PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶିଶୁ ଅପହରଣ ଉଦ୍ୟମ ପଣ୍ଡ, ବାଇକ ରୁ ଲମ୍ଫ ମାରି ଦୁର୍ବୃତ୍ତଙ୍କ କବଳରୁ ମୁକୁଳିଲା ୧୨ ବର୍ଷର ଶିଶୁ ପୁତ୍ର, ଜଗତସିଂହପୁର ଥାନାରେ ମାମଲା।
  • ||
  • ଢେଙ୍କାନାଳ: ସାଇକୃପା ଆବାସିକ ମହାବିଦ୍ୟାଳୟରୁ ୪ଜଣ ଛାତ୍ର କୋଭିଡ ପଜିଟିଭ ଚିହ୍ନଟ, ଆରଟିପିସିଆର ଟେଷ୍ଟ ପାଇଁ ୨୬୦ ଜଣଙ୍କର ସାମ୍ପଲ ପାଠାଗଲା
  • ||
  • କମ୍ପିବ ବିଧାନସଭା: ମମିତା ମେହେର ହତ୍ୟା ଘଟଣା, ଧାନମଣ୍ଡି ଅବ୍ୟବସ୍ଥା, ଦୁର୍ନୀତି ପ୍ରସଙ୍ଗରେ ସରକାରଙ୍କୁ ଘେରିବ ବିଜେପି
  • ||
  • ନରସିଂହପୁର: ପିଉସୀ ଘରକୁ ବୁଲିବାକୁ ଆସିଥିବା ବେଳେ କୂଅରେ ପଡ଼ି ଚାଲିଗଲା ବାଳକ ଜୀବନ
  • ||
  • ନରସିଂହପୁର: ନରସିଂହପୁରରେ ମାତିଲେ ଦୁର୍ବୁତ୍ତ, ସ୍କାଏ ଲାଇଟ ଭାଙ୍ଗି ଲୁଟିନେଲେ ଟଙ୍କା ଆସବାବପତ୍ର
  • ||
  • ଜଗତସିଂହପୁର : ଆରମ୍ଭ ହେଲା ୨ଦିନିଆ ସାଗର କବଚ ଓଡି -୨୧ ସମରାଭ୍ୟାସ
  • ||
  • ଚନ୍ଦ୍ରଶେଖରପୁର : ଜଣଙ୍କ ପାଇଁ ଦୁଇ ପ୍ରେମିକ ମଧ୍ୟରେ ହଣାମରା, ବିଚ୍ ରାସ୍ତାରେ ଚାଲିଲା ଖଣ୍ଡଯୁଦ୍ଧ
  • ||
  • ସୋନପୁର : ସୋନପୁରରେ ଇଷ୍ଟଦେବୀ ସୁରେଶ୍ଵରୀ ମନ୍ଦିରରୁ ଚୋରି
  • ||
  • ଭୁବନେଶ୍ୱର : ଆଜି ଅଭିନେତ୍ରୀ ଗୁନ୍‌ଗୁନ୍‌ଙ୍କ ବିବାହ, ଅଭିସ୍ମିତଙ୍କ ସହ ପଡିବ ହାତଗଣ୍ଠି
  • ||
  • ଭୁବନେଶ୍ୱର : ଆସୁଛି ସମ୍ଭାବ୍ୟ ବାତ୍ୟା ‘ଜୱାଦ୍‌’, ୩ ତାରିଖ ଯାଏଁ ଥରାଇବ ଶୀତ, ୪ରେ ନିର୍ଧୁମ ବର୍ଷା ସମ୍ଭାବନା
  • ||
  • ସୁକିନ୍ଦା : ଶତାୟୁ ପଦ୍ମଶ୍ରୀ ନନ୍ଦ ସାର୍ କରୋନା ସଂକ୍ରମିତ, ଘରୋଇ ହସ୍ପିଟାଲରେ ଭର୍ତ୍ତି
  • ||

ବୃଦ୍ଧ ବ୍ୟକ୍ତିଙ୍କ ସହ ମାଟିରେ ଚକା ପକାଇ ବସି ଆଲୋଚନା କଲେ ଆଇଏଏସ୍‌ ଅଧିକାରୀ କହିଲେ -ଲେଖିଲେ “ମାଟିରେ ତ ମୁଁ ମଜବୁତ ରୁହେ, ମାର୍ବଲରେ ପାଦ ଖସିଯାଏ”

ଆଇଏଏସ୍‌ ଅଧିକାରୀ । ନିଜ ଜିଲ୍ଲା ପରିଦର୍ଶନ କରିବାକୁ ଯିବା ସମୟରେ ରାସ୍ତାରେ ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ମାଟି ଉପରେ ବସିଥିବା ଦେଖିଥିଲେ । କିଛି ଆଲୋଚନା ପାଇଁ ସେ ନିଜ ଗାଡିରୁ ଓହ୍ଲାଇ ପଡିବା ସହ ସେଠାରେ ଚକା ପକାଇ ବସି ବେଶ୍‌ କିଛି ସମୟ ନିଜ ଲୋକ ପରି ଆଲୋଚନା କରିଥିଲେ । ଏହାର ଫଟୋକୁ ସେ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିବା ସହ…. ଅଭିଜ୍ଞତା ଅଛି ମାଟିରେ ତ ମୁଁ ମଜବୁତ ରୁହେ, ମାର୍ବଲରେ ପାଦ ଖସିଯାଏ ବୋଲି ଉଲ୍ଲେଖ କରିଥିଲେ । ଏହି ଫଟୋ ଏବେ ଭାଇରାଲ୍‌ ହେବାରେ ଲାଗିଛି ।

ଏହି ଫଟୋରେ ଆଇଏଏସ୍‌ ଅଧିକାରୀ ରମେଶ ଘୋଲପ ଜଣେ ବୟସ୍କ ବ୍ୟକ୍ତିଙ୍କ ସହ ତଳେ ରାସ୍ତାକଡ ମାଟିରେ ବସି କିଛି ଆଲୋଚନା କରୁଥିବା ଦେଖିବା ପାଇଁ ମିଳିଛି । ତାଙ୍କ ସହ ଯାଇଥିବା ଡ୍ରାଇଭର୍‌ ଏବଂ ସୁରକ୍ଷା କର୍ମୀ ଗାଡି ଭିତରେ ରହିଥିବା ବେଳେ ସେ ବାହାରେ ମାଟି ଉପରେ ବସି କଥାବାର୍ତ୍ତା କରୁଥିବା ଦେଖିବା ପାଇଁ ମିଳିଛି ।

ଏହି ଫଟୋଟି ଲୋକଙ୍କର ହୃଦୟକୁ ଜିତିଛି ଲୋକମାନେ ବେଶ୍ ଏହି ଫଟୋକୁ ବେଶ୍‌ ପସନ୍ଦ କରିବା ସହ ଅଧିକାରୀଙ୍କର ପ୍ରଶଂସା କରିଛନ୍ତି । ହଜାର ହଜାର ଲୋକ ଏହାକୁ ଲାଇକ୍‌ କରିଥିବା ବେଳେ କମେଣ୍ଟ ମଧ୍ୟ ଦେଇଛନ୍ତି ।

ସମ୍ବନ୍ଧିତ ଖବର