ଚଳିତ ସପ୍ତାହର ରାଶିଫଳ- ଅର୍ଥପ୍ରାପ୍ତି ଯୋଗ ରହିଛି ଏହି ରାଶିର…

ମେଷ: ସପ୍ତାହଟିରେ ଅର୍ଥପ୍ରାପ୍ତି ଯୋଗ ରହିଛି । ମହିଳାମାନେ ଆଦର ସମ୍ମାନ ପାଇବେ । ଚାକିରିରେ ନିଷ୍ଠା ରହିବ । ପରିବହନ, ବ୍ୟବସାୟ ଲାଭାନ୍ୱିତ ହେବେ । ବିଦ୍ୟାର୍ଥୀ ସଫଳ ହେବେ । ଭାଗ୍ୟାଙ୍କ-୧, ଶୁଭ ରଙ୍ଗ-ପିଙ୍କ୍‌, ବିଧେୟ-ଗ୍ରାମଦେବୀଙ୍କୁ ଉପାସନା କରନ୍ତୁ ।

ବୃଷ- ସପ୍ତାହଟି କର୍ମକ୍ଷେତ୍ରରେ ଦୃଢ଼ମନା ରହିବେ । ପରିଶ୍ରମର ଫଳ ପାଇବେ । ପ୍ରଶାସନ ଓ ରାଜନୀତିରେ ସୁନାମ ପାଇବେ । ପରିବହନ, ଶିଳ୍ପ ଓ ବ୍ୟବସାୟ ଲାଭଜନକ ରହିବ । ଭାଗ୍ୟାଙ୍କ-୪, ଶୁଭ ରଙ୍ଗମେଟାଲିକ୍‌, ବିଧେୟ-ପ୍ରଭୁ ହନୁମାନଙ୍କୁ ଉପାସନା କରନ୍ତୁ ।

ମିଥୁନ-ସପ୍ତାହଟିରେ କର୍ମକ୍ଷେତ୍ରରେ ସୁନାମ ପାଇବେ । ଚାକିରିରେ ସ୍ଥାନାନ୍ତର ଯୋଗ ରହିଛି । ମହିଳାମାନେ ଯଶକିର୍ତ୍ତି ପାଇବେ । ରାଜନୀତିରେ ପ୍ରସିଦ୍ଧି ବଢ଼ିବ । ଭାଗ୍ୟାଙ୍କ-୫, ଶୁଭ ରଙ୍ଗ-ସବୁଜ, ବିଧେୟ-ପ୍ରଭୁ ଜଗନ୍ନାଥଙ୍କୁ ଉପାସନା କରନ୍ତୁ ।

କର୍କଟ- ସପ୍ତାହର ଚଳଚଞ୍ଚଳ ରହିବେ । ପଡ଼ୋଶୀଙ୍କ ସହଯୋଗ ପାଇ ଆଗେଇବେ । ରାଜନୀତିରେ ଲୋକପ୍ରିୟତା ବୃଦ୍ଧି ପାଇବ । ପରିବହନ, ଶିଳ୍ପ ଓ ବ୍ୟବସାୟରେ ଲାଭଜନକ ରହିବ । ଭାଗ୍ୟାଙ୍କ-୮,ଶୁଭ ରଙ୍ଗ- ଆକାଶି, ବିଧେୟ-ମା’ ତାରିଣୀଙ୍କୁ ଉପାସନା କରନ୍ତୁ ।

ସିଂହ- ସପ୍ତାହର ଚଳଚଞ୍ଚଳ ରହିବେ । ପଡ଼ୋଶୀଙ୍କ ସହଯୋଗ ପାଇ ଆଗେଇବେ । ରାଜନୀତିରେ ଲୋକପ୍ରିୟତା ବୃଦ୍ଧି ପାଇବ । ପରିବହନ,ଶିଳ୍ପ ଓ ବ୍ୟବସାୟରେ ଲାଭଜନକ ରହିବ । ଭାଗ୍ୟାଙ୍କ-୮,ଶୁଭ ରଙ୍ଗ- ଆକାଶି, ବିଧେୟ-ମା’ ତାରିଣୀଙ୍କୁ ଉପାସନା କରନ୍ତୁ ।

କନ୍ୟା- ସପ୍ତାହରେ କର୍ମକ୍ଷେତ୍ରରେ ସହଯୋଗ ପାଇ ଆଗେଇବେ । ଅତିଥିଙ୍କ ଆଗମନ ହୋଇପାରେ । ପ୍ରଶାସନ ଓ ରାଜନୀତିରେ ସମ୍ମାନ ପାଇବ । ବିଦ୍ୟାର୍ଥୀ ସଫଳ ହେବେ । ଭାଗ୍ୟାଙ୍କ-୩, ଶୁଭ ରଙ୍ଗଗୋଲଡେନ୍‌, ବିଧେୟ- ହରଗୌରୀଙ୍କୁ ଉପାସନା କରନ୍ତୁ ।

ତୁଳା- ସପ୍ତାହଟିରେ କର୍ମକ୍ଷେତ୍ରରେ ସହଯୋଗ ମିଳିବ । ଦେହ ମନ ଭଲ ରହିବ । ମହିଳାମାନେ ପରିଶ୍ରମୀ ହେବେ । ରାଜନୀତିରେ ପ୍ରସିଦ୍ଧି ପାଇବେ । ବିଦ୍ୟାର୍ଥୀ ସଫଳ ହେବେ । ଭାଗ୍ୟାଙ୍କ-୬, ଶୁଭ ରଙ୍ଗସିଲଭର, ବିଧେୟ-ନବଦୁର୍ଗାଙ୍କୁ ଉପାସନା କରନ୍ତୁ ।

ବିଛା-ସପ୍ତାହଟିରେ ସମସ୍ୟା ଭିତରେ ଆଗେଇ ଚାଲିବେ । ମହିଳାମାନେ ଆତ୍ମନିର୍ଭରଶୀଳ ହେବେ । ରାଜନୀତିରେ ନେତୃତ୍ୱ ବୃଦ୍ଧି ପାଇବ । ବ୍ୟବସାୟରେ ସ୍ୱଳ୍ପ ଲାଭ ହେବ । ।ଗ୍ୟାଙ୍କ-୮, ଶୁଭ ରଙ୍ଗ- ଆକାଶି, ବିଧେୟ- ପ୍ରଭୁ ଗଣେଶଙ୍କୁ ଉପାସନା କରନ୍ତୁ ।

ଧନୁ- ସପ୍ତାହଟିରେ କର୍ମକ୍ଷେତ୍ରରେ ମନ୍ଥରତା ରହିବ । ମହିଳାମାନେ ରକ୍ଷଣଶୀଳ ହେବେ । ପ୍ରଶାସନ ଓ ରାଜନୀତିରେ ଲୋକପ୍ରିୟତା ବୃଦ୍ଧି ପାଇବ । ବିଦ୍ୟାର୍ଥୀମାନେ ସଫଳ ହେବେ । ଭାଗ୍ୟାଙ୍କ-୧, ଶୁଭ ରଙ୍ଗ- ପିଙ୍କ୍‌, ବିଧେୟ-ଅନାଥଙ୍କୁ ସାହାଯ୍ୟ କରନ୍ତୁ ।

ମକର- ସପ୍ତାହଟିରେ ଅଟକିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ । ମହିଳାମାନେ ଆଦର ସମ୍ମାନ ପାଇବେ । ରାଜନୀତିରେ ଲୋକସମ୍ପର୍କ ବୃଦ୍ଧି ପାଇବ । ପରିବହନ ଓ ବ୍ୟବସାୟ ଲାଭନ୍ୱିତ ହେବେ । ଭାଗ୍ୟାଙ୍କ-୩, ଶୁଭ ରଙ୍ଗ-ଗୋଲଡେନ୍‌, ବିଧେୟ-କୁକୁରକୁ ରୁଟି ଦିଅନ୍ତୁ ।

କୁମ୍ଭ- ସପ୍ତାହଟିରେ କର୍ମକ୍ଷେତ୍ରରେ ସୁନାମ ପାଇବେ । ଚାକିରିରେ ସ୍ଥାନାନ୍ତର ଯୋଗ ରହିଛି । ମହିଳାମାନେ ଯଶକିର୍ତ୍ତି ପାଇବେ । ରାଜନୀତିରେ ପ୍ରସିଦ୍ଧି ବଢ଼ିବ । ଭାଗ୍ୟାଙ୍କ-୫, ଶୁଭ ରଙ୍ଗ-ସବୁଜ, ବିଧେୟ-ପ୍ରଭୁ ଜଗନ୍ନାଥଙ୍କୁ ଉପାସନା କରନ୍ତୁ ।

ମୀନ- ସପ୍ତାହଟିରେ ଅର୍ଥପ୍ରାପ୍ତି ଯୋଗ ରହିଛି । ମହିଳାମାନେ ଆଦର ସମ୍ମାନ ପାଇବେ । ଚାକିରିରେ ନିଷ୍ଠା ରହିବ । ପରିବହନ, ବ୍ୟବସାୟ ଲାଭାନ୍ୱିତ ହେବେ । ବିଦ୍ୟାର୍ଥୀ ସଫଳ ହେବେ । ଭାଗ୍ୟାଙ୍କ-୧, ଶୁଭ ରଙ୍ଗ-ପିଙ୍କ୍‌, ବିଧେୟ-ଗ୍ରାମଦେବୀଙ୍କୁ ଉପାସନା କରନ୍ତୁ ।

   ସମ୍ବନ୍ଧିତ ଖବର


ଆଜିର ରାଶିଫଳ (୨୬/୧୦, ସୋମବାର)

ଚଳିତ ସପ୍ତାହର ରାଶିଫଳ-ଆକସ୍ମିକ ଧନଲାଭ ଓ ଆୟର ପନ୍ଥା ସୁଗମ ହେବ ଏହି ରାଶିର

ଆଜିର ରାଶିଫଳ (୨୫/୧୦,ରବିବାର)

ରବିବାର ରାଶିଫଳ, ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ

ଆଜିର ରାଶିଫଳ (୨୪/୧୦ ଶନିବାର)

ଶନିବାର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ