PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଆଜିଠୁ ଖୋଲିଲା ମା’ ସମଲେଶ୍ବରୀଙ୍କ ମନ୍ଦିର, କଟକଣା ମଧ୍ୟରେ ଦର୍ଶନ କଲେ ଶ୍ରଦ୍ଧାଳୁ
  • ||
  • ଭୁବନେଶ୍ୱର : ଅଗଷ୍ଟରେ ବି ନିଅଣ୍ଟିଆ ବର୍ଷା, ପୁଣି ଘନେଇଲା ମରୁଡ଼ି ଆଶଙ୍କା, ୧୫ ଦିନରେ ଉପକୂଳ ଜିଲ୍ଲାରେ ଉଭେଇ ଯିବ ବର୍ଷା
  • ||
  • ପଟ୍ଟାଙ୍ଗି : ବାଇକ୍‌ର କିସ୍ତି ଟଙ୍କା ବାନ୍ଧି ଘରକୁ ଫେରୁଥିଲେ ଧକ୍କା ଦେଲା ୧୦ ଚକିଆ ଟ୍ରକ୍, ଆଖି ବୁଜିଲେ ମାମୁଁ-ଭଣଜା
  • ||
  • ରାଉରକେଲା : ରାଉରକେଲା ପ୍ଲାଣ୍ଟସାଇଡ୍ ଥାନା ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ ୧୩ ବର୍ଷର ଝିଅକୁ ବିକ୍ରି କରୁଥିଲା ଜନ୍ମକଲା ମାଆ, ବାପାଙ୍କ ଅଭିଯୋଗ ପରେ ଉଦ୍ଧାର ହେଲା ନାବାଳିକା
  • ||
  • ପଦ୍ମପୁର : ଗାଇସିଲେଟ ବ୍ଲକ ଅଧୀନ ଚାରିଛକଠାରୁ ମଲମଣ୍ଡା ବୌଦ୍ଧବିହାର ଗନିଆଁପାଲି ରାସ୍ତା ମରାମତି ପାଇଁ ଶୁଣିଲାନି ପ୍ରଶାସନ, ଧାନ ରୋଇ ପ୍ରତିବାଦ କଲେ ଗ୍ରାମବାସୀ
  • ||
  • କୋରାପୁଟ : ଆଜିଠୁ ଖୋଲିବ ଶାବର ଶ୍ରୀକ୍ଷେତ୍ର, ବାହାର ଭୋଗ ମନା, କଟକଣାରେ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସାମାନ୍ୟ ବଢ଼ିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୧୨୯ ଜଣ କୋଭିଡ ପଜିଟିଭ୍
  • ||
  • ବ୍ରହ୍ମପୁର : ଦୀର୍ଘ ଦିନ ପରେ ଖୋଲିଲା ବ୍ରହ୍ମପୁରର ସବୁ ମନ୍ଦିର, ଦିଅଁଙ୍କ ନିକଟରେ ଭୋଗ କରିପାରିବେନି ଭକ୍ତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୧୦୨କୁ ବୃଦ୍ଧି
  • ||

ପୂରୁଣା ସୁନା ଗହଣାରେ ଟ୍ୟାକ୍ସ ଆଦାୟ ପାଇଁ ପ୍ରସ୍ତୁତି, ଦେବାକୁ ପଡିପାରେ ୩% ଜିଏସଟି

https://zeenews.india.com/

ନୂଆଦିଲ୍ଲୀ ୧୮/୮: ଯଦି ଆପଣଙ୍କ ପାଖରେ ପୂରୁଣା ସୁନା(Gold) ଜ୍ୱଲେରୀ ଅଛି ଏବଂ ଆପଣ ତାକୁ ବିକି କିଛି ମୁନାଫା କମାଇବାକୁ ଚାହୁଁଛନ୍ତି ତେବେ ଏହି ଖବର ଧ୍ୟାନର ସହ ପଢନ୍ତୁ କାରଣ ଗୋଲ୍ଡ ଜ୍ୱଲେରୀକୁ ବିକିବା ଫଳରେ ମୁନାଫା ହେବ କି ନାହିଁ କହିହେବନି କିନ୍ତୁ ସେଥିରେ ଜିଏସଟି ରୂପେ ଟ୍ୟାକ୍ସ ଜରୁରୀ ପୈଠ କରିବାକୁ ପଡିବ । GST କାଉନସିଲର ଆଗାମୀ ବୈଠକରେ ଏନେଇ ଖୁବ୍ ଶୀଘ୍ର ନିଷ୍ପତ୍ତି ହୋଇପାରେ । କେରଳର ଅର୍ଥମନ୍ତ୍ରୀ ଥମସ୍ ଇସାକ କହିଛନ୍ତି କି ରାଜ୍ୟମାନଙ୍କର ଅର୍ଥମନ୍ତ୍ରୀଙ୍କ ସମୂହରେ ପୂରୁଣା ସୁନା ଓ ଜ୍ୱେଲେରୀର ବିକ୍ରି ଉପରେ ୩ ପ୍ରତିଶତ ଜିଏସଟି ଲଗାଇବା ଉପରେ ସହମତି ହୋଇଯାଇଛି । ଏବେ ଏହି ଜିଏସଟି କାଉନସିଲର ବୈଠକରେ ଚର୍ଚ୍ଚା ପାଇଁ ରଖାଯିବ ।

ସୁନା ଉପରେ ଜିଏସଟି ଲଗାଇବା ପାଇଁ ପ୍ରସ୍ତୁତି
ପୂରୁଣା ସୁନା ଗହଣା ଉପରେ ୩ ପ୍ରତିଶତ ଜିଏସଟି ରିଭର୍ସ ଚାର୍ଜ ମେକେନିଜ୍ମ ଅନୁସାରେ ଲଗାଯିବ । ରିଭର୍ସ ଚାର୍ଜ ମେକାନିଜ୍ମର ଅର୍ଥ ହେଉଛି କି ଯେଉଁ ବ୍ୟକ୍ତି ଗହଣା ବିକୁଛି ସେ ସରକାରଙ୍କୁ ସିଧା ଟ୍ୟାକ୍ସ ପୈଠ କରିବ । ସାଧାରଣତଃ ସାମଗ୍ରୀ କିଣୁଥିବା ବ୍ୟକ୍ତି ବିକୁଥିବା ବ୍ୟକ୍ତିକୁ ଟ୍ୟାକ୍ସ ଦେଇଥାଏ । ଏହା ପରେ ସାମଗ୍ରୀ ବିକୁଥିବା ବ୍ୟକ୍ତି ସରକାରଙ୍କ ପର୍ଯ୍ୟନ୍ତ ଟ୍ୟାକ୍ସ ପହଞ୍ଚାଇଥାଏ । ଯଦି ଆପଣ ସୁନା ବିକିବାକୁ ଚାହୁଁଛନ୍ତି ଯାହାର ଭାଲ୍ୟୁ ୧ ଲକ୍ଷ ଟଙ୍କା ତେବେ ଆପଣଙ୍କୁ ସେଥିରେ ୩୦୦୦ ଟଙ୍କା ଜିଏସଟି ପୈଠ କରିବାକୁ ପଡିବ ।

ଗୋଲ୍ଡ କ୍ରୟରେ ଟ୍ୟାକ୍ସ ଚୋରି ରୋକିବା ପାଇଁ ଏମିତି ନିଷ୍ପତ୍ତି ନିଆଯାଇଛି । ଏଣିକି ସୁନା ଗହଣା ଦୋକାନରୁ କିଣିଲେ ପ୍ରତି କ୍ରୟ-ବିକ୍ରୟ ଉପରେ ଇ-ବିଲ୍ ବାହାର କରିବାକୁ ହେବ । ଏଥିରେ ଏହା ଜଣାପଡିବ କି ସୁନା କେଉଁଆଡେ ଯାଉଛି । ଏହାକୁ କିଏ କିଣୁଛି । ଏବେ ଏନେଇ ଚର୍ଚ୍ଚା ହେଉଛି କି ଗୋଲ୍ଡ ପାଇଁ ଇ-ବିଲର ସୀମା ୫ କୋଟି ରଖାଯାଇପାରେ  । ଏହି ପଦକ୍ଷେପ ଏଥିପାଇଁ ନିଆଯାଇଛି କାରଣ ଏବେ ବି ଅନେକ ସ୍ଥାନରେ ସୁନା ବିକ୍ରି ପରେ ଦୋକାନୀ ର ବିଲ୍ ଦିଅନ୍ତୁ । ଏହା ଏଥିପାଇଁ କାରଣ ଏମିତି କଲେ ସେ ଟ୍ୟାକ୍ସ ଚୋରି କରିପାରିବେ ଏବଂ କଳାଧନକୁ ପ୍ରୋତ୍ସାହନ ଦେଇପାରିବେ । ଏବେ ଏହା ଉପରେ ରୋକ ଲଗାଇବା ପାଇଁ ଇ-ବିଲ୍ ବାହାର କରିବା ବାଧ୍ୟତାମୂଳକ କରିବା ପାଇଁ ପ୍ରସ୍ତୁତି କରାଯାଉଛି । ଏଥିରେ ସୁନା ତସ୍କରୀ ମଧ୍ୟ ରୋକିବାରେ ସାହାଯ୍ୟ ମିଳିବ ।