PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

ବିସିସିଆଇ କଥା ମାନିଲା ଆଇସିସି, ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ପାଇଁ ଦେଲା ସମୟ

business-standard

ନୂଆଦିଲ୍ଲୀ: ବିସିସିଆଇ ଆଗାମୀ ଟି-ଟ୍ୱେଣ୍ଟି ବିଶ୍ୱକପ୍‌କୁ ଘରୋଇ ଭେନ୍ୟୁରେ ଆୟୋଜନ କରିବାକୁ ଚାହୁଁଛି । କିନ୍ତୁ ଦେଶରେ ଏବେ କରୋନା ସ୍ଥିତି ଭଲ ନାହିଁ । ଆଗକୁ ସଂକ୍ରମଣର ତୃତୀୟ ଲହରୀ ଆସିବ । ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇ ପାରିବ କି ନାହିଁ ସେ ନେଇ ଆଶଙ୍କା ଦେଖା ଦେଇଛି । ତେଣୁ ଏ ବିଷୟରେ ନିଷ୍ପତ୍ତି ନେବା ପାଇଁ ଆଇସିସିକୁ ବିସିସିଆଇ ସମୟ ମାଗିଥିଲା । ଆଇସିସି ଏଥିରେ ରାଜି ହୋଇ ଜୁନ ୨୮ ପର୍ଯ୍ୟନ୍ତ ସମୟ ଦେଇଛି । ଏହି ସମୟରେ ମଧ୍ୟରେ ବିସିସିଆଇ ବିଶ୍ୱକପ୍‌ ଘରୋଇ ଭେନ୍ୟୁରେ ନା ଅନ୍ୟ ବିକଳ୍ପ ଭେନ୍ୟୁରେ (ୟୁଏଇ)ରେ ଆୟୋଜନ କରିବ ସେ ସଂପର୍କରେ ନିଷ୍ପତ୍ତି ନେବ ।