ଓସ୍କାରକୁ ‘ଗଲିବୟ’ ଯିବାପରେ ଟ୍ରୋଲ୍ କଲେ ୟୁଜର୍ସ, ଦେଖନ୍ତ ଭାଇରାଲ ମିମ୍ସ

ନୁଆଦିଲ୍ଲୀ ୨୨/୯: ବଲିଉଡ ଆକ୍ଟର ରଣବୀର ସିଂ ଓ ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ ‘ଗଲିବୟ’ ୯୨ତମ ଏକାଡେମୀ ଆୱାର୍ଡ୍ସ ପାଇଁ ଭାରତ ତରଫରୁ ନାମିତ ହୋଇଛି । ଫିଲ୍ମ ପ୍ରଡ୍ୟୁସରଙ୍କ ମଧ୍ୟରୁ ଜଣେ(ଫରହାନ)ଏହା ଉପରେ ଖୁସି ଜାହିର କରି କହିଛନ୍ତି ଯେ ଗଲି ବୟ ୯୨ତମ ଓସ୍କାର ପୁରଷ୍କାରରେ  ଭାରତୀୟ ଫିଲ୍ମ ଭାବେ ଚୟନ ହୋଇଛି ।

ତେବେ ଏହା ପରେ ସୋସିଆଲ ମିଡିଆରେ ୟୁଜର୍ସ ଏହାକୁ ନେଇ ମିମ୍ସ ବନାଇବା ଆରମ୍ଭ କରିଦେଇଛନ୍ତି । ଗୋଟେପଟେ ଅନେକ ଫ୍ୟାନ୍ସ ଏଥିପାଇଁ ଖୁସି ଅଛନ୍ତି ଏବଂ ଅନ୍ୟପଟେ କିଛି ୟୁଜର୍ସ ଏହାକୁ ନେଇ ଟ୍ରୋଲ୍ କରିବା ଆରମ୍ଭ କରିଦେଇଛନ୍ତି ।

କହିରଖୁଛୁ ଫିଲ୍ମ ‘ଗଲିବୟ’ ବକ୍ସ ଅଫିସରେ ଭଲ ଆୟ କରିଥିଲା । ଏହି ଫିଲ୍ମ ଯୁବପିଢୀଙ୍କ ମଧ୍ୟ ଆକର୍ଷିତ କରିଥିଲା । ସମସ୍ତ କଳାକାରଙ୍କ ଅଭିନୟ ମଧ୍ୟ ଦମଦାର ହୋଇଥିଲା ।

   ସମ୍ବନ୍ଧିତ ଖବର


ବିବାହ କରିଲେ ନେହା କକ୍କର – ରୋହନପ୍ରୀତଙ୍କ ହାତ ଧରିଲେ

ଦୁର୍ଗା ଅଷ୍ଟମୀ ପାଳିଲେ ଅଭିନେତ୍ରୀ – କନ୍ୟାଙ୍କ ପାଦ ଧୋଇ ଆଳତୀ କଲେ ଶିଳ୍ପା ଶେଟ୍ଟୀ

ନେହା କକ୍କର ଓ ରୋହନପ୍ରୀତ ସିଂହଙ୍କ ବିବାହ ପ୍ରସ୍ତୁତି ଆରମ୍ଭ , ଫଟୋ ଭାଇରାଲ

‘ତୋ ପାଇଁ କିଛି ବି’ ପାଇଁ ଭାଓଲିନ୍‌ ଟ୍ରେନିଂ ନେଉଛନ୍ତି ଓଲିଉଡର ଡନ୍

‘ଛଲାଙ୍ଗ’ ପାଇଁ ରାଜକୁମାରଙ୍କଠୁ ହରିଆଣ୍‌ଭି ଶିଖିଥିଲେ ନୁସ୍ରତ

ତାରାଙ୍କ ନୂଆ ଅବତାର: ନେତାରୁ ସାଜିଲେ ଅଭିନେତା, ମା’ ଦୁର୍ଗାଙ୍କ ପୂଜା କରୁଥିବା ଭିଡିଓ ଭାଇରାଲ୍‌