PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲା –ଅକ୍ଟୋବର ୩୦ ତାରିଖ ଯାଏ ଜେଲରେ ରହିବେ ଆର୍ୟନ ଖାନ୍ , ଆର୍ୟନଙ୍କ ହାଜତ ମିଆଦ ବୃଦ୍ଧ କଲେ ସ୍ୱତନ୍ତ୍ର ଏନ୍ସିବି କୋର୍ଟ
  • ||
  • ନଵମ ଓ ଦଶମ ଶ୍ରେଣୀ ପରୀକ୍ଷା ପଦ୍ଧତିରେ ପରିଵର୍ତ୍ତନ : ଵର୍ଷକୁ ୪ଟି ଫରମେଟିଭ୍ ଆସେସମେଣ୍ଟ ହେଵ
  • ||
  • କଳାହାଣ୍ଡି ମମିତା ମେହେର ହତ୍ୟା ମାମଲା – କେ ଗାଁ ଥାନା ଆଇଆଇସି ଡମୁ ପରଜା ନିଲମ୍ୱିତ , କର୍ତ୍ତବ୍ୟରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ ନେଲେ କଳାହାଣ୍ଡି ଏସ୍‌ପି
  • ||
  • ୩ ପ୍ରତିଶତ ବଢ଼ିଲା କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା, ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁରୀ
  • ||
  • ପାଡ଼ୁଆ: ଜଙ୍ଗଲରୁ ପାଡ଼ୁଆ: ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କଲା ପାଡୁଆ ଥାନା ପୋଲିସ, ଗଞ୍ଜେଇ ମାଫିଆଙ୍କୁ ଧରିବା ପାଇଁ ତଦନ୍ତ ଜାରି
  • ||
  • ବଲାଙ୍ଗୀର: ମମିତା ମେହେର ମର୍ଡର ମିଷ୍ଟ୍ରି, ଅଟକ ଜେସିବି ଡ୍ରାଇଭର ଗିରଫ କରିପାରେ ପୋଲିସ
  • ||
  • ରାୟଗଡ଼​‌: ଗୁଣି ଗାରେଡି ସନ୍ଦେହରେ ଟ୍ରିପଲ ମର୍ଡର ଘଟଣା, ୯ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କଲେ ଜିଲ୍ଲା ଓ ଦୌରା ଜଜ ଅଦାଲତ
  • ||
  • ଭବାନୀପାଟଣା: ମମିତା ମେହର ହତ୍ୟା ଘଟଣାରେ ସିବିଆଇ ତଦନ୍ତ କରାଯାଉ : ସ୍ମୃତିରାଣୀ ପଟ୍ଟନାୟକ
  • ||
  • ଭୁବନେଶ୍ୱର: ଆଜିଠୁ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସରୁମ ପାଠପଢ଼ା, ନଭେମ୍ୱର ପହିଲାରୁ ୟୁନିଫର୍ମ ବାଧ୍ୟତାମୂଳକ
  • ||
  • ପୁରୀ: ଆଜିଠୁ ସେବାୟତଙ୍କ ଡ୍ରେସ୍‌କୋଡ୍, ଶ୍ରୀମନ୍ଦିରରେ ପାରମ୍ପରିକ ବସ୍ତ୍ର ପରିଧାନ କରି ପ୍ରବେଶ କରିବେ ସେବକ
  • ||
  • ବଲାଙ୍ଗୀର: ଆଜି ବିଜେପି ପକ୍ଷରୁ ବଲାଙ୍ଗୀର ବନ୍ଦ ପାଳନ, ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଯାତାୟତ ଠପ୍
  • ||
  • ଭୁବନେଶ୍ୱର: ଆଜି ଯୁକ୍ତ ୩ ସ୍ପଟ୍‌ ନାମଲେଖା ଆବେଦନ କପି ଦାଖଲ ଶେଷ, ୨୭ରୁ ନାମଲେଖା
  • ||
  • ଭୁବନେଶ୍ୱର: ଆଜିଠୁ ଶୁଖିଲା ପାଗ, ୨୩ ସୁଦ୍ଧା ସମ୍ପୂର୍ଣ୍ଣ ରୂପେ ଫେରିଯିବ ମୌସୁମୀ ବାୟୁ
  • ||

ଘରେ କିଭଳି ତିଆରି କରିବେ କରୋନା ଭ୍ୟାକସିନ୍? କୋଭିଡର ଘରୋଇ ଚିକିତ୍ସା ପାଇଁ ଲୋକେ ଗୁଗୁଲରେ ଏସବୁ କରୁଛନ୍ତି ସର୍ଚ୍ଚ

ନୂଆଦିଲ୍ଲୀ,୫।୮: କରୋନା ଭାଇରସ୍ ମହାମାରୀ ଏଭଳି ବ୍ୟାପିଛି ଯେ, ସାରା ଦୁନିଆ ତ୍ରାହି ତ୍ରାହି କରିବାରେ ଲାଗିଛି। ସ୍ବାସ୍ଥ୍ୟ ସମ୍ପର୍କିତ ଯେତେସବୁ ରିସର୍ଚ୍ଚ ସେଣ୍ଟର ରହିଛି, ଅଧିକାଂଶ କରୋନାର ଔଷଧ କିମ୍ବା ଭ୍ୟାକସିନ୍ ବିକଶିତ କରିବାରେ ଲାଗିଛନ୍ତି। ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଏଭଳି ସ୍ଥିତିରେ ଲୋକମାନେ କରୋନା ଭାଇରସର ଭ୍ୟାକସିନ୍ ଓ ଔଷଧକୁ ନେଇ ସୂଚନା ଦେବାକୁ ଚାହାନ୍ତି। ସେମାନେ ଇଣ୍ଟରନେଟରେ ଏ ବିଷୟରେ ସର୍ଚ୍ଚ କରନ୍ତି। କିନ୍ତୁ ବହୁ ସଂଖ୍ୟାରେ ୟୁଜର, ଖୋଜୁଛନ୍ତି ଘରେ କରୋନା ଭ୍ୟାକସିନ୍ କିଭଳି ତିଆରି କରିପାରିବେ। ଘରେ କରୋନାର ଚିକିତ୍ସା କିଭଳି ଖୋଜିପାରିବେ? ଲୋକମାନେ ଘରେ ବସି ରିସର୍ଚ୍ଚ କରୁଛନ୍ତି

ଗୁଗୁଲର ଟ୍ରେଡସଙ୍କ ମତରେ, ଭାରତରେ ଏଭଳି ସର୍ଚ୍ଚ ଗତ ଏକ-ଦୁଇ ମାସ ଭିତରେ ବଢିବାରେ ଲାଗିଛି।  how to treat covid at home ନେଇ ଅପ୍ରେଲ-ମଇ ମଧ୍ୟରେ ସର୍ଚ୍ଚ ହେଉଥିଲା କିନ୍ତୁ ଜୁନରେ ଶେଷ ହେବା ବେଳକୁ ୟୁଜଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିଯାଇଥିଲା। ଭାରତରେ ଗତ ୩ ମାସରେ କରୋନା ସମ୍ପର୍କିତ ସର୍ଚ୍ଚ ଖୁବ୍ ଅଧିକ ବଢି ଯାଇଛି। ଘରେ କରୋନା ଭ୍ୟାକସିନ୍ ତିଆରି କରିବାକୁ ନେଇ ଲୋକମାନେ ମଧ୍ୟ ଅଧିକ ଆଗ୍ରହ କରୁଛନ୍ତି, ଗତ ଏକ ମାସରେ ବଢିଯାଇଛି। ଗୁଗୁଲରେ ଗତ ୩ ମାସ ଧରି how to treat covid at home, how to make coronavirus vaccine at home, corona ka gharelu ilaj in hindi ଭଳି ଜିନିଷକୁ ଅଧିକ ସର୍ଚ୍ଚ କରାଯାଉଛି।

How to treat covid at home ରେ ଅଧିକାଂଶ ସର୍ଚ୍ଚ ପଶ୍ଚିମବଙ୍ଗ, କର୍ଣ୍ଣାଟକ, ମହାରାଷ୍ଟ୍ର, ତାମିଲନାଡୁ ଓ ଉତ୍ତର ପ୍ରଦେଶରେ ରହିଛି। ସେଭଳି ଘରେ କରୋନା ଭ୍ୟାକସିନ୍ ତିଆରି କରିବାରେ ପ୍ରାୟ ସମସ୍ତ ରାଜ୍ୟର ୟୁଜର୍ସ ଖୋଜିଛନ୍ତି। ଆନ୍ଧ୍ରପ୍ରଦେଶ, ଛତିଶଗଡ, ଆସାମ, ଗୁଜରାଟ, ଜମ୍ମୁ-କଶ୍ମୀରରେ ଏହାକୁ ଅଧିକ ସର୍ଚ୍ଚ କରାଯାଏ। ଭ୍ୟାକସିନକୁ ନେଇ ଭାରତୀୟଙ୍କର ଆଗ୍ରହ ବଢିବାରେ ଲାଗିଛି, ସେଭଳି ମଇ, ଜୁନ୍ ଓ ଜୁଲାଇ(ଏପର୍ଯ୍ୟନ୍ତ) ଟପ୍ କି-ଓ୍ବାର୍ଡସରେ ଗୋଟିଏ ରହିଛି।

କୌଣସି ଜଡି-ବୁଟି କିମ୍ବା ସାଧାରଣ ଫର୍ମୁଲାକୁ ଘରେ ଟେଷ୍ଟ କରାଯାଇପାରେ, କିନ୍ତୁ ସାଧାରଣ ଭାବରେ ଔଷଧ ଜଟିଳ ଯୌଗିକ ହୋଇଥାଏ। ଭଳିକି ଭଳି ତତ୍ତ୍ବକୁ ମିଶାଇ ତିଆରି ହୋଇଥାଏ। ବିନା ଲାବରେଟେରୀରେ ତାଙ୍କ ଘରେ ଏକ୍ସଟ୍ରାକ୍ଟ ପାଇବା ସମ୍ଭବ ନୁହେଁ। ଘରେ ଭ୍ୟାକସିନ୍  ତିଆରି କରିବା ଅସମ୍ଭବ ହେବ। ଏଥିପାଇଁ ଆପଣଙ୍କୁ ଯେଉଁ ଲେବଲର ରିସର୍ଚ୍ଚ ଫାସିଲିଟି ଦରକାର, ସେ କେବଳ କୌଣସି ବଡ ରିସର୍ଚ୍ଚ ଲ୍ୟାବରୁ ମିଳିପାରିବ।

କରୋନା ଭାଇରସ୍ ଏଭଳି ଏକ ରୋଗ ଭାବରେ ବାହାରିଛି, ଯେଉଁଥିରେ ରୋଗୀଙ୍କୁ ହୀନତା ନଜରରେ ଦେଖାଯାଇଥାଏ। ଭାରତରେ ଏଭଳି ଅନେକ ମାମଲା ରହିଛି, ଯେଉଁଠି ରୋଗୀଙ୍କୁ ସମାଜରେ ଖୁବ୍ ଖରାପ ଦୃଷ୍ଟିରେ ଦେଖୁଛନ୍ତି। ଆଖପାଖରେ ସାବଧାନୀ ରହିବା କାରଣରୁ ଡରର ପରିବେଶ ସୃଷ୍ଟି ହୋଇଛି। ବହୁ ମନୋବିଜ୍ଞାନୀଙ୍କ ମତରେ ରୋଗୀଙ୍କୁ ଇମ୍ପେକସନ୍ ହେବାପରେ ବି ସାମନାକୁ ଆସିନାହାନ୍ତି, କାରଣ ତାଙ୍କୁ ସୋସିଆଲ ବୟକଟର ଭୟ ରହିଛି। ତେଣୁ ଘରେ କରୋନାର ଚିକିତ୍ସା, ଔଷଧ ଏବଂ ଭ୍ୟାକାସିନକୁ ନେଇ ଲୋକ ସର୍ଚ୍ଚ କରିଥାନ୍ତି।

ସମ୍ବନ୍ଧିତ ଖବର