PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

ଇଣ୍ଟରନେଟ୍ ସ୍ପିଡ୍ କମିଗଲେ ବି ବିନା ବଫର୍‌ରେ ଦେଖିପାରିବେ ଭିଡିଓ, ଜାଣନ୍ତୁ ଏହାର ଟ୍ରିକ୍

ନୂଆଦିଲ୍ଲୀ, ୨୧/୦୭ : ୟୁ-ଟ୍ୟୁବରେ ଭିଡିଓ ଦେଖିବା ବେଳେ ପ୍ରାୟତଃ ଆପଣଙ୍କର ଇଣ୍ଟରନେଟ୍ ଡାଟା ଶେଷ ହୋଇଯାଉଥିବ ଏବଂ ଭିଡିଓଟି ରହି ରହି ଚାଲୁଥିବ। ତେବେ ଆପଣ ଏକ ସାଧାରଣ ଉପାୟରେ ଏହି ସମସ୍ୟାର ସମାଧାନ କରିପାରିବେ ଏବଂ ୟୁ-ଟ୍ୟୁବରେ ବିନା ବଫରରେ ଭିଡିଓ ଦେଖିପାରିବେ। ଜାଣନ୍ତୁ ଏହାର ଉପାୟ-

-ପ୍ରଥମେ ଭିଡିଓ ପ୍ଲେୟାର ସେଟିଂ ଉପରେ କ୍ଲିକ୍ କରନ୍ତୁ। ଏହା ପରେ ଆପଣଙ୍କୁ ବିକଳ୍ପ ଦେଖାଯିବ। ଏଥିରୁ ଆପଣ ଭିଡିଓର କମ୍ କ୍ଵାଲିଟିକୁ ବାଛନ୍ତୁ। ଯେପରିକି ୨୪୦P ଏବଂ ୩୬୦P ବାଛିବେ।
-ଆପଣ ବ୍ରାଉଜିଂ ବନ୍ଦ ନକରିବା ଯାଏଁ ଏହି ସେଟିଂରେ ଭିଡିଓ ଚାଲିବ। ଏହାପରେ ଭିଡିଓ ଚଲାଇବା ଆରମ୍ଭ କରନ୍ତୁ।
-ଯଦି ଆପଣ କମ୍ପ୍ୟୁଟରର ବ୍ୟବହାର କରୁଛନ୍ତି ତେବେ ଆପଣ କ୍ରୋମ୍ କିମ୍ଵା ଫାୟାରପକ୍ସ ବ୍ରାଉଜର ବ୍ୟବହାର କରନ୍ତୁ।

ତେବେ ଆପଣଙ୍କୁ ଭଲ ଭିଡିଓ ଦେଖାଇବା ପାଇଁ ୟୁଟ୍ୟୁବ ଆପଣଙ୍କ ଭିଡିଓ ଷ୍ଟ୍ରିମ୍ କ୍ଵାଲିଟିରେ ପରିବର୍ତ୍ତନ କରିଥାଏ। ତେବେ ଆପଣଙ୍କର ଇଣ୍ଟରନେଟକୁ ଦେଖି ୟୁଟ୍ୟୁବ୍ ଭିଡିଓ କ୍ଵାଲିଟିରେ ପରିବର୍ତ୍ତନ କରେ।

ସମ୍ବନ୍ଧିତ ଖବର