତ ୧୧ ଥର ହାରି ସାରିଲେଣି