ଦେହରେ ମଦ କିମ୍ବା କ୍ଲୋରିନ ଢାଳିଲେ ପଶିବନି କରୋନା!

ନୂଆଦିଲ୍ଲୀ ୭/୩: ଦେହରେ ଆଲକହଲ କିମ୍ବା କ୍ଲୋରିନ ଢାଳିଲେ କରୋନା ଆକ୍ରାନ୍ତ କରିବ ନାହିଁ ବୋଲି କେତେକ ଦାବି କରୁଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହା ଉପରେ ସ୍ପଷ୍ଟୀକରଣ ଦେଇ କହିଛି ଯେ ବ୍ଲିଚିଂ ପାଉଡର କିମ୍ବା କ୍ଲୋରିନ ଥିବା କିଛି ପଦାର୍ଥକୁ ବିଶୋଧକ ଭାବେ ବ୍ୟବହାର କରାଯାଇପାରିବ । ମାତ୍ର ମଣିଷ ଦେହ ଉପରେ ଏହାକୁ ବ୍ୟବହାର କରାଗଲେ ତାହାର ପରିଣାମ କ୍ଷତିକାରକ ହୋଇପାରେ । ଏହାଯୋଗୁ ଚର୍ମର ଟିସୁ ନଷ୍ଟ ବି ହୋଇପାରେ । ତେଣୁ କେହି ବି ଏପରି ପଦକ୍ଷେପ ନେବା ଅନୁଚିତ୍‌ ।

   ସମ୍ବନ୍ଧିତ ଖବର


ଗୋଟେ ବର୍ଷରେ ୨୩ଜଣ ପିଲାଙ୍କର ବାପା ହେଲେ ଯୁବକ ! କହିଲେ, ତାଙ୍କୁ କାହିଁକି ମହିଳାମାନେ ପସନ୍ଦ କରୁଛନ୍ତି

ଭଲ ଖବର- ସିଙ୍ଗାପୁରରେ କୋଭିଡ୍‌ ଆଣ୍ଟିବଡି ସହ ଜନ୍ମ ହେଲା ଶିଶୁ

ଦେଶର ସବୁ ରେଳ ଷ୍ଟେସନରୁ ଉଭାନ ହେବ ପ୍ଲାଷ୍ଟିକ୍‌ କପ୍ – ଏବେ ‘କୁଲହଡ’ରେ ଚା’ ପିଇବେ ଯାତ୍ରୀ

ଯୋଗୀ କହିଲେ ହାଇଦ୍ରାବାଦର ନାମ ହେବ ‘ଭାଗ୍ୟନଗର’, ଓଓ୍ଵେସି କହିଲେ ନାମ…

ବେଦିରେ ବସିବା ଆଗରୁ ବନ୍ଧା ହେଲା ପାଳ ଦଉଡ଼ି – କନ୍ୟାର ମୃତ୍ୟୁରେ ସରିଗଲା ସବୁ ସୁଖ

ଥଣ୍ଡା ଦିନରେ ଚର୍ମ କୁଣ୍ଡାଇ ହେବା ସମସ୍ୟା ଦେଖା ଦିଏ –ଜାଣନ୍ତୁ କେମିତି ଏଥିରୁ ମୁକ୍ତି ପାଇବେ