କୁହାଯାଏ କି ଯଦି କୌଣସି ବ୍ୟକ୍ତିଙ୍କ ମୁଣ୍ଡ ଉପରେ ବିଛା ପଡ଼େ ତାହେଲେ ଅତ୍ୟନ୍ତ ଅଶୁଭ ହୋଇଥାଏ। ଆଉ ଏହି କଥାର ସଙ୍କେତ ଦେଇଥାଏ କି, ବ୍ୟକ୍ତିଙ୍କୁ ବହୁ କଷ୍ଟର ସାମ୍ନା କରିବାକୁ ପଡ଼ିପାରେ। ସେହିଭଳି ଯଦି କୌଣସି କାର୍ଯ୍ୟରେ ଘରୁ ବାହାରିବା ବାମ ପଟେ ସମୟରେ ବଛା ଦେଖନ୍ତି ତାହେଲେ ଶୁଭ ହୋଇଥାଏ ବୋଲି କୁହାଯାଏ। ଯଦି ଚାଲିବା ସମୟରେ ଡାହାଣ ପଟେ ବିଛା ଦେଖନ୍ତି ତାହେଲେ ତାହା ଅଶୁଭ ହୋଇଥାଏ। ଏହାର ଅର୍ଥ ପରସ୍ପର ମଧ୍ୟରେ କୌଣସି ନା କୈାଣସି କାରଣରୁ ଝଗଡ଼ା, ଦୁର୍ଘଟଣା ଏବଂ ମାନସିକ ସମସ୍ୟାର ମଧ୍ୟ ସାମ୍ନା କରିବାକୁ ପଡ଼ିଥାଏ।
{"id":57567,"width":750,"height":422}ଏହା ସହିତ ଯଦି ରାସ୍ତାରେ ଯାଉଥିବା ସମୟରେ ବିଛା ରାସ୍ତା କାଟିଦିଏ ତାହେଲେ ମଧ୍ୟ ବହୁତ ଅଶୁଭ ହୋଇଥାଏ। କୁହାଯାଏ କି ବିଲେଇ ରାସ୍ତା କାଟିଲେ ଯେଉଁଭଳି ଅଶୁଭ ମାନାଯାଇଥାଏ ବିଛା କାଟିଲେ ତାଠାରୁ ଅଧିକ ଅଶୁଭ ହୋଇଥାଏ। ତେବେ ଏହିଭଳି ଅଶୁଭ ଦେଖାଦେଲେ ଭଗବାନ ବିଷ୍ଣୁଙ୍କ ସହସ୍ରନାମ ପାଠ କରିବା ଦ୍ବାରା ଶାନ୍ତି ପ୍ରାପ୍ତି ହୋଇଥାଏ। ଏହାଦ୍ବାରା ଆପଣଙ୍କୁ ମଧ୍ୟ ଅନେକ ଲାଭ ମିଳିପାରେ।