ଆଜିର ରାଶିଫଳ (୩୦/୦୬, ମଙ୍ଗଳବାର)

ମେଷ : ପ୍ରିୟାପ୍ରୀତି ତୋଷଣ କରିପାରନ୍ତି। କାର୍ଯ୍ୟକୁ କରାୟତ୍ତ କରିବା ପାଇଁ ଇଚ୍ଛା ଶକ୍ତି ପ୍ରୟୋଗ କରିବେ । ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ। ଶୁଭ ରଙ୍ଗ ଗ୍ରୀନ୍। ଶୁଭ ଅଙ୍କ ୬।

ବୃଷ : ଦୁଃସାହସିକ କାର୍ଯ୍ୟ କରି ପ୍ରଶଂସନୀୟ ହେବେ। ପଢା-ପଢିରେ ମନୋନିବେଶ କରିବେ। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଶୁଭ ରଙ୍ଗ କଫି। ଶୁଭ ଅଙ୍କ ୪।

ମିଥୁନ : ଶ୍ରମର ମୂଲ୍ୟ ମିଳିବ। କେତେକ କ୍ଷେତ୍ରରେ ଭୁଲବୁଝାମଣା ଘଟିପାରେ। ବିଭିନ୍ନ ଦିଗରୁ ଧନାଗମ ହେବାର ସୂଚନା ମିଳୁଛି। ଶୁଭ ରଙ୍ଗ ଲାଲ୍। ଶୁଭ ଅଙ୍କ ୧।

କର୍କଟ : ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ। ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଦେବ ଦର୍ଶନର ସୌଭାଗ୍ୟ ଅଛି। ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୮।

ସିଂହ : ସୁଖ-ସନ୍ତୋଷ ଲାଭ କରିପାରନ୍ତି। ଆକସ୍ମିକ ସମସ୍ୟାର ସମାଧାନ କରିବାରେ ସଫଳ ହେବେ। ଧନାଗମର ସୂଚନା ମିଳୁଛି। ଶୁଭ ରଙ୍ଗ ଧଳା। ଶୁଭ ଅଙ୍କ ୪।

କନ୍ୟା : ଭଲ ଆୟ ପାଇଁ ଆଶାବାଦୀ ହେବେ ଓ ସଫଳତା ମିଳିବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଶୁଭ ରଙ୍ଗ ଗ୍ରୀନ୍। ଶୁଭ ଅଙ୍କ ୯।

ତୁଳା : ଶତ୍ରୁ ଦମନ କରିବାରେ ବହୁ ଅର୍ଥ ବ୍ୟୟ କରିପାରନ୍ତି। ସମ୍ମାନିତ ହୋଇପାରନ୍ତି। ବିବାଦୀୟ ଘଟଣାରେ ଜଡିତ ନ ହୋଇ ନୀରବ ଦର୍ଶକ ସାଜି ପାରନ୍ତି। ଶୁଭ ରଙ୍ଗ ମେରୁନ୍। ଶୁଭ ଅଙ୍କ ୩।

ବିଛା : ପ୍ରତ୍ୟେକ କ୍ଷେତ୍ରରେ ଅପୂର୍ବ ସଫଳତା ଲାଭ କରିବେ। ସୁସମ୍ବାଦ ପାଇ ଉତ୍‌-ଫୁଲ୍ଲିତ ହେବେ। ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୫।

ଧନୁ : କାର୍ଯ୍ୟରେ ସଫଳତା ଲାଭ କରିବେ। ପରୋପକାରରେ ନିଜକୁ ନିୟୋଜିତ କରିପାରନ୍ତି। ଶୁଭ ସମାଚାର ପାଇ ଖୁସି ହେବେ। ଶୁଭ ରଙ୍ଗ ଧଳା। ଶୁଭ ଅଙ୍କ ୯।

ମକର : ଯାତ୍ରାକାଳୀନ ମାର୍ଗ ଉନ୍ମୁକ୍ତ ରହିଛି। ମନ ପ୍ରସନ୍ନ ରହିବ। କାର୍ଯ୍ୟରେ ସଫଳତା ଲାଭ କରିବେ । କ୍ଷମତାର ସଦ୍‌-ବ୍ୟବହାର କରିବେ। ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୨।

କୁମ୍ଭ : ‘ଯେସା କୁ ତେସା’ ନୀତି ଅବଲମ୍ବନ କରି କୃତକାର୍ଯ୍ୟ ହେବେ। ବିଭିନ୍ନ ସ୍ତରରେ ସମ୍ମାନିତ ହେବେ। ଅର୍ଥ ଟାଣ-ଟୁଣ ରହିବ। ଶୁଭ ରଙ୍ଗ ନୀଳ। ଶୁଭ ଅଙ୍କ ୪।

ମୀନ : ଯାତ୍ରା ଶୁଭ ପ୍ରଦ ହେବ। ସୁଖକର ଘଟଣାମାନ ଘଟିବ। କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୧।

   ସମ୍ବନ୍ଧିତ ଖବର


ଆଜିର ରାଶିଫଳ (୧୨/୦୭,ରବିବାର)

ଆସନ୍ତା ସପ୍ତାହର ରାଶିଫଳ- ଶୁଭ ଫଳ ପାଇଁ ପାଇବେ ଏହି ରାଶିର ବ୍ୟକ୍ତି

ଆଜିର ରାଶିଫଳ (୧୧/୦୭ ଶନିବାର)

ଆଜିର ରାଶିଫଳ (୧୦/୦୭,ଶୁକ୍ରବାର)

ଆଜିର ରାଶିଫଳ (୯/୦୭, ଗୁରୁବାର)

ଆଜିର ରାଶିଫଳ (୮/୭ ବୁଧବାର)