ଚୌଦ୍ୱାରରେ ବନ୍ଧୁକ କାରଖାନା ଠାବ: ୫ଟି ଦେଶୀ ବନ୍ଧୁକ ଓ ୧୨ ଗୁଳି ଜବତ, ୩ ଗିରଫ

source:www.rediff.com
ଚୌଦ୍ୱାର ୧୯/୨: ମଙ୍ଗଳବାର ଚୌଦ୍ୱାରରେ ଏକ ବନ୍ଧୁକ କାରଖାନା ଠାବ ହୋଇଛି । ଚୌଦ୍ୱାର ଗୋଡଧୁଆ ଗାଁରେ ଏକ ବନ୍ଧୁକ କାରଖାନା ଠାବ କରିଛି ପୋଲିସ । ଏହି କାରଖାନାରୁ ୫ଟି ଦେଶୀ ବନ୍ଧୁକ ଓ ୧୨ଟି ଗୁଳି ଜବତ ହୋଇଛି । ଏହା ସହିତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।