ଜାମ୍ମୁ କାଶ୍ମୀର ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ: ୧୨ ଯବାନ ଶହୀଦ

ନୁଆଦିଲ୍ଲୀ ୧୪/୨: ଜାମ୍ମୁ କାଶ୍ମୀରର ପୁଲୱାମାରେ ଅବନ୍ତିପୁରାର ଗୋରିପୁରା ଅଞ୍ଚଳରେ ସିଆରପିଏଫଙ୍କ ଉପରକୁ ଏକ ବଡ ଆତଙ୍କବାଦୀ ଆକ୍ରମଣ ହୋଇଛି । ଏଥିରେ ସିଆରପିଏଫର ୧୨ ଯବାନ ଶହୀଦ ହୋଇଛନ୍ତି  । ୪୦ରୁ ଅଧିକ ଆହତ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ୧୫ ଯବାନ ଗୁରୁତର ଅଛନ୍ତି । ଆହତଙ୍କୁ ଶ୍ରୀନଗର ସ୍ଥିତ ସେନାଙ୍କ ହସ୍ପିଟାଲକୁ ନିଆଯାଇଛି ।  ତେବେ କହିରଖୁଛୁ ସିଆରପିଏଫମାନେ ଯାଉଥିବା ବସକୁ ଟାର୍ଗେଟ୍ କରି ଏହି ଆକ୍ରମଣ କରାଯାଇଛି । ଏହି ଆକ୍ରମଣରେ ଅନ୍ୟ କେତେକ ଯାନ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ସେନାର ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ ଏହି ଆଇଇଡି ବିସ୍ଫୋରଣ ଆତଙ୍କବାଦୀ ସଙ୍ଗଠନ ଜେଶ-ଏ-ମୋହମ୍ମଦ କରିଛି ।

ଜମ୍ମୁ କଶ୍ମୀର ପୂର୍ବତନ ମୁ୍ଖ୍ୟମନ୍ତ୍ରୀ  ମେହବୁବା ମୁଫ୍ତି ଏହି ଆକ୍ରମଣରେ ଦୁଃଖ ପ୍ରକାଶ କରିଛନ୍ତି ।

   ସମ୍ବନ୍ଧିତ ଖବର


ଏହି ସପ୍ତାହରୁ ୟୁରୋପରେ ପ୍ରଥମେ ଅକ୍ସଫୋର୍ଡ କରୋନା ଟିକାର ରୋଲିଂ ରିଭ୍ୟୁ ପାଇଁ ଯୋଜନା ଆରମ୍ଭ

କୋଟିପତି ଏବଂ ବଡ ବଡ ଉଦ୍ୟୋଗପତି ନେଇଛନ୍ତି ରୁଷ୍‌ର କରୋନା ଟିକା !

ସେନାର ଯବାନ ଖାଇବେ ଲ୍ୟାବ୍‌ର ପରିବା – ବଙ୍କରରେ ତିଆରି ହେବ

ବାସି ମିଠାର ଯୁଗ ଶେଷ- ଏବେ ମିଠା ଦୋକାନାରେ ମିଠା ତିଆରି ଏବଂ ଭଲ ରହିବା ତାରିଖ ଲେଖିବାକୁ ନିୟମ କଲେ FSSAI- ମିଠା ଦୋକାନୀଙ୍କ ବିରୋଧ

ଡେଲିଭରୀ ଫିସ୍‌ ଦେଇ ପାରିଲେନି ମହିଳା– ୩ ହଜାର ଟଙ୍କାରେ ନବଜାତ ଶିଶୁକୁ ରଖିଲେ ଡାକ୍ତର

ଟିକଟକ୍ ଭିଡିଓ କରିବା ବାହାନାରେ ସାଙ୍ଗକୁ ହତ୍ୟାକଲା ନାବାଳକ,ଗୋଟିଏ ଝିଅକୁ ଦୁହେଁ ଭଲ ପାଉଥିଲେ