PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର: ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ନେଇ ସନ୍ଦେହ
  • ||
  • ବଲାଙ୍ଗୀର: କପଡ଼ା ବ୍ୟବସାୟୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ଲମତାପୁଟରେ ଅଟୋ ସହ ୨ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ରାଜ୍ୟରେ ସାମନ୍ୟ ହ୍ରାସ ପାଇଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୭୫୭ ଜଣ ପଜିଟିଭ, ୨୨ ଜୀବନ ନେଲା କରୋନା
  • ||
  • ଚୌଦ୍ଵାର : ଟ୍ରକକୁ ପଛ ପଟୁ ପିଟିଲା ସ୍କୁଟି, ମହିଳା ଗୁରୁତର
  • ||
  • ରେଙ୍ଗାଲି : ହାଇୱାରେ ପିଟିହେଲା କାର୍‌ : ମା’ ଝିଅ ମୃତ, ପୁଅ ଗୁରୁତର
  • ||
  • ଭୁବନେଶ୍ୱର : ଆଜି ବସିବ ସର୍ବଦଳୀୟ ବୈଠକ, କୋଭିଡ୍‌ ମୁକାବିଲା ପାଇଁ ସହଯୋଗ ଲୋଡ଼ିବେ ସରକାର
  • ||
  • ଭୁବନେଶ୍ୱର : ଆସନ୍ତା ୪ରୁ ୫ଦିନ ପାଗ ଶୁଖିଲା, ବଢ଼ିବ ତାତି, ଆଜି କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ସମ୍ଭାବନା
  • ||
  • ପୁରୀ : ଜୁନ ୧୫ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ, ପ୍ରଭାବିତ ହେବ ତିନିପର୍ବ
  • ||

ଆଜିର ରାଶିଫଳ( ୧/୦୧,ବୁଧବାର)

ମେଷ–ଶ୍ରମ ସାର୍ଥକ ହେବ। କଳ୍ପନା ବିଳାସୀ ଓ ସନ୍‌ମାର୍ଗ ହେବେ। ବହୁମିତ୍ରଙ୍କ ସାନ୍ନିଧ୍ୟ ମିଳିପାରେ। ପ୍ରମଦାଙ୍କର ଅତ୍ୟନ୍ତ ପ୍ରିୟପାତ୍ର ହେବେ। ବିଶେଷ ଜ୍ଞାନର ଅଧିକାରୀହୋଇପାରନ୍ତି। ଶୁଭରଙ୍ଗମେରୁ୍‌ନ୍‌। ଶୁଭଅଙ୍କ ୭।


ବୃଷ– ପ୍ରତ୍ୟେକ କ୍ଷେତ୍ରରେ ସତର୍କତାର ସହ କାର୍ଯ୍ୟ କଲେ ସଫଳତା ମିଳିବ। ମନରେ ଭକ୍ତି ଭାବ ଜାଗ୍ରତ ହେବ। ପାରିବାରିକ ସୁଖ ଏବଂ ସଜ୍ଜମାନଙ୍କ ସାନ୍ନିଧ୍ୟ ମିଳିବ। ନିଜବନ୍ଧୁଙ୍କ ହିତୈଷୀହେବେ। ଶୁଭରଙ୍ଗ ଗାଢ ୟେଲୋ ।ଶୁଭ ଅଙ୍କ ୪।


ମିଥୁନ – ସାମାନ୍ୟ ମାତ୍ରାର ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଅସୁସ୍ଥତା ଅନୁଭବ କରିପାରନ୍ତି। ଅଷ୍ଟମଚନ୍ଦ୍ର ସହଘାତ ଚନ୍ଦ୍ର ଏକତ୍ର ଭୋଗ ହେଉଥିବାରୁ ଖୁବ୍‌ ସତର୍କତାର ସହଚଳିବାକୁ ପଡିବ ।ଶୁଭରଙ୍ଗ ଗାଢ ନୀଳ ।ଶୁଭ ଅଙ୍କ ୬ ।


କର୍କଟ–ମାନସିକ ଶାନ୍ତି ଫେରି ପାଇବେ। ଆନନ୍ଦ ଉତ୍ସବରେ ଦିନଟି ଅତିବାହିତକରିପାରନ୍ତି। ଭଦ୍ର ବ୍ୟବହାର କରି ଜନାଦୃତ ହୋଇପାରନ୍ତି। ମନୋରମା କନ୍ୟାସହିତ ଅବିବାହିତଙ୍କର ବିବାହ ସମ୍ବନ୍ଧ ସ୍ଥିରହେବ। ଶୁଭରଙ୍ଗ ଗ୍ରୀନ୍‌। ଶୁଭ ଅଙ୍କ ୫।


ସିଂହ –ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ ।ଶତ୍ରୁ ଉପରେ କଡା ନଜର ରଖିବାକୁ ପଡିବ ।ସଙ୍ଗୀତ ପ୍ରିୟହେବେ ।ଭୋଗ-ବିଳାସ କରିପାରନ୍ତି। କଳାଧନ ପାଇବାକୁ ପ୍ରବଳ ଉଦ୍ୟମ କରିବେ। ଶୁଭରଙ୍ଗ ଧଳା ।ଶୁଭ ଅଙ୍କ ୧।


କନ୍ୟା – ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଉତ୍‌ଫୁଲ୍ଲିତ ହେବେ। ଅନ୍ୟାୟର ପ୍ରତିବାଦ କରିବେ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ସାଧନାରେ ସିଦ୍ଦି ପ୍ରାପ୍ତ ହେବେ ।ଶୁଭରଙ୍ଗ ପିଙ୍କ୍‌ ।ଶୁଭ ଅଙ୍କ ୩ ।


ତୁଳା– ପୈତୃକ ସମ୍ପତ୍ତି ପାଇବାକୁହକ୍‌ଦାରହେବେ। ଦ୍ରବ୍ୟ ନଷ୍ଟ ହେବାରସମ୍ଭାବନା ଅଛି ।ସବୁବାଧା-ବିଘ୍ନକୁ ଏଡାଇ କର୍ମକ୍ଷେତ୍ରକୁ ସଫଳ ରୂପାୟନ କରିବାରେ ସକ୍ଷମ ହେବେ ।ଶୁଭରଙ୍ଗ ବ୍ରାଉନ୍‌ ।ଶୁଭ ଅଙ୍କ ୮ ।


ବିଛା–ମାନସିକ ସ୍ତରରେ ଶାନ୍ତିର ବାତାବରଣ ପ୍ରବାହିତ ହେବ ।ସେବା ପରାୟଣ ହୋଇପାରନ୍ତି। ପୂଜ୍ୟପୂଜା ଉପରେ ଗୁରୁତ୍ୱ ଦେବେ । ହର୍ଷଯୁକ୍ତ ବିଶୁଦ୍ଧ ଭାଷୀ, ଧନଶଳୀ, ବହୁମୁକ୍ତାର ଅଧିକାରୀ ହେବେ ।ଶୁଭରଙ୍ଗ ୟେଲୋ ।ଶୁଭ ଅଙ୍କ ୨।


ଧନୁ –ସ୍ଥାନାନ୍ତର ଯୋଗ ଅଛି । ଚିନ୍ତାଗ୍ରସ୍ତ ଏବଂ ବରିଷ୍ଠ ଓ ଶ୍ରେଷ୍ଠ ହୋଇପାରନ୍ତି ।ଶୀଳଧନ ପ୍ରାପ୍ତ ହେବେ । ପରାମର୍ଶ ଦାତାହେବେ ।ବହୁମିତ୍ରଙ୍କ ସାନିଧ୍ୟ ଓ ସହଯୋଗ ପାଇ ଆତ୍ମସନ୍ତୋଷ ଲାଭକରିବେ ।ଶୁଭରଙ୍ଗ ଧଳା ।ଶୁଭ ଅଙ୍କ ୪ ।


ମକର–ବାଧ୍ୟତାର ସମ୍ମୁଖୀନ ହେବେ ।ସୁଖ-ସନ୍ତୋଷଲାଭକରିବେ ।ରୁଚିକର ଭୋଜନରେ ଆପ୍ୟାୟିତ ହେବେ।ଚେଷ୍ଟାରେ ସଫଳତା ଲାଭ କରିବେ ।କର୍ତ୍ତବ୍ୟ ନିଷ୍ଠ ହୋଇପାରନ୍ତି। ନାନା ବିଭବ ମଣ୍ଡିତ ହୋଇପାରନ୍ତି ।ଶୁଭରଙ୍ଗ ପିଙ୍କ୍‌।ଶୁଭ ଅଙ୍କ ୮।


କୁମ୍ଭ -କୌଣସି ଦ୍ରବ୍ୟ ହଜି ଯାଇପାରେ । ବ୍ୟୟବୃଦ୍ଧି ହୋଇପାରେ । ପ୍ରଭୂତବିତ୍ତର ଅଧିକାରୀହେବେ । ନାନା ପ୍ରକାର ସୁବିଦ୍ୟା ଅର୍ଜନ କରିବା ଦ୍ୱାରାଜ୍ଞାନ-ଗରିମାବୃଦ୍ଧି ପାଇବ ।ଶୁଭରଙ୍ଗଲାଲ୍‌ ।ଶୁଭ ଅଙ୍କ ୧ ।


ମୀନ – ବ୍ୟବସାୟରେ ଅଧିକ ଅର୍ଥ ବିନିଯୋଗ କଲେ ଲାଭପ୍ରଦ ହେବ । ସୁଖ-ସମ୍ମାନ ଲାଭକରିବେ । ବିଜ୍ଞାନୀ ହେବେ ।ବରପ୍ରାପ୍ତ ହୋଇପାରନ୍ତି ।ସତ୍ୟର ପୂଜାରୀହେବେ ।ସୁବକ୍ତା ଭାବେ ଜନ-ମନ କିିଣିବାରେ ସକ୍ଷମ ହୋଇପାରନ୍ତି ।ଶୁଭରଙ୍ଗ ପିଙ୍କ୍‌ ।ଶୁଭ ଅଙ୍କ ୬ ।