PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍‌ ଅମରିନ୍ଦର ସିଂହ
  • ||
  • ଏସିଏଫ୍‌ ସୌମରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣା – ଭୁବନେଶ୍ୱର ଫରେନସିକ୍‌ ଲ୍ୟାବ୍‌ରେ ଡିଏଫ୍‌ଓ , ରୋଷେୟାଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଚାଲିଛି
  • ||
  • କେନ୍ଦୁଝର: ମହିଳାଙ୍କୁ ନିର୍ଯାତନା ଦେବା କାରଣରୁ ସ୍ୱାମୀ, ଶାଶୁ, ଶଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ୍
  • ||
  • ଲୋଇସିଂହା: ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଦାରିଙ୍ଗବାଡି : ସଂରକ୍ଷିତ ଜଙ୍ଗଲରୁ ଚୋରା ଚାଲାଣ ବେଳେ କାଠପଟା ଜବତ, ଜଣେ ଗିରଫ
  • ||
  • ଲୋଇସିଂହା : ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ, କାରଣ ଅସ୍ପଷ୍ଟ
  • ||
  • କେନ୍ଦୁଝର : ମହିଳାଙ୍କୁ ନିର୍ଯାତନା ଦେବାରୁ ସ୍ୱାମୀ, ଶାଶୁ, ଶ୍ଵଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ ଦଣ୍ଡ
  • ||
  • ପଦ୍ମପୁର: ଗଜଲକ୍ଷ୍ମୀ ଷ୍ଟୋରରେ ଜିଏସଟି ବିଭାଗର ଚଢ଼ାଉ
  • ||
  • ବ୍ରହ୍ମପୁର: ଗଞ୍ଜାମରେ ୧୦୧୦ଗାଁ ବାଲ୍ୟ ବିବାହ ମୁକ୍ତ ଘୋଷଣା କଲା ପ୍ରଶାସନ
  • ||
  • ବଲାଙ୍ଗୀର: ରାତିରେ ପରିବାର ଲୋକଙ୍କ ସହ ଶୋଇଥିଲା ବେଳେ ମହିଳାଙ୍କୁ କାମୁଡି ଦେଲା ବିଷାକ୍ତ ସାପ, ଆଖିବୁଜଲେ ମହିଳା
  • ||
  • ପାଟଣା: ପୂର୍ବତନ ପାଟଣା ବିଧାୟକ ରାମରାଇ ମୁଣ୍ଡାଙ୍କ ପରଲୋକ
  • ||
  • ସମ୍ବଲପୁର: ହୀରାକୁଦର ପୁଣି ବନ୍ଦ ହେଲା ୬ ଗେଟ୍, ୧୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
  • ||
  • ବାଙ୍କୀ : ହୁଳୁହୁଳା ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ, ବାଙ୍କୀର ବହୁ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୨୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରୁ ୨୪ ଘଣ୍ଟା ମଧ୍ୟରେ ଆଉ ୬୯୫ଜଣ କରୋନା ପଜିଟିଭ୍ ଚିହ୍ନଟ
  • ||
  • ସଠିପୁର : ଦୁଇ କଣ୍ଟେନର ମୁହାଁମୁହିଁ ଧକ୍କା, ଉଭୟ ଡ୍ରାଇଭର ଆହତ
  • ||
  • ଜଗତସିଂହପୁ : ହଂସୁଆ ନଈରେ ଘାଇ, ୧୦ରୁ ଅଧିକ ଗାଁ ଜଳମଗ୍ନ
  • ||
  • ସମ୍ବଲପୁର : ସୁଧୁରୁଛି ଉପରମୁଣ୍ଡର ବନ୍ୟା ସ୍ଥିତି, ହୀରାକୁଦରେ ବନ୍ଦ ହେଲା ୪ ଗେଟ୍‌, ୨୪ ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି
  • ||
  • କାମାକ୍ଷାନଗର : ଚାଷୀଙ୍କୁ ଦଳି ମାରିଲା ଦନ୍ତା
  • ||
  • ରାଉରକେଲା : ବିମାନଘାଟି ପରିସରରେ ଜଣେ ମହିଳା ଶ୍ରମିକଙ୍କୁ ଦୁଷ୍କର୍ମ ଉଦ୍ୟମ, ଠିକା କର୍ମଚାରୀ ଅଟକ
  • ||

ଇନଷ୍ଟାଗ୍ରାମ୍‌ ପୋଷ୍ଟରେ ବି ଆପଣ ଅର୍ଥ ରୋଜଗାର କରି ପାରିବେ , ଅଧିକ ଫଲୋୟରର ଆବଶ୍ୟକ ନାହିଁ

ଇନଷ୍ଟାଗ୍ରାମ୍‌ର ବ୍ୟବହାର ବହୁତ ଲୋକ କରିଥାନ୍ତି । ଅନେକ ଲୋକ ଏହାର ବ୍ୟବହାର ଏଣ୍ଟରଟେନ୍‌ମେଣ୍ଟ, ଚାଟିଂ ବା ଅର୍ଥ ରୋଜଗାର ପାଇଁ କରିଥାନ୍ତି । ଇନଷ୍ଟାଗ୍ରାମ୍‌ ମାଧ୍ୟମରେ ଆପଣ ବି ଟଙ୍କା ରୋଜଗାର କରିପାରିବେ। ଏଥିପାଇଁ ଆପଣଙ୍କ ପାଖରେ ବହୁତ ଅଧିକ ଫଲୋୟର ହେବା ଆବଶ୍ୟକ ନାହିଁ । ଯଦି ଆପଣଙ୍କ ପାଖରେ ୧,୦୦୦ ଫଲୋୟର ଅଛନ୍ତି ଏବଂ ଏହାସହ ଆପଣଙ୍କର ଏନ୍‌ଗେଜ୍‌ମେଣ୍ଟ ଭଲ ଅଛି ତ ଆପଣ ଆରାମରେ ଇନଷ୍ଟାଗ୍ରାମ୍‌ରୁ ଅର୍ଥ ରୋଜଗାର କରିପାରିବେ ।  

Instagram

ଏଠାରେ ଆପଣଙ୍କୁ  ଇନଷ୍ଟାଗ୍ରାମ୍‌ରେ ଅର୍ଥ ରୋଜଗାର କରିବା ପାଇଁ କିଛି ଟିପ୍ସ ବିଷୟରେ କହୁଛୁ । ଏହି ଟିପ୍ସକୁ ଫଲୋ କରି ଆପଣ ସହଜରେ ଇନଷ୍ଟାଗ୍ରାମ୍‌ରେ ଏଣ୍ଟରଟେନମେଣ୍ଟ କରିବା ସହ ଅର୍ଥ ବି ରୋଜଗାର କରିପାରିବେ। ଏଥିପାଇଁ ସବୁଠୁ ପ୍ରଥମ ଉପାୟ ଆପଣ ଇନଫ୍ଲୁଏନ୍ସର ହୋଇଯାନ୍ତୁ । ସୋସିଆଲ ମିଡ଼ିଆ ଇନଫ୍ଲୁଏନ୍ସର ଅର୍ଥ  ଆପଣ ନିଜର ଅନ୍‌ଲାଇନ୍‌ ଫଲୋୟର୍ସ ସର୍କିଲ ଉପରେ ପ୍ରଭାବ ପକାଇ  ପାରିବେ ।

Instagram

ଏହି ସହଜ ଭାଷାରେ  ବୁଝିବା ତ ଆପଣଙ୍କର ପୋଷ୍ଟରୁ ଯଦି ଆପଣଙ୍କର ହଜାର ହଜାର ଫଲୋୟର ପ୍ରଭାବିତ ହେଉଛନ୍ତି  ତ ଆପଣ ସୋସିଆଲ ମିଡ଼ିଆ ଇନଫ୍ଲୁଏନ୍ସର । ଏହା ମାଧ୍ୟମରେ ଆପଣ  କୌଣସି ବ୍ରାଣ୍ଡ ସହ  ମିଶି  ତାଙ୍କର ପ୍ରଡକ୍ଚକୁ ନିଜର ପ୍ରୋଫାଇଲରୁ ପ୍ରମୋଟ କରିପାରିବେ ।  ଫଲୋୟର୍ସ ଓ ଏନଗେଜମେଣ୍ଟ ହିସାବରେ ପୋଷ୍ଟର ରେଟ୍‌ ସ୍ଥିର ହୋଇଥାଏ । ଯଦି ଆପଣଙ୍କ ପାଖରେ ବହୁତ ଫଲୋୟର ଓ ଏନଗେଜମେଣ୍ଟ ବହୁତ ଭଲ , ଆପଣଙ୍କୁ ଗୋଟିଏ ପୋଷ୍ଟ ପାଇ ଅନେକ ହଜାର ଟଙ୍କା ମିଳିପାରେ ।

Instagram

ଯଦି ଆପଣଙ୍କୁ ଫଟୋଗ୍ରାଫିର ସଉକ ଅଛି ତ ଆପଣ ନିଜର ଫଟୋକୁ ଇନଷ୍ଟାଗ୍ରାମ୍‌ରେ ବିକ୍ରି କରି  ଅର୍ଥ ରୋଜଗାର କରିପାରିବେ । ଏଥିପାଇଁ  ଆପଣ ଏହା ଉପରେ ଆର୍ଟ ଇଲଷ୍ଟ୍ରେସନ୍ସ, ଭିଡ଼ିଓ ଓ ଏନିମେସନ , ପେଟିଂ ,ପକିଚର, ସେଲଫି ଓ ଭିଜୁଆଲ କଣ୍ଟେଣ୍ଟର ଦ୍ୱିତୀୟ ଫର୍ମକୁ ଦେଖାଇ ପାରିବେ । ଏଥିପାଇଁ  ଆପଣ ୱାଟରମାର୍କ ସହ ଭଲ ଫଟୋକୁ ଅପଲୋଡ୍‌ କରିପାରିବେ । ଆଉ ମଧ୍ୟ ଆପଣ ଇନଷ୍ଟାଗ୍ରାମ୍‌ ବ୍ୟବହାର କରି ନିଜର ୱେବସାଇଟ୍‌ ବା ବ୍ଲଗ୍‌ରେ ଟ୍ରାଫିକ୍‌ ଆଣି ପାରିବେ । ଏଥିରେ  ଆପଣ ସେଠାରେ ଥିବା ଆଡ୍‌ ମାଧ୍ୟମରେ ରେଭେନ୍ୟୁ ପାଇ ପାରିବେ । ଏହା ବ୍ୟତୀତ  ଆପଣ ଇନଷ୍ଟାଗ୍ରାମ୍‌ରେ ନିଜର କୌଣସି ବିଜନେସ୍‌କୁ ବି ପ୍ରମୋଟ୍‌  କରିପାରିବେ ।  ଏଥିରେ ଆପଣ ବିଜନେସ୍‌କୁ ବହୁତ ଫାଇଦା ମିଳିବ ଏବଂ ଏଥିପାଇଁ ଅଧିକ ଖର୍ଚ୍ଚ କରିବା ଆବଶ୍ୟକ ନାହିଁ ।  

ଏହାସହ ବି ଆପଣ ପଢ଼ନ୍ତୁ –ଜବରଦସ୍ତ ବିଷ ପିଆଇଲେ , ଗୁପ୍ତାଙ୍ଗରେ ଲଙ୍କାଗୁଣ୍ଡ ପୂରାଇବାକୁ କଲେ…