PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍‌ ଅମରିନ୍ଦର ସିଂହ
  • ||
  • ଏସିଏଫ୍‌ ସୌମରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣା – ଭୁବନେଶ୍ୱର ଫରେନସିକ୍‌ ଲ୍ୟାବ୍‌ରେ ଡିଏଫ୍‌ଓ , ରୋଷେୟାଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଚାଲିଛି
  • ||
  • କେନ୍ଦୁଝର: ମହିଳାଙ୍କୁ ନିର୍ଯାତନା ଦେବା କାରଣରୁ ସ୍ୱାମୀ, ଶାଶୁ, ଶଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ୍
  • ||
  • ଲୋଇସିଂହା: ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଦାରିଙ୍ଗବାଡି : ସଂରକ୍ଷିତ ଜଙ୍ଗଲରୁ ଚୋରା ଚାଲାଣ ବେଳେ କାଠପଟା ଜବତ, ଜଣେ ଗିରଫ
  • ||
  • ଲୋଇସିଂହା : ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ, କାରଣ ଅସ୍ପଷ୍ଟ
  • ||
  • କେନ୍ଦୁଝର : ମହିଳାଙ୍କୁ ନିର୍ଯାତନା ଦେବାରୁ ସ୍ୱାମୀ, ଶାଶୁ, ଶ୍ଵଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ ଦଣ୍ଡ
  • ||
  • ପଦ୍ମପୁର: ଗଜଲକ୍ଷ୍ମୀ ଷ୍ଟୋରରେ ଜିଏସଟି ବିଭାଗର ଚଢ଼ାଉ
  • ||
  • ବ୍ରହ୍ମପୁର: ଗଞ୍ଜାମରେ ୧୦୧୦ଗାଁ ବାଲ୍ୟ ବିବାହ ମୁକ୍ତ ଘୋଷଣା କଲା ପ୍ରଶାସନ
  • ||
  • ବଲାଙ୍ଗୀର: ରାତିରେ ପରିବାର ଲୋକଙ୍କ ସହ ଶୋଇଥିଲା ବେଳେ ମହିଳାଙ୍କୁ କାମୁଡି ଦେଲା ବିଷାକ୍ତ ସାପ, ଆଖିବୁଜଲେ ମହିଳା
  • ||
  • ପାଟଣା: ପୂର୍ବତନ ପାଟଣା ବିଧାୟକ ରାମରାଇ ମୁଣ୍ଡାଙ୍କ ପରଲୋକ
  • ||
  • ସମ୍ବଲପୁର: ହୀରାକୁଦର ପୁଣି ବନ୍ଦ ହେଲା ୬ ଗେଟ୍, ୧୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
  • ||
  • ବାଙ୍କୀ : ହୁଳୁହୁଳା ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ, ବାଙ୍କୀର ବହୁ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୨୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରୁ ୨୪ ଘଣ୍ଟା ମଧ୍ୟରେ ଆଉ ୬୯୫ଜଣ କରୋନା ପଜିଟିଭ୍ ଚିହ୍ନଟ
  • ||
  • ସଠିପୁର : ଦୁଇ କଣ୍ଟେନର ମୁହାଁମୁହିଁ ଧକ୍କା, ଉଭୟ ଡ୍ରାଇଭର ଆହତ
  • ||
  • ଜଗତସିଂହପୁ : ହଂସୁଆ ନଈରେ ଘାଇ, ୧୦ରୁ ଅଧିକ ଗାଁ ଜଳମଗ୍ନ
  • ||
  • ସମ୍ବଲପୁର : ସୁଧୁରୁଛି ଉପରମୁଣ୍ଡର ବନ୍ୟା ସ୍ଥିତି, ହୀରାକୁଦରେ ବନ୍ଦ ହେଲା ୪ ଗେଟ୍‌, ୨୪ ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି
  • ||
  • କାମାକ୍ଷାନଗର : ଚାଷୀଙ୍କୁ ଦଳି ମାରିଲା ଦନ୍ତା
  • ||
  • ରାଉରକେଲା : ବିମାନଘାଟି ପରିସରରେ ଜଣେ ମହିଳା ଶ୍ରମିକଙ୍କୁ ଦୁଷ୍କର୍ମ ଉଦ୍ୟମ, ଠିକା କର୍ମଚାରୀ ଅଟକ
  • ||

ଘରେ ବସି ମୋବାଇଲରେ ଏହି ବ୍ୟାଙ୍କରେ ଖୋଲିପାରିବେ ଆକାଉଣ୍ଟ

ନୂଆଦିଲ୍ଲୀ,୧୬।୪: ଆଇଡିବିଆଇ ବ୍ୟାଙ୍କ ସେଭିଂ ଆକାଉଣ୍ଟ ଖୋଲିବା ଓ ଏହାକୁ ଆକ୍ଟିଭ କରିବା ନେଇ ଉପଭୋକ୍ତାଙ୍କ ସାହାର୍ଯ୍ୟ କରିବା ପାଇଁ ମୋବାଇଲ ଓ ଓ୍ବେବ ଆଧାରିତ ନୂତନ ସେବା ଆରମ୍ଭ କରିଛି। ବ୍ୟାଙ୍କ ପକ୍ଷରୁ ସୋମବାର ଜାରି କରାଯାଇଥିବା ବୟାନରେ କୁହାଯାଇଛି ଯେ ଉପଭୋକ୍ତାଙ୍କ ଆଧାର, ଇ-କେଓ୍ବାଇସି କିମ୍ବା କ୍ୟୁଆର କୋଡ ପନ୍ଧତି ଜରିଆରେ ନିଜର ଖାତା ଖୋଲି ପାରିବେ ଓ ଏହାକୁ ଆକ୍ଟିଭ କରିପାରିବେ। ଏଭଳି ଭାବରେ ଖାତା ଖୋଲୁଥିବା ଉପଭୋକ୍ତା ବ୍ୟାଙ୍କର କୌଣସି ଶାଖା ଓ ଚେକ୍ ବୁକ ଓ ଡେବିଟ୍ କାର୍ଡ ହାସଲ କରିପାରିବେ।

କୌଣସି ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା ପାଇଁ ଆପଣଙ୍କୁ ଫଟୋ ଆଇଡି ପ୍ରୁଫ୍-ଆଧାର, ଭୋଟର ଆଇଡି, ପାସପୋର୍ଟ ଓ ପ୍ୟାନ କାର୍ଡ, ପାସପୋର୍ଟ ସାଇଜ ଫଟୋ ଜରୁରୀ ହୋଇଥାଏ। ଏହାପରେ ନୂତନ ପକ୍ରିୟା ଦେଇ ଯିବାକୁ ପଡିଥାଏ। ଆକାଉଣ୍ଟ ଖୋଲିବା ପରେ ଆକାଉଣ୍ଟ ଆକ୍ଟିଭେଯ ହେବା ପାଇଁ ସମୟ ଲାଗିଥାଏ। କିନ୍ତୁ ଅନଲାଇନରେ ଆକାଉଣ୍ଟ ଖୋଲଯିବାର ସମୟ ବିଲକୁଲ ଲାଗିନଥାଏ ଓ ଆକାଉଣ୍ଟ ମଧ୍ୟ ତୁରନ୍ତ ଆକ୍ଟିଭ ହୋଇଯାଇଥାଏ।

ଯଦିଓ ଚେକବୁକ୍ ଓ ଏଟିଏମ୍ କାର୍ଡ ବିନା କଷ୍ଟମରଙ୍କୁ ବ୍ରାଞ୍ଚ ଭିଜିଟ୍ କରିବାକୁ ହେବ। ଯଦି ଆପଣ ଆଇଡିବିଆଇ ବ୍ୟାଙ୍କରେ ଆକାଉଣ୍ଟ ଖୋଲିବାକୁ ପଡେ ତେବେ ମାଗଣାରେ ଡେବିଟ୍ କାର୍ଡ, ଚେକବୁକ୍ ସମସ୍ତ ଟ୍ରାଞ୍ଜାକସନ୍ ଉପରେ ଏସ୍ଏମଏସ୍ ସୁବିଧା, ମେଲ ଆଲର୍ଟ ଓ ପ୍ରତି ମାସରେ ଷ୍ଟେଟମେଣ୍ଟ ମିଳିଥାଏ। ଏହା ବ୍ୟତୀତୀ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗର ମଧ୍ୟ ସୁବିଧା ମିଳିଥାଏ। ଯଦି ଆପଣ ଆଇଡିବିଆଇ ବ୍ୟାଙ୍କରୁ ୨୫ ଲକ୍ଷ ଟଙ୍କାରୁ ଅଧିକ ଜମା କରନ୍ତି ତେବେ ୪ ପ୍ରତିଶତ ସୁଦ୍ଧ ଦର ମିଳିଥାଏ। ନିକଟରେ ଏଲଆଇସି ଆଇଡିବିଆଇ ବ୍ୟାଙ୍କକୁ ଅଧିଗ୍ରହଣ କରିଛି। ରିଜର୍ଭ ବ୍ୟାଙ୍କ ଏହି ବ୍ୟାଙ୍କକୁ ଏବେ ପ୍ରାଇଭେଟ୍ କାଟାଗୋରିରେ ପକାଇ ଦେଇଛି।