PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ଆଜିର ରାଶିଫଳ ( ୧୩/୧୨, ଶୁକ୍ରବାର)

ମେଷ- କର୍ମକ୍ଷେତ୍ରରେ ଅଗ୍ରଗତି କରିବେ। ବାଣିଜ୍ୟ,ବ୍ୟବସାୟରେ ଉନ୍ନତି ହେବ। ପରିବାରରେ ସୁଖ ଶାନ୍ତି ବଜାୟ ରହିବ। ମହିଳାମାନେ ବିଭିନ୍ନ କାମରେ ସଫଳତା ପାଇବେ। ଶୁଭ ରଙ୍ଗ ଲାଲ୍। ଶୁଭ ଅଙ୍କ ୧।

ବୃଷ- ନିଜର ଗୁଣ ଗରିମାକୁ ବଜାୟ ରଖିବେ। ବ୍ୟବସାୟରେ ଉନ୍ନତି କରିବେ। ଚାକିରି କ୍ଷେତ୍ରରେ ଉନ୍ନତି ଓ ବିବାଦର ସମାଧାନ ହେବ। କର୍ମ କ୍ଷେତ୍ରରେ ଦାୟିତ୍ୱବାନ୍ ହେବେ। ଶୁଭ ରଙ୍ଗ ଧୂସର। ଶୁଭ ଅଙ୍କ ୪।

ମିଥୁନ- କର୍ମକ୍ଷେତ୍ରରେ ସଫଳତା ପାଇବେ। ନୂତନ ଯାନବାହନ କିଣିବାକୁ ଚାହିଁବେ। ସାହିତ୍ୟ,କଳା, କ୍ଷେତ୍ରରେ ଉନ୍ନତି ଓ ପଡୋଶୀମାନଙ୍କ ସହିତ ସୁସମ୍ପର୍କ ସ୍ଥାପନ ହେବ। ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୭।

କର୍କଟ- ମାନସିକ ଚିନ୍ତା ଦୂର ହେବ। ବ୍ୟବସାୟରେ ଅଗ୍ରଗତି କରିବେ। ପାରିବାରିକ କ୍ଷେତ୍ରରେ ଉନ୍ନତି ହୋଇପାରେ। ଜ୍ଞାନ ଗବେଷଣା କ୍ଷେତ୍ରରେ ସଫଳତା ମିଳିବ। ପିଲାମାନଙ୍କ କ୍ୟାରିୟରରେ ଉନ୍ନତି ପାଇଁ ଚେଷ୍ଟା କରିବେ। ଶୁଭ ରଙ୍ଗ ଧଳା। ଶୁଭ ଅଙ୍କ ୭।

ସିଂହ- କର୍ମକ୍ଷେତ୍ରରେ ସଫଳତା ପାଇବେ। ନୂତନ କର୍ମ ଲାଭ ଏବଂ ସରକାରୀ କ୍ଷେତ୍ରରେ ଉନ୍ନତି ହେବ। ଉଚ୍ଚ ହାକିମଙ୍କର କୃପା ଲାଭ ହୋଇପାରେ। ପୂର୍ବରୁ ବାକି ରହିଥିବା କାର୍ଯ୍ୟ ପୂରଣ କରିବେ। ଶୁଭ ରଙ୍ଗ ବ୍ରାଉନ୍। ଶୁଭ ଅଙ୍କ ୬।

କନ୍ୟା- ପାରିବାରିକ ସମ୍ପର୍କ ମଧୁର ଏବଂ ବ୍ୟବସାୟରେ ଉନ୍ନତି ହେବ। ସାହିତ୍ୟ କ୍ଷେତ୍ରରେ ପାରଦର୍ଶିତା ଦେଖାଇବେ। ଚାକିରି କ୍ଷେତ୍ରରେ ଉଚ୍ଚ ପଦ ପାଇବେ। ଶୁଭ ରଙ୍ଗ କ୍ରୀମ୍। ଶୁଭ ଅଙ୍କ ୧ ।

ତୁଳା- ପାରିବାରିକ କ୍ଷେତ୍ରରେ ଉନ୍ନତି ଏବଂ ବାଣିଜ୍ୟ ବ୍ୟବସାୟରେ ଉନ୍ନତି ହେବ। ପରିବହନ କ୍ଷେତ୍ରରେ ଉନ୍ନତି ହୋଇପାରେ। ମାଙ୍ଗଳିକ କାର୍ଯ୍ୟରେ ମନ ଦେବେ। ଦୂର ଯାଗାରୁ ଶୁଭ ଖବର ମିଳିବ। ଶୁଭ ରଙ୍ଗ ଧଳା। ଶୁଭ ଅଙ୍କ ୮।

ବିଛା- ସମସ୍ୟା ସମାଧାନ ହୋଇଯିବ। ବାଣିଜ୍ୟ ବ୍ୟବସାୟରେ ଉନ୍ନତି ଓ ନିର୍ଦ୍ଦିଷ୍ଟ ଦିଗରୁ ଧନଲାଭ ହେବ । ଆର୍ଥିକ କ୍ଷେତ୍ରରେ ଉନ୍ନତି କରିବେ। ଚାକିରି କ୍ଷେତ୍ରରେ ଉନ୍ନତି ହୋଇପାରେ । ଶୁଭ ରଙ୍ଗ ଗ୍ରୀନ୍। ଶୁଭ ଅଙ୍କ ୪।

ଧନୁ- କୌଣସି କାରଣରୁ ମନ ଉତ୍ସାହିତ ହୋଇପାରେ। ବାଣିଜ୍ୟ କ୍ଷେତ୍ରରେ ଉନ୍ନତି ଓ ପାରିବାରିକ କ୍ଷେତ୍ରରେ ଉନ୍ନତି ହେବ।  ଉନ୍ନତ ଧରଣର ଚିନ୍ତାଧାରା ଜାଗ୍ରତ ହୋଇପାରେ। ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୧।

ମକର- କାର୍ଯ୍ୟ କ୍ଷେତ୍ରରେ ଉଚ୍ଚ ସ୍ତରୀୟ ବ୍ୟକ୍ତିମାନଙ୍କ ସହ ସଂପର୍କ ବଢିବ। ଚାକିରି କ୍ଷେତ୍ରରେ ସଫଳତା ମିଳିବ। ପାରିବାରିକ କ୍ଷେତ୍ରରେ ଉନ୍ନତି ହେବ। ଉଚ୍ଚ ଶିକ୍ଷା ପାଇଁ ଆଗ୍ରହୀ ହେବେ। ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୭।

କୁମ୍ଭ- ବାଣିଜ୍ୟ କାରବାରରେ ବୃଦ୍ଧି ଏବଂ ଗୃହ ପରିବର୍ତ୍ତନ ହେବ। ପଡୋଶୀମାନଙ୍କ ସହିତ ମିଶିବେ। କର୍ମ କ୍ଷେତ୍ରରେ ପଦୋନ୍ନତି ପାଇବେ। ଗୁରୁଜନମାନଙ୍କର ସେବା କରିବେ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୩।

ମୀନ- ପାରିବାରିକ ସମ୍ପର୍କ ମଧୁର ହେବ। ପୂର୍ବ ଦିଗରୁ ଯାଗାବାଡି ମିଳିବ। ଆକସ୍ମିକ ଧନ ଲାଭ ହେବ। ଅତିଥି ଅଭ୍ୟାଗତି ଘରକୁ ଆସିବେ। ଶ୍ୱେତ ଦ୍ରବ୍ୟ ଲାଭ ହେବ। ଶୁଭ ରଙ୍ଗ ଗ୍ରୀନ୍। ଶୁଭ ଅଙ୍କ ୪