PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶିଶୁ ଅପହରଣ ଉଦ୍ୟମ ପଣ୍ଡ, ବାଇକ ରୁ ଲମ୍ଫ ମାରି ଦୁର୍ବୃତ୍ତଙ୍କ କବଳରୁ ମୁକୁଳିଲା ୧୨ ବର୍ଷର ଶିଶୁ ପୁତ୍ର, ଜଗତସିଂହପୁର ଥାନାରେ ମାମଲା।
  • ||
  • ଢେଙ୍କାନାଳ: ସାଇକୃପା ଆବାସିକ ମହାବିଦ୍ୟାଳୟରୁ ୪ଜଣ ଛାତ୍ର କୋଭିଡ ପଜିଟିଭ ଚିହ୍ନଟ, ଆରଟିପିସିଆର ଟେଷ୍ଟ ପାଇଁ ୨୬୦ ଜଣଙ୍କର ସାମ୍ପଲ ପାଠାଗଲା
  • ||
  • କମ୍ପିବ ବିଧାନସଭା: ମମିତା ମେହେର ହତ୍ୟା ଘଟଣା, ଧାନମଣ୍ଡି ଅବ୍ୟବସ୍ଥା, ଦୁର୍ନୀତି ପ୍ରସଙ୍ଗରେ ସରକାରଙ୍କୁ ଘେରିବ ବିଜେପି
  • ||
  • ନରସିଂହପୁର: ପିଉସୀ ଘରକୁ ବୁଲିବାକୁ ଆସିଥିବା ବେଳେ କୂଅରେ ପଡ଼ି ଚାଲିଗଲା ବାଳକ ଜୀବନ
  • ||
  • ନରସିଂହପୁର: ନରସିଂହପୁରରେ ମାତିଲେ ଦୁର୍ବୁତ୍ତ, ସ୍କାଏ ଲାଇଟ ଭାଙ୍ଗି ଲୁଟିନେଲେ ଟଙ୍କା ଆସବାବପତ୍ର
  • ||
  • ଜଗତସିଂହପୁର : ଆରମ୍ଭ ହେଲା ୨ଦିନିଆ ସାଗର କବଚ ଓଡି -୨୧ ସମରାଭ୍ୟାସ
  • ||
  • ଚନ୍ଦ୍ରଶେଖରପୁର : ଜଣଙ୍କ ପାଇଁ ଦୁଇ ପ୍ରେମିକ ମଧ୍ୟରେ ହଣାମରା, ବିଚ୍ ରାସ୍ତାରେ ଚାଲିଲା ଖଣ୍ଡଯୁଦ୍ଧ
  • ||
  • ସୋନପୁର : ସୋନପୁରରେ ଇଷ୍ଟଦେବୀ ସୁରେଶ୍ଵରୀ ମନ୍ଦିରରୁ ଚୋରି
  • ||
  • ଭୁବନେଶ୍ୱର : ଆଜି ଅଭିନେତ୍ରୀ ଗୁନ୍‌ଗୁନ୍‌ଙ୍କ ବିବାହ, ଅଭିସ୍ମିତଙ୍କ ସହ ପଡିବ ହାତଗଣ୍ଠି
  • ||
  • ଭୁବନେଶ୍ୱର : ଆସୁଛି ସମ୍ଭାବ୍ୟ ବାତ୍ୟା ‘ଜୱାଦ୍‌’, ୩ ତାରିଖ ଯାଏଁ ଥରାଇବ ଶୀତ, ୪ରେ ନିର୍ଧୁମ ବର୍ଷା ସମ୍ଭାବନା
  • ||
  • ସୁକିନ୍ଦା : ଶତାୟୁ ପଦ୍ମଶ୍ରୀ ନନ୍ଦ ସାର୍ କରୋନା ସଂକ୍ରମିତ, ଘରୋଇ ହସ୍ପିଟାଲରେ ଭର୍ତ୍ତି
  • ||

ବେଶୀ ସମୟ ହେଡ୍‌ ଫୋନ୍‌ ବ୍ୟବହାର କଲେ କାଲା ହେବାର ସମ୍ଭାବନା

ଆଜିକାଲି ପ୍ରାୟ ଲୋକ ହେଡ୍‌ଫୋନ୍‌ ବ୍ୟବହାର କରିବାକୁ ପସନ୍ଦ କରୁଛନ୍ତି । ତେଣିକି ୱାର୍କରେ ଯିବା ବେଳେ ହେଉ ଅବା ଗାଡି ଡ୍ରାଇଭ  କରିବା ବେଳେ ଅବା ଅଫିସ୍‌ରେ । କିନ୍ତୁ ଜାଣନ୍ତି କି ହେଡ୍‌ଫୋନ୍‌ର ମାତ୍ରାଧିକ ବ୍ୟବହାର ଦ୍ୱାରା ଶୁଣିବା ଶକ୍ତି ହରାଇପାରନ୍ତି । ଯେତେବେଳେ ଆମ କାନ ୮୫ ଡେସିବେଲ୍‌ରୁ ଅଧିକ ଭଲ୍ୟୁମ୍‌ ଶୁଣିଥାଏ, ସେତେବେଳେ ଭିତର କାନର ସେଲ୍‌ଗୁଡିକ ଡ୍ୟାମେଜ୍‌ ହେବା ଆରମ୍ଭ କରିଥାଏ । ଦେଖାଯାଉଛି ଯେ ଅଧିକ ହୋଡଫୋନ୍‌ ବ୍ୟବହାର କରୁଥିବା ଲୋକମାନଙ୍କର ଶୁଣିବା କ୍ଷମତା ସାଧାରଣ ଲୋକଙ୍କଠାରୁ ସାମାନ୍ୟ କମ୍‌ ।ଅବଶ୍ୟ କିଛି ଲୋକ କେବଳ ଖୁସି ପାଇଁ ହେଡ୍‌ଫୋନ୍‌ ବ୍ୟବହାର କରିଥାନ୍ତି । ପ୍ରଥମେ ଦେଖନ୍ତୁ ଏହାର ଆବଶ୍ୟକତା । ଯଦି ଖୁବ୍‌ ଜରୁରି, ତେବେ କିଛିଟା ନିୟମ ପାଳନ କରି ଏହାର

ନଏଜ୍‌ କ୍ୟାନ୍ସଲେସନ୍‌ ଫିଚର୍‌ ବ୍ୟବହାର କରନ୍ତୁ ହେଡ୍‌ଫୋନ୍‌ରେ ବ୍ୟାଗ୍‌ଗ୍ରାଉଣ୍ଡ ଆବାଜ୍‌କୁ କାଟିବା ପାଇଁ ନଏଜ୍‌ କ୍ୟାନ୍ସଲେସନ୍‌ ଫିଚର ରହିଥାଏ । ବାହାରର ଆବାଜ୍‌କୁ କାଟିବା ପାଇଁ ଏହି ବ୍ୟବସ୍ଥା ରହିଥାଏ । ଯଦି ଆପଣ କୌଣସି ଗହଳିପୂର୍ଣ୍ଣ ସ୍ଥାନରେ କାମ କରୁଥାନ୍ତି, ତେବେ ଏଭଳି ହେଡ୍‌ଫୋନ୍‌ ହିଁ ନିଅନ୍ତୁ । ୬୦/୬୦ ନିୟମ ଆପଣାନ୍ତୁ ଏହା ଆପଣଙ୍କ କାନକୁ ଆରାମ ଦେଇଥାଏ । ଯେଉଁମାନେ ଦୀର୍ଘସମୟ ଯାଏ

ହେଡ୍‌ଫୋନ୍‌ ଲଗାଇ କାମ କରୁଥାନ୍ତି, ସେମାନେ ଏହି ନିୟମକୁ ପାଳନ କରିବା ବହୁତ ଜରୁରି । ଏହି ନିୟମାନୁସାରେ ଆପଣଙ୍କ ଡିଭାଇସ୍‌ର ଭଲ୍ୟୁମ ୬୦ ପ୍ରତିଶତରୁ ଅଧିକ ହୋଇ ନଥାଏ । ସେହିପରି ପ୍ରତି ୬୦ ମିନିଟ୍‌ରେ ଥରେ ହେଡ୍‌ଫୋନ୍‌କୁ ବାହାର କରି କାନକୁ ଆରାମ ଦେବା ଦରକାର । ହେଡଫୋନ୍‌କୁ ସଫା ରଖନ୍ତୁ କାନକୁ କୌଣସି ସଂକ୍ରମଣରୁ ରକ୍ଷା କରିବା ପାଇଁ ହେଡ୍‌ଫୋନ୍‌କୁ ସବୁବେଳେ ସଫା ରଖନ୍ତୁ । ନିଜ ହେଡଫୋନ୍‌କୁ ଅନ୍ୟ କାହାକୁ ଦିଅନ୍ତୁନାହିଁ । ହେଡ୍‌ଫୋନ୍‌ ସଫା କରିବା ସମୟରେ ଏହାର ସ୍ପଞ୍ଜଗୁଡିକୁ ଓଦା କରନ୍ତୁନି । ନଚେତ୍‌ ସାଉଣ୍ଡ କ୍ୱାଲିଟି ଖରାପ ହୋଇପାରେ । ହୋଡଫୋନ୍‌ ଲଗାଇବା ପରେ ହିଁ ସାଉଣ୍ଡ ସେଟ୍‌ କରନ୍ତୁ

ହେଡ୍‌ଫୋନ୍‌କୁ କାନରେ ସେଟ୍‌ କରିବା ପରେ ହିଁ ଆବାଜ୍‌ ଦିଅନ୍ତୁ । କିଛି ଲୋକ ଅଧିକ ଭଲ୍ୟୁମ