ଏହି ରାଜ୍ୟରେ ଜାରି ହେବ ମୁଖ୍ୟମନ୍ତ୍ରୀଙ୍କ ହେଲପଲାଇନ୍ ନମ୍ବର,୧୪ ଦିନ ମଧ୍ୟରେ ସାଧାରଣଲୋକଙ୍କ ସମସ୍ୟାର ହେବ ସମାଧାନ

ଶିମଲା, ୧୦।୯: ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ଡ୍ରୀମ ପ୍ରୋଜେକ୍ଟ ସିଏମ ହେଲପଲାଇନ୍ ୧୬ ସେପ୍ଟେମ୍ବରରୁ ଲଞ୍ଚ ହେବାକୁ ଯାଉଛି। କ୍ୟାବିନେଟ୍ ବୈଠକର ଠିକ୍ ପୂର୍ବରୁ ମୁଖ୍ୟମନ୍ତ୍ରୀ ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ହେଲପ ଲାଇନ୍ ନମ୍ବର ଖୋଲିବାକୁ ଯାଉଛନ୍ତି। ଯାହାଫଳରେ ଏବେ ଗୋଟିଏ ଫୋନ କଲରେ ରାଜ୍ୟବାସୀ ତାଙ୍କର ସମସ୍ୟାକୁ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଜଣାଇପାରିବେ।

ଅଭିଯୋଗକାରୀ ଶିମଲାରେ ଥିବା କଲ୍ ସେଣ୍ଟରରେ ନିଜ ସମସ୍ୟା ସମ୍ପର୍କରେ ଫୋନ୍ କରିବେ। ଯାହାର ସମାଧାନ ୭ ରୁ ୧୪ ଦିନ ଭିତରେ କରିବାକୁ ହେବ। ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରୋଜେକ୍ଟ ଆସନ୍ତା ୧୬ ତାରିଖରୁ ଲଞ୍ଚ ହେବାକୁ ଯାଉଛି। ଟେଲିଫୋନ୍ କଲ ପାଇଁ ଟୋଲ ଫ୍ରି ନମ୍ବର ଜାରି କରାଯିବ,ଯେଉଁଥିକୁ କୌଣସି ବ୍ୟକ୍ତି ଫୋନ୍ କରି ନିଜର ଅଭିଯୋଗ କରିପାରିବେ।

   ସମ୍ବନ୍ଧିତ ଖବର


ଓଡିଶାର ଏହି ସ୍ଥାନରେ ଅଶୋଧିତ ତୈଳ ସନ୍ଧାନରେ ସର୍ଭେ ଆରମ୍ଭ ଲାଗିଲା ୧୦ ୱାଇଫାଇ ମେସିନ

ଲାଇନ୍‌ଚ୍ୟୁତ ହେଲା ରେଳ ଇଞ୍ଜିନ-୪୦ ମିଟର୍‌ ଘୁଷୁଡ଼ିଲା, ୪ ଘଣ୍ଟା ନୟାନ୍ତ ବର୍ତ୍ତିଗଲେ ୨ ଡ୍ରାଇଭର୍‌ ଓ ଜଣେ ଗାର୍ଡ

ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଫୁଙ୍ଗୁଳା – ମାଳ ମାଳ ପୁଲିସ ଦ୍ୱାର ମୁହଁରେ ଜଗି ବସିଛନ୍ତି, କିନ୍ତୁ ଉଲ୍ଲଙ୍ଘନକାରୀ ସରକାରୀ କଟକଣାକୁ ବେଖାତିର କରି ଶ୍ରୀମନ୍ଦିରକୁ ପ୍ରବେଶ କରୁଛନ୍ତି

ପ୍ରେମ କରି ଫସିଗଲେ ବିବାହିତା ମହିଳା, ସୁନା ଟଙ୍କା ଲୁଟି ନେଲା ଲମ୍ପଟ ପ୍ରେମିକ, ଥାନାରେ ଏତଲା

ଅନ୍‌ଲାଇନ୍‌ରେ ଆସିଥିବା ମୋବାଇଲ୍‌ ଫୋନ୍‌କୁ ବିକିଦେଲା ଡେଲିଭରୀ ବୟ, ଗ୍ରାହକଙ୍କୁ କହିଲା କ୍ୟାନସଲ୍‌ ହୋଇଛି ଅର୍ଡର

ବର୍ଷେ କାଳ ଫ୍ରିଜରେ ରଖିଥିଲେ ନୁଡୁଲ୍‌ସ, ଖାଇବା ପରେ ଗୋଟିଏ ପରିବାରର ୯ ଜଣଙ୍କର ମୃତ୍ୟୁ- ଚୀନ୍‌ର ଘଟଣା