PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଧିନାୟକ ପଦ ଛାଡ଼ିବେ ବିରାଟ କୋହଲି, ଟି-୨୦ ବିଶ୍ୱକପ୍‌ ପରେ କୋହଲି ଏହି ଫର୍ମାଟ୍‌ ଅଧିନାୟକ ପଦ ଛାଡ଼ିବା ନେଇ ସୋଶଲ ମିଡିଆରେ ସୂଚନା ଦେଲେ ବିରାଟ
  • ||
  • କଟକ: ଦଶହରା ମୂର୍ତ୍ତି ଉଚ୍ଚତା ବିବାଦ ମାମଲା, ବାଲୁ ବଜାର ପୂଜା କମିଟି ଆବେଦନର ଉପରେ ଶୁଣାଣି ଶେଷ, ଆସନ୍ତା କାଲି ରାୟ ପ୍ରକାଶ କରିବେ ହାଇକୋର୍ଟ
  • ||
  • ମାଲକାନଗିରି: ମାଓବାଦୀ କ୍ୟାମ୍ପ୍‌ରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଠାବ କଲେ ସୁରକ୍ଷାକର୍ମୀ, ଶିବିର ଛାଡ଼ି ଛତ୍ରଭଙ୍ଗ ଦେଲେ ମାଓବାଦୀ
  • ||
  • ରାୟଗଡ଼ା: ଆଜି ସନ୍ଧ୍ୟାରେ ଉତ୍କଳ ଆଲୁମିନା କାରଖାନାର ସମ୍ପ୍ରସାରଣ ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଝାରସୁଗୁଡ଼ା: ହୀରାକୁଦ ଉପର ମୁଣ୍ଡରେ ବନ୍ୟା ସ୍ଥିତି, ସେମଲିଆ ରାସ୍ତା ଉପରେ ପ୍ରବାହିତ ହେଉଛି ୪ ଫୁଟ ଉଚ୍ଚର ପାଣି
  • ||
  • ବଲାଙ୍ଗୀର: ନିଶାଶକ୍ତ ୩ ଯୁବକଙ୍କ ଜଘନ୍ୟ କାଣ୍ଡ, ବନ୍ଧୁକ ମୁନରେ ଯୁବକଙ୍କ ମଳ ଦ୍ବାରରେ ଭର୍ତ୍ତି କଲେ ଷ୍ଟିଲ୍ ଗ୍ଲାସ
  • ||
  • ସମ୍ବଲପୁର: ହୀରାକୁଦର ଖୋଲିଲା ଆଉ ୪ ଗେଟ୍, ୨୮ ଗେଟ୍ ଦେଇ ଜଳ ନିଷ୍କାସନ ଜାରି
  • ||
  • ସୋର : ଫୁଲୁଛି କାଂଶ ବାଂଶ ନଦୀ, ରାସ୍ତାର ଉପରେ ୭ ରୁ ୮ ଫୁଟ୍ ପାଣି ପ୍ରବାହିତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୧୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପରମୁହାଁ ହେଲା କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୫୮୦ ପଜିଟିଭ୍ ଚିହ୍ନଟ
  • ||
  • ବରଗଡ଼ : ପୁରୀରୁ ତୀର୍ଥ ସାରି ଫେରିବା ବାଟରେ ଅଘଟଣ, ଭାରସାମ୍ୟ ହରାଇ ଓଲଟିଲା ବୋଲେରୋ, ୫ ଗୁରୁତର
  • ||
  • ବରଗଡ଼ : ୧୩ ଜିଲ୍ଲାରେ ଆତଙ୍କ ଖେଳାଇଥିବା ୨ ଅନ୍ତଃରାଜ୍ୟ ଏଟିଏମ୍ ଲୁଟେରା ଗିରଫ, ଅନ୍ୟ ୨ ଫେରାର
  • ||
  • ଭୁବନେଶ୍ୱର: ଡ଼େଲିଭରୀ ବୟ ଅପହରଣ ଘଟଣା, ମଧ୍ୟପ୍ରଦେଶରୁ ଯୁବକ ଓ ଯୁବତୀଙ୍କୁ ଭୁବନେଶ୍ୱରକୁ ଆଣିଲା କମିଶନରେଟ୍ ପୋଲିସ ସ୍ବତନ୍ତ୍ର ଟିମ୍
  • ||
  • ଭୁବନେଶ୍ୱର: ଆସୁଛି ଆଉ ଏକ ଲଘୁଚାପ, ୧୮ରୁ ପୁଣି ଢ଼ାଳିବ ବର୍ଷା
  • ||
  • ଭୁବନେଶ୍ୱର: କରାଳ ରୂପ ଧରିଛି ମହାନଦୀ, ମାଡ଼ି ଆସୁଛି ବନ୍ୟା: ହୀରାକୁଦରେ ଖୋଲିବ ଆଉ ୪ଟି ଗେଟ୍, ନରାଜରେ ଜଳସ୍ତର ସତର୍କ ସଙ୍କେତ ଟପିଲା
  • ||

ଆପଣଙ୍କ ଘରେ କିମ୍ବା ଦୋକାନରେ ରହିଛି କି ବାସ୍ତୁ ଦୋଷ: ନକାରାତ୍ମକ ଶକ୍ତି ଦୂର କରିବାକୁ ରଖନ୍ତୁ ଫିଟିକିର

ଭୁବନେଶ୍ବର ୧୬/୦୮: ଘରେ କିମ୍ବା ଦୋକାନରେ ବାସ୍ତୁଦୋଷ ଥିଲେ, ଉକ୍ତ ସ୍ଥାନରେ ୫୦ଗ୍ରାମ୍‌ ଫିଟିକିରି ଖଣ୍ଡ ରଖନ୍ତୁ । ଏହା ସମସ୍ତ ପ୍ରକାର ବାସ୍ତୁଦୋଷ ଦୂର କରିବା ସହିତ ନକାରାତ୍ମକ ଶକ୍ତି ଦୂର କରେ । ହେଲେ ମନେରଖିବେ ପ୍ରତିମାସରେ ଫିଟିକିରି ଖଣ୍ଡ ବଦଳାଇବେ ।

ଯଦି ଦୋକାନର ମୁଖ୍ୟ ଫାଟକରେ କଳା କପଡ଼ାରେ ଏକ ଫିଟିକରି ଖଣ୍ଡ ବାନ୍ଧି ଲଟକାଇଦେବେ, ତାହାଲେ ଦୋକାନ ମଧ୍ୟକୁ ନକାରାତ୍ମକ ଶକ୍ତି ପ୍ରବେଶ କରିବ ନାହିଁ । ଏହାଦ୍ୱାରା ଦୋକାନ ଉପରେ ମଧ୍ୟ କାହାରି ନଜର ପଡ଼ିବ ନାହିଁ ।

ବାଥରୁମ୍‌ରେ ଏକ ଗିନାରେ ଫିଟିକିରି ଭରି ରଖନ୍ତୁ । ଏପରି କରିବା ଦ୍ୱାରା ସମସ୍ତ ଘରୁ ନକାରାତ୍ମକ ଶକ୍ତି କମ୍‌ ହୋଇଯିବ। ଘରୁ ମଧ୍ୟ ଫିଟିକିରିକୁ ମାସରେ ଥରେ ବଦଳାଇବାକୁ ଭୁଲିବେ ନାହିଁ ।

ସମ୍ବନ୍ଧିତ ଖବର