ରାଉରକେଲାରେ ୧୨ କୋଟିର GST ଠକେଇ !

ରାଉରକେଲାରେ ଏକ ବଡ ଧରଣର GST ଠକେଇ ହୋଇଥିବା ଅଭଯୋଗ ହୋଇଛି । ୧୨  କୋଟିରୁ ଅଧିକ ଟଙ୍କାର ଏହି ଠକେଇ ହୋଇଥିବା ସୂଚନା ମିଳିଛି । ନିର୍ମାଣ ଶ୍ରମିକଙ୍କ ନାଁରେ ଜାଲ କାଗଜପତ୍ର ଦେଇ ବିଭିନ୍ନ କମ୍ପାନୀ ଖୋଲି ଠକେଇ କରାଯାଇଛି । ଏନେଇ ଜିଏସସଟି ବିଭାଗ ଛାନଭିନ ଆରମ୍ଭ କରିଛି । କେଉଁ କେଉଁ ମାନେ ଏହି ଠକେଇରେ ସାମିଲ ଅଛନ୍ତି ସେ ନେଇ ତଦନ୍ତ କରୁଛି ବିଭାଗ ।