ହିଜବୁଲ କମାଣ୍ଡର ରିୟାଜ ନାୟକୋ ଏନକାଉଣ୍ଟରରେ ନିହତ,୧୨ ଲକ୍ଷ ଟଙ୍କାର ଥିଲା ପୁରସ୍କାର

ପୁଲଓ୍ବାମା,୬।୫: ଜମ୍ମୁ-କଶ୍ମୀରର ପୁଲଓ୍ବାମାର ବେଗପୋରାରେ ସେନାକୁ ମିଳିଛି ବଡ ସଫଳତା। ହିଜବୁଲ କମାଣ୍ଡର ରିୟାଜ ନାୟକୋ ସେନା ଆକ୍ରମଣରେ ନିହତ । ରିୟାଜ ନାୟକୁ ଉପରେ ୧୨ ଲକ୍ଷ ଟଙ୍କାର ପୁରସ୍କାର ଥିଲା। ଏହା ପୂର୍ବରୁ ପୁଲଓ୍ବାମା ଜିଲ୍ଳାର ଅବନ୍ତିପୋରାର ଦକ୍ଷିଣ ଅଞ୍ଚଳରେ ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ଭିତରେ  ଜାରି ସଂଘର୍ଷରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସୁରକ୍ଷାବାହିନୀ ଅବନ୍ତିପୋରାର ପାମ୍ପୋରରୋ ଘେରି ନେଇଥିଲେ। ଏବେ ଆହୁରି ଆତଙ୍କବାଦୀ ଲୁଚି ରହିଥିବାର  ଆଶଙ୍କା ରହିଛି ଓ ଗୁଳିକାଣ୍ଡ ଜାରି ରହିଛି।

   ସମ୍ବନ୍ଧିତ ଖବର


୨୪ ଘଣ୍ଟା ଭିତରେ ଓଡିଶାରୁ ଫେରିଯିବ ମୌସୁମୀ: ରାଜ୍ୟରେ କାଁ ଭାଁ ବର୍ଷା ସମ୍ଭାବନା

ପୁରୁଣା ମାନଚିତ୍ର ସେୟାର କରି ଦଶହରାର ଶୁଭେଚ୍ଛା ଜଣାଇଲେ ପିଏମ୍‌ ଓଲି, ନେପାଳବାସୀ କହିଲେ..

୬୫ ବର୍ଷ ବୟସରେ ଦ୍ବିତୀୟ ବିବାହ କରିବେ ଜଣାଶୁଣା ଓକିଲ ହରିଶ ସାଲଭେ, କାହାକୁ ବାହା ହେବେ ଜାଣନ୍ତୁ

ଡ୍ରଗ୍ସ କିଣୁଥିବା ବେଳେ ଏନ୍‌ସିବି ହାତରେ ଧରାପଡ଼ିଲେ ଅଭିନେତ୍ରୀ

ପ୍ରଧାନମନ୍ତ୍ରୀ ପାକିସ୍ତାନ ଓ ଚୀନ୍‌ ସହ ଯୁଦ୍ଧ ତାରିଖ ସ୍ଥିର କରି ସାରିଛନ୍ତି – ୟୁପି ବିଜେପି ଅଧ୍ୟକ୍ଷଙ୍କ ବିବାଦିତ ବୟାନ

ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଜିନପିଙ୍ଗ୍‌ ସେନା, ୧୦୦ ଯବାନ ଆକାଶରେ କଲେ ସମାରାଭ୍ୟାସ