PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋରାପୁଟ: କୋଟିଆରେ ଆନ୍ଧ୍ର କର୍ମଚାରୀଙ୍କୁ ଅଧାରାସ୍ତାରେ ଅଟକାଇଲା ଓଡ଼ିଶା ପୋଲିସ
  • ||
  • କଳାହାଣ୍ଡି: ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅଫିସ ଘେରାଉ, ଘଟଣାସ୍ଥଳରେ ଉତ୍ତେଜନା ଜାରି
  • ||
  • ଭଦ୍ରକ: ବଉଳ ପୋଖରୀ ଅଞ୍ଚଳରୁ ୩୧୬ ଗ୍ରାମ୍ ବ୍ରାଉନସୁଗର ଜବତ କଲା ଗ୍ରାମଞ୍ଚଳ ଥାନା ପୋଲିସ, ୩ ଗିରଫ
  • ||
  • କେନ୍ଦୁଝର: ନିଖୋଜ ୪ ବର୍ଷର ଶିଶୁକନ୍ୟାର ଉଲଂଗ୍ନ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ
  • ||
  • ଖପ୍ରାଖୋଲ: ଯୁବକ ନିଖୋଜ ଅଭିଯୋଗ, ଶୁଳିଆବାହାଳ ଜଙ୍ଗଲ ମାଟିତଳୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଢ଼େଙ୍କାନାଳ: ଷଢ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଲହଡ଼ା ସରଂକ୍ଷିତ ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଦନ୍ତା, ସେପ୍ଟିସିମିଆ ରୋଗରେ ଥିଲା ପୀଡିତ
  • ||
  • ନୂଆଦିଲ୍ଲୀ : ଆରପାରିରେ ଭେଟେରାନ୍ ଅଭିନେତ୍ରୀ ମୀନୁ ମୁମତାଜ
  • ||
  • ବାଙ୍କୀ : ଜଙ୍ଗଲୀ ବାରହା ଉପଦ୍ରବ, ରାତିହେଲେ ଉଜାଡୁଛନ୍ତି ଏକର ଏକର ଫସଲ
  • ||
  • ଭୁବନ : ବାଲି ଘାଟକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ବାପ-ପୁଅ ଗୁରୁତର
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୦୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ଖସିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ : ନଭେମ୍ବର ୨୯ରୁ ସଂସଦର ଶୀତ ଅଧିବେଶନ, ୨୦ଟି କାର୍ଯ୍ୟ ଦିବସ ରହିବ
  • ||
  • ଭୁବନେଶ୍ୱର : ଆଗକୁ ବଢ଼ିବ ଶୀତ, ଆଭ୍ୟନ୍ତରୀଣ ଓଡ଼ିଶାରେ ୨ ଡିଗ୍ରୀ ଖସିଲା ତାପମାତ୍ରା
  • ||
  • ଭୁବନେଶ୍ୱର : ଓଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ, ପୁରୀ ସଦର ବିଡିଓ ଭାବେ ନୂଆ ଦାୟିତ୍ଵ ସମ୍ଭାଳିବେ ସମ୍ବିତ ଶତପଥୀ
  • ||
  • ସୁନ୍ଦରଗଡ଼ : ହାତୀପଲଙ୍କୁ ଘଉଡାଇବା ବେଳେ ଅଘଟଣ, ହାତୀ ଆକ୍ରମଣରେ ଯୁବକ ମୃତ
  • ||

ଆଜିର ରାଶିଫଳ (୦୮/୦୮ ଶନିବାର)

ମେଷ : ଧନ-ସମ୍ପଦ ବୃଦ୍ଧିର ସୂଚନା ମିଳୁଛି। ବହୁମୂଲ୍ୟବାନ ଦ୍ରବ୍ୟଲାଭ ହେବ। ଯଶସ୍ୱୀହେବେ। ଲୋକପ୍ରିୟତା ଅର୍ଜନ କରିବେ । ସରକାରୀସ୍ତରରେ ସମ୍ମାନିତ ହେବାସହିତରାଜକୋଷ ଅର୍ଥ ପ୍ରାପ୍ତ ହେବେ।

ବୃଷ : ବିଭିନ୍ନସ୍ତରରୁ ଅର୍ଥ ପ୍ରାପ୍ତ ହେବ। ସୁଯୋଗସୃଷ୍ଟ ହୋଇଛି। କୁଳ-ବଂଶର ସମ୍ମାନ ରକ୍ଷାକରିବେ। ମନ ପ୍ରସନ୍ନରହିବ। ଦୟାଳୁସ୍ୱଭାବର ହେବେ। ବ୍ୟବସାୟଲାଭଜନକହେବ।

ମିଥୁନ : ବିବାଦୀୟ ଘଟଣାରେ ବିଜୟୀ ହେବେ। ଭାଗ୍ୟଶାଳୀ ହୋଇପାରନ୍ତି। ଦିନଟି ଭୋଗବିଳାସରେ ଅତିବାହିତ କରିପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣଜୀବନ ଯାପନ କରିବେ।

କର୍କଟ : ଜମିବାଡି ବିବାଦରେ ଜଡିତ ହୋଇ ପାରନ୍ତି । ସାମାନ୍ୟ ଅସୁସ୍ଥ ଅନୁଭବ କରିବେ। ସ୍ୱାଭିମାନୀ ହେବେ। ଅଷ୍ଟମଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବେ।

ସିଂହ : କର୍ମକ୍ଷେତ୍ର ଏପରି ସୁଗମ ହେବ ଯେ, ଇଚ୍ଛା ଅନୁସାରେ ଫଳ ପ୍ରାପ୍ତ ହେବ। ଆମୋଦ ପ୍ରମୋଦରେ ଦିନଟି ଅତିବାହିତ ହେବ। ବ୍ୟବସାୟଲାଭଜନକ ହେବ।

କନ୍ୟା : ନିଜ ଉପରେ ଯେପରିଚାପ ନ ପଡିବସେଥି ପାଇଁଚେଷ୍ଟାକରିବେ। ଆତ୍ମବଡିମା ଦେଖାଇ ପାରନ୍ତି। ଚାକିରିରେସୁନାମ ଅର୍ଜନ କରିବେ।

ତୁଳା : ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ବ୍ୟବସାୟରୁ ପ୍ରଚୁରଲାଭ ମିଳିବ।

ବିଛା : ସୁ-ସମ୍ବାଦ ପାଇଖୁସିହେବେ । ଉଦାରସ୍ୱଭାବରହେବେ । ଦାନ ଧର୍ମରେ ଦୀକ୍ଷିତ ହୋଇପାରନ୍ତି । ଉତ୍ତମବ୍ୟକ୍ତିତ୍ୱ ସମ୍ପନ୍ନ ହେବେ । ସ୍ୱାସ୍ଥ୍ୟ ଭଲ ରହିବ।

ଧନୁ : କାର୍ଯ୍ୟରେସଫଳତାଲାଭ କରିବେ । ମନ ପ୍ରସନ୍ନରହିବ । ଆସ୍ତିକସ୍ୱଭାବରହୋଇପାରନ୍ତି। ମେଳାପୀ ପ୍ରକୃତିର ହେବେ। ବିବାଦ ଓ ପ୍ରତିଯୋଗିତାରେ ବିଜୟୀ ହେବେ।

ମକର : କିଛି ସମସ୍ୟାର ସମ୍ମୁଖୀନ ହେଲେ ବି ଧନାଗମରେ ବାଧା ଉପୁଜିବ ନାହିଁ। ଭାଗ୍ୟଶାଳୀ ହେବେ । ବ୍ୟକ୍ତିବିଶେଷଭାବେ ନିଜର ପରିଚୟ ସୃଷ୍ଟି କରିବେ ।

କୁମ୍ଭ : ସୁଖ-ସମ୍ମାନ ଲାଭ କରିପାରନ୍ତି । ରୁଚିୁକରଭୋଜନରେ ଆପ୍ୟାୟିତ ହେବେ । ମୋକଦ୍ଦମାରେ ରାୟ ଆପଣଙ୍କସପକ୍ଷରେ ଯିବ । ଐଶ୍ୱର୍ଯ୍ୟଯୁକ୍ତ ହେବେ ।

ମୀନ : ଘାତଚନ୍ଦ୍ରଭୋଗ ହେଉଥିବାରୁ ସମସ୍ୟାକୁ ଜଗିଚଳିବାକୁ ପଡିବ । ଥଣ୍ଡାକଫରେ ପୀଡିତ ହୋଇପାରନ୍ତି । ସାମୟିକଭାବେ ନିରୋଳାରେ କାର୍ଯ୍ୟ କରିବାକୁ ଇଚ୍ଛା କରିବେ ।