ଆଠଗଡ: ଗୋଷ୍ଠୀ ସଙ୍ଘର୍ଷରେ ଜଣେ ମୃତ, ୧୦ରୁ ଅଧିକ ଆହତ

ଆଠଗଡ ୪/୮:  ଗୋଷ୍ଠୀ ସଂଘର୍ଷରେ ଜଣେ ମୃତ । କଟକ ଜିଲ୍ଲା ନରସିଂପୁର ଥାନା ଅନ୍ତର୍ଗତ ସାଗର ଓ ପାଞ୍ଚଗୋଛିଆ ଗ୍ରାମବାସୀଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟି ଜଣଙ୍କ ମୃତ୍ୟୁ ହେବା ସହ ୧୦ରୁ ଅଧିକ ଆହତ ହୋଇଛନ୍ତି । ମୃତକ ହେଲେ ହେଲେ ସାଗର ଗ୍ରାମର ଶ୍ରୀଧର ସାମଲ ।

ଗତ କିଛିବର୍ଷ ହେଲା ଚାମୁଣ୍ଡା ପଲି ବନ୍ଧକୁ ନେଇ ଉଭୟ ଗ୍ରାମବାସୀଙ୍କ ମଧ୍ୟରେ ତିକ୍ତତା ଲାଗି ରହିଥିଲା । କିଛିଦିନ ତଳେ ଉଭୟ ଗ୍ରାମବାସୀ ଏହି ଘଟଣାକୁ ନେଇ ନରସିଂପୁରରେ ଆନ୍ଦୋଳନ କରିଥିଲେ । ସମସ୍ୟାର ସମାଧାନ ନହେବା ଯୋଗୁ ଆଜି ଉଭୟ ଗ୍ରାମବାସୀଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟିଛି । ଏଥିରେ ଶ୍ରୀଧର ସାମଲଙ୍କ ମୃତ୍ୟୁ ହେବା ସହ ୧୦ ରୁ ଉର୍ଦ୍ଧ୍ୱ  ଆହତ ହୋଇ ନରସିଂପୁର ମେଡିକାଲରେ ଭର୍ତ୍ତିି ହୋଇଛନ୍ତି । ଘଟଣା ସ୍ଥଳରେ ପୋଲିସ ଫୋର୍ସ ମୃତୟନ କରାଯାଇଛି ।

   ସମ୍ବନ୍ଧିତ ଖବର


ସରକାର ଗଠନ ନେଇ ଶିବସେନା-କଂଗ୍ରେସ ଓ ଏନସିପି ମଧ୍ୟରେ ସହମତି,ଏବେ ମନ୍ତ୍ରଣାଳୟ ବଣ୍ଟନ ନେଇ ହେବ ଆଲୋଚନା

ଦେଶର ବହୁଚର୍ଚ୍ଚିତ ଓ ବଡ ‘ ଭ୍ୟାପମ ଦୁର୍ନୀତି’ ମାମଲାରେ ୩୧ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ୨୫ରେ ପ୍ରକାଶ ପାଇବ ଦଣ୍ଡାଦେଶ

ଇତିହାସ ରଚିଲେ ମୟଙ୍କ ପ୍ରତାପ ସିଂ, ହେଲେ ଦେଶର ସବୁଠାରୁ କମ୍ ବୟସ୍କ ବିଚାରପତି

ପ୍ରତି ଘଣ୍ଟାରେ ‘ସଡ଼କ ଦୁର୍ଘଟଣା’ରେ ଯାଉଛି ୧୭ ଜୀବନ: ଦ୍ରୁତ ଗାଡ଼ି ଚଲାଇବା ମୁଖ୍ୟ କାରଣ, ଶୀର୍ଷରେ ରହିଛି ତାମିଲନାଡୁ