ପୁତ୍ର ସନ୍ତାନ ଜନ୍ମ ଦେଲେ ଚୀନର ପ୍ରଥମ ଟେ‌ଷ୍ଟଟ୍ୟୁବ୍ ବେବି, ଫଟୋ ହେଲା ଭାଇରାଲ୍

ବେଜିଂ ୧୬।୪: ଚୀନରେ ଟେ​‌ଷ୍ଟଟ୍ୟୁବ୍ ବେବି ପ୍ରକ୍ରିୟାରେ ଜନ୍ମ ହୋଇଥିବା ମହିଳା ଝେଙ୍ଗ୍ ମେଝୁ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଏହି ଅଦଦ୍ଭୁତ ଘଟଣା ପିକିଙ୍ଗ୍ ବିଶ୍ବବିଦ୍ୟାଳୟରେ ହସ୍ପିଟାଲରେ ଦେଖିବାକୁ ମିଳିଛି।

ରିପୋର୍ଟ ମୁତାବିକ, ଝେଙ୍ଗଙ୍କ ଜନ୍ମ ୧୯୮୮ ମସିହା ମାର୍ଚ୍ଚ ୧୦ ତାରିଖରେ ହୋଇଥିଲା। ସେହି ଝେଙ୍ଗ୍ ଆଜି ସକାଳ ୮ଟା ୩୪ମି.ରେ ସିଜେରିଅନ୍ ପ୍ରକ୍ରିୟାରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି।

ହସ୍ପିଟାଲର ପ୍ରମୁଖ କିୟାଓ କହିଛନ୍ତି ଯେ, ଝେଙ୍ଗର ସନ୍ତାନ ବର୍ତମାନ ସୁସ୍ଥ ଅଛି। ଏହା ଆମ ହସ୍ପିଟାଲ ପାଇଁ ଗର୍ବ ଓ ଗୈାରବ ବୋଲି ସେ କହିଛନ୍ତି।

   ସମ୍ବନ୍ଧିତ ଖବର


୩୦ ବିସ୍ଥାପିତ ପାକ୍‌ ନାଗରିକଙ୍କୁ ଅନ୍‌ଲାଇନ୍‌ରେ ଭାରତର ନାଗରିକତା ପ୍ରଦାନ କଲେ ରାଜସ୍ଥାନ ସରକାର

ଅଷ୍ଟ୍ରେଲିଆରେ ଆଦାନୀଙ୍କୁ ବିରୋଧ, ସିଡନୀ ଓ୍ବାନଣ୍ଡେରେ ଧଷେଇ ପଶି ଆସିଲେ ପଡ଼ିଆକୁ ଆନ୍ଦୋଳନକାରୀ , କ୍ୟାମେରାକୁ ଦେଖାଇଲେ ପ୍ଲାକାର୍ଡ

ସୁଶୀଲ ମୋଦୀଙ୍କୁ ରାଜ୍ୟସଭା ଟିକେଟ୍: ପାଶଓ୍ବାନଙ୍କ ସ୍ଥାନରେ ହେଲେ ବିଜେପି ପ୍ରାର୍ଥୀ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ କେନ୍ଦ୍ରରେ ହୋଇ ପାରନ୍ତି ମନ୍ତ୍ରୀ

ସାବରିମାଲାରେ କରୋନା ଆତଙ୍କ – ୨୭ କର୍ମଚାରୀଙ୍କ ସହ ୩୯ଲୋକ ସଂକ୍ରମିତ

କରୋନାରେ ଆର୍ଥିକ ପ୍ରଭାବ ପାଇଁ କିମ୍‌ ଜୋଙ୍ଗ୍‌ଙ୍କ ବଢ଼ିଲା କ୍ରୋଧ – ଲୋକଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇଲେ, ମାଛ ମାରିବାରେ ଲଗେଇଲେ ରୋକ୍‌

ଅଷ୍ଟ୍ରିଆର ଏକ ଗାଁର ନାଁ ବଦଳାଇବା ପାଇଁ ଭୋଟିଂ, କାରଣ ହେଉଛି…