PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ଆଜିର ରାଶିଫଳ (୧୭/୧୨, ମଙ୍ଗଳବାର)

ମେଷ- ଆର୍ଥିକକ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। କର୍ମକ୍ଷେତ୍ରରେ ଉତ୍ସାହବୃଦ୍ଧି ପାଇବ। ମନ ପ୍ରସନ୍ନରହିବ। ଆସ୍ତିକ ସ୍ୱଭାବର ଓ ସରଳ ପ୍ରକୃତି ଏବଂ ମଧୁରଭାଷୀ ଯୋଗୁଁ ଆଦରଣୀୟ। ଶୁଭରଙ୍ଗ ଲାଲ୍।ଶୁଭଅଙ୍କ ୩।

ବୃଷ- ଅଶାନ୍ତ ମନକୁ ଶାନ୍ତ କରିବାର ଉଦ୍ୟମ ଚଳାଇ ପାରନ୍ତି। ଭାଗ୍ୟର ପରିବର୍ତ୍ତନ ଘଟିବ। ସ୍ତ୍ରୀ ବିଳାସୀ ହେବେ। ମିତ୍ର ସୁଖଲାଭ କରିପାରନ୍ତି। ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି। ଶୁଭରଙ୍ଗ ୟେଲୋ।ଶୁଭ ଅଙ୍କ ୫।

ମିଥୁନ – ଆତ୍ମ ସନ୍ତୋଷ ମିଳିପାରେ।ଶ୍ରୀଚନ୍ଦ୍ରଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ଐଶ୍ୱର୍ଯ୍ୟଯୁକ୍ତ ହେବାକୁ ଉଦ୍ୟମ ଜାରି ରଖିବେ। ଶୁଭରଙ୍ଗ ଧୂସର।ଶୁଭ ଅଙ୍କ ୭।

କର୍କଟ- ବନ୍ଧୁ ସହଯୋଗ ମିଳିପାରେ। କାର୍ଯ୍ୟ ବିଳମ୍ବିତ ହେବ। ଥଣ୍ଡା-କଫ ଜନିତ ସାମାନ୍ୟ ପୀଡା ଅନୁଭବ କରିପାରନ୍ତି। ଚଞ୍ଚଳ ସ୍ୱଭାବର ହେବେ।ଏକାନ୍ତରେ ସମୟ ବିତାଇବାକୁ ଇଚ୍ଛା କରିବେ। ଶୁଭରଙ୍ଗ ଧଳା।ଶୁଭ ଅଙ୍କ ୨।

ସିଂହ- ମୂଲ୍ୟବାନ୍ ଦ୍ରବ୍ୟଲାଭ ହେବ।ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ଯଶସ୍ୱୀ ହେବେ।ଲୋକପ୍ରିୟତା ଅର୍ଜନ କରିପାରନ୍ତି।ସରକାରୀ ସ୍ତରରେ ସମ୍ମାନିତ ହେବେ।ଶୁଭରଙ୍ଗ କ୍ରୀମ୍।ଶୁଭ ଅଙ୍କ ୯।

କନ୍ୟା- ଚିନ୍ତା ଦୂରେଇ ଯିବ। ଦିନଟି ଶ୍ରମବହୁଳ ହୋଇପାରେ।କୁଳ ଦୀପକହେବେ। ମନ ପ୍ରସନ୍ନ ରହିବ। ସୁସ୍ଥରହିବେ। ଦୟାଳୁ ସ୍ୱଭାବର ହୋଇପାରନ୍ତି। ବିଭାଗୀୟ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।ଶୁଭରଙ୍ଗଲାଲ୍।ଶୁଭ ଅଙ୍କ ୧।

ତୁଳା- ଉତ୍ସବାଦିରେ ଯୋଗଦାନ କରିପାରନ୍ତି। ଭାଗ୍ୟଶାଳୀହେବେ। ଦିନଟି ଭୋଗ ବିଳାସରେ ଅତିବାହିତ କରିପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ଶୁଭରଙ୍ଗ ନାରଙ୍ଗୀ।ଶୁଭ ଅଙ୍କ ୪।

ବିଛା- କାର୍ଯ୍ୟକ୍ଷେତ୍ର କଷ୍ଟସାଧ୍ୟ ହେବ।କଳହଠାରୁ ଦୂରେଇ ରହିବାକୁ ଚେଷ୍ଟା କରିବେ। ସ୍ୱାଭିମାନୀହେବେ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଶାରିରୀକ ଦୁର୍ବଳତା ଅନୁଭବକରିପାରନ୍ତି।ଶୁଭରଙ୍ଗ ଗ୍ରୀନ୍।ଶୁଭ ଅଙ୍କ ୯।

ଧନୁ- ଉପୁଜିଥିବା ସମସ୍ତ ଅସୁବିଧା ଦୂରହେବ।ବନ୍ଧୁସହଯୋଗ ପାଇଖୁସି ହୋଇପାରନ୍ତି।ବ୍ୟବସାୟ ଲାଭଜନକହେବ ନାହିଁ।ସମାଜସେବୀ ଭାବେ ସୁନାମ ଅର୍ଜନ କରିବେ।ଶୁଭରଙ୍ଗ ଧଳା।ଶୁଭ ଅଙ୍କ ।

ମକର- ନୂତନ ଗାଡିକ୍ରୟ କରିବାର ସୁଯୋଗ ଅଛି।ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ଦୀର୍ଘାୟୁ ହେବେ।ଶକ୍ତିମାନ ହେବେ।ଶତ୍ରୁହନ୍ତା ହେବାର ସୂଚନା ମିଳୁଛି।କିଛି ଅଶୁଭ ଫଳର ସୂଚନା ମିଳୁଛି।ଶୁଭ ରଙ୍ଗ ଲାଲ୍।ଶୁଭ ଅଙ୍କ ୩।

କୁମ୍ଭ – ଶୁଭ କାର୍ଯ୍ୟରେ ଯୋଗ ଦାନ କରି ସମ୍ମାନିତ ହୋଇପାରନ୍ତି। ଚଞ୍ଚଳ ପ୍ରକୃତିର ହେବେ।କନ୍ୟା ସନ୍ତାନଙ୍କ ଦ୍ୱାରା ଉପକୃତହେବେ। ଆକସ୍ମିକ ଧନଲାଭର ସୂଚନାମିଳୁଛି।ଶୁଭରଙ୍ଗ ୟେଲୋ।ଶୁଭ ଅଙ୍କ ୮।

ମୀନ- ଯାତ୍ରାକାଳୀନ କ୍ଳାନ୍ତି ଅନୁଭବକରିପାରନ୍ତି। କଳହଠାରୁ ନିଜକୁ ଦୂରେଇରଖିବେ। ଉଦାର ସ୍ୱଭାବର ହେବେ। ଦାନଶୀଳ ହୋଇପାରନ୍ତି। କୃଷି କର୍ମକାରୀ ହେବେ।ସ୍ୱାସ୍ଥ୍ୟ ଅସୁସ୍ଥ ରହିବ।ଶୁଭରଙ୍ଗ ଗ୍ରୀନ୍। ଶୁଭ ଅଙ୍କ ୩।