PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜୟପୁର: ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||
  • ଆଇପିଏଲ-୧୪: ଆଜି ଖେଳାଯିବ ଦୁଇଟି ମ୍ୟାଚ୍, କୋହଲି-ମୋର୍ଗାନ ଓ ରାହୁଲ-ପନ୍ଥ ମଧ୍ୟରେ ଲଢେ଼ଇ
  • ||
  • ଭୁବନେଶ୍ୱର : ବଦଳିଲା ମୋ ବସ୍‌ ଚଳାଚଳ ସମୟ। ଏଣିକି ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚଳାଚଳ କରିବ ମୋ ବସ୍
  • ||
  • ଭୁବନେଶ୍ୱର: ରମାଦେବୀ ଛାତ୍ରୀନିବାସରୁ ୪ ଛାତ୍ରୀ କରୋନା ପଜିଟିଭ୍, ୧୯ ତାରଖ ପୂର୍ବରୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ‌
  • ||
  • ରାଜ୍ୟକୁ ପୁଣି ଫେରିବ ତାତି, ସପ୍ତାହେ ପର୍ଯ୍ୟନ୍ତ ଛଟପଟ କରିବ ଗ୍ରୀଷ୍ମ ପ୍ରକୋପ
  • ||

ଷ୍ଟାର ସ୍ପିଣ୍ଟର ହିମା ଦାସ ହେଲେ ଆସାମର ଡିଏସ୍‌ପି, ସୋସିଆଲ ମିଡିଆରେ ଫଟୋ ଭାଇରାଲ

ନୂଆଦିଲ୍ଲୀ, ୨୬/ ୦୨: ଶୁକ୍ରବାର ଆସାମ ପୁଲିସ ଉପ ଅଧିକ୍ଷକ (ଡିଏସ୍‌ପି) ଭାବେ ନିଯୁକ୍ତି ପାଇଲେ ଭାରତୀୟ ସ୍ପିଣ୍ଟର ହିମା ଦାସ। ଏନେଇ ହିମା ନିଜେ ଟୁଇଟରେ ଏକ ଫଟୋ ସେୟାର କରି ସୂଚନା ଦେଇଛନ୍ତି। ଆସାମର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋବାଲ କିଛି ଦିନ ତଳେ ଅନୁଷ୍ଠିତ ହୋଇଥିବା କ୍ୟାବିନେଟ୍‌ ମିଟିଙ୍ଗରେ ହିମା ଦାସଙ୍କୁ ଡିଏସପି ପଦ ମିଳିବା ନେଇ ଘୋଷଣା କରିିଥିଲେ। ସୂଚନାଥାଉକି, ଏସିଆ ଦୌଡ଼ରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା ହିମାଙ୍କୁ ଏବେ ଟୋକିଓ ଅଲମ୍ପିକ୍‌ ପାଇଁ କ୍ବାଲିଫାଏ କରିବାକୁ ପଡ଼ିବ ।

ଆସାମ ପୁଲିସର ଅଧିକାରିକ ଟୁଇଟଣ ହ୍ୟାଣ୍ଡେଲ ପକ୍ଷରୁ ଶୁକ୍ରବାର ଦିନ ଏକ ଭିଡିଓ ପୋଷ୍ଟ କରାଯାଇଥିଲା। ଯେଉଁଥିରେ ଆସାମ ପୁଲିସ ମହାନିର୍ଦ୍ଦେଶ (ଡିଜିପି) ଭାସ୍କର ଜ୍ୟୋତି ମହନ୍ତ ଭାରତର ଷ୍ଟାର ସ୍ପିଣ୍ଟର ସମ୍ମାନିତ କରିବା ସହ ଡିଏସପି ପଦ ଦେଇଥିଲେ।

ସମ୍ବନ୍ଧିତ ଖବର