PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିଆଣାରେ ୨୪ମଇ ଯାଏ ବଢ଼ିଲା ଲକ୍‌ ଡାଉନ୍‌ , ମୁଖ୍ୟମନ୍ତ୍ରୀ ଖଟ୍ଟର କହିଲେ –ଜନତାଙ୍କ ଦାବି ନେଇ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟ ଅଲରାଉଣ୍ଡର ରାଜେନ୍ଦ୍ର ସିଂ ଜାଡେଜାଙ୍କ କରୋନାରେ ପରଲୋକ
  • ||
  • ଭୁବନେଶ୍ଵର : ରାଜ୍ୟରେ ଫିଲ୍ମ କିମ୍ଵା ସିରିୟଲ ସୁଟିଂ ଉପରେ ପ୍ରତିବନ୍ଧକ, ସମସ୍ତ ଇନଡୋର ଓ ଆଉଟଡୋର ସୁଟିଂ ବନ୍ଦ
  • ||
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ: ଆଣ୍ଡାମାନ ସାଗରରେ ସୃଷ୍ଟି ହେବ, ଅବପାତ ରୂପ ନେବା ପାଇଁ ପାଣିପାଗ ଅନୁକୂଳ…
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୭୩୨ ଜଣ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୧୨ ହଜାର ଟପିଲା
  • ||
  • ଭୁବନେଶ୍ୱର : ଓଡ଼ିଶାରେ ୧୯ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୩୧୩କୁ ବୃଦ୍ଧି
  • ||
  • ସଇଁତଳା : ଜମିବାଡ଼ି କଳହକୁ ନେଇ ଗୋଷ୍ଠୀ ସଙ୍ଘର୍ଷ, ଜଣେ ମୃତ, ୨ ଅଟକ
  • ||
  • ପାଟଣାଗଡ଼ : କରୋନା ଯୁଦ୍ଧରେ ହାରିଗଲେ ବରିଷ୍ଠ ସାମ୍ବାଦିକ କୈଳାଶ ସାହୁ
  • ||
  • ଆଠଗଡ : ଚୋରା ଚାଲାଣ ବେଳେ ଓଲଟିଲା କାଠ ବୋଝେଇ ପିକଅପ୍ ଭ୍ୟାନ, ଡ୍ରାଇଭର ମୃତ ଜଣେ ଗୁରୁତର
  • ||
  • ଭୁବନେଶ୍ୱର : ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, କରୋନା ଆକ୍ରାନ୍ତ ହେବା ପରେ ଚାଲିଛି ଚିକିତ୍ସା
  • ||
  • ଭୁବନେଶ୍ୱର : ସୋମବାରଠୁ ଅନ୍‌ଲାନ୍‌ରେ ମିଳିବ ମଦ, ସକାଳ ୭ଟାରୁ ସଂଧ୍ୟା ୫ଟା ଯାଏଁ ଦେଇ ପାରିବେ ଅର୍ଡର, ହଜାର ଟଙ୍କାରେ ମଦ କିଣିଲେ ୧୦୦ ଟଙ୍କା ଡେଲିଭାରୀ ଚାର୍ଜ
  • ||
  • ଭୁବନେଶ୍ୱର : ପାରା ଧରିବାକୁ ଯାଇ ଟ୍ରେନ୍‌ ଲାଇନ୍ରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଳିଗଲା ନାବାଳକ, ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର
  • ||
  • ଭୁବନେଶ୍ୱର : ମାସ ଶେଷକୁ ଓଡ଼ିଶାରେ ସଂକ୍ରମଣ ପିକ୍‌ରେ ପହଞ୍ଚିବ, ଜୁନ୍‌ ପ୍ରଥମ ସପ୍ତାହରୁ କମିପାରେ
  • ||
  • କଟକ : ବୃଦ୍ଧ ଦମ୍ପତ୍ତିଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ !
  • ||

‘ହେଟ୍ ଷ୍ଟୋରୀ ୪’ ପରେ ପୁଣି ଧମାଲ୍ କରିବା ପାଇଁ ଆସୁଛନ୍ତି ଇହାନା, ଫଟୋ ଭାଇରାଲ

ମୁମ୍ବାଇ ୨୭/୧୨: ଫିଲ୍ମ ‘ହେଟ୍ ଷ୍ଟୋରୀ ୪’ରେ ନିଜ ଭୂମିକାରେ ଦମଦାର୍ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିପାରିଥିବା ଅଭିନେତ୍ରୀ ଇହାନା ଢିଲ୍ଲୋ ଖୁବ୍ ଶୀଘ୍ର ନବରାଜ ହଂସଙ୍କ ଆଗାମୀ ଗୀତରେ ନଜର ଆସିବେ ଯାହାର ସୁଟିଂ ଇଟଲୀର ମିନୋରୀରେ ହୋଇଛି ।

ଏନେଇ ଇହାନା କହିଛନ୍ତି, ‘ଏହା ଏକ ବହୁତ ଭଲ ଗୀତ ଏବଂ ସୁଟିଂ ମଧ୍ୟ ବହୁତ ମଜାଦାର ହୋଇଛି । ଏହାର ଟିମ୍ ବହୁତ ଭଲ ଥିଲା ଏବଂ ସମସ୍ତେ ନିଜ କାମ ପାଇଁ ଡେଡିକେଟେଡ୍ । ଏହି ଗୀତ ବହୁତ ମନମୋହକ ଏବଂ ଏହା ବାସ୍ତବରେ ମୋ  ହୃଦୟକୁ ଛୁଇଁଛି । ଏହାର ସୁଟିଂ ସମୟରେ ମୋତେ ବହୁତ ମଜା ଆସିଲା । ଗୀତର ରିଲିଜ ପାଇଁ ଆଉ ଅପେକ୍ଷା କରିହେଉନି ।‘

ତେବେ ଯଦି ଅନ୍ୟ ଫିଲ୍ମ କଥା କହିବା ତେବେ ଇହାନା ଆଗାମୀ ଫିଲ୍ମ ‘ଭୁଜ: ଦ ପ୍ରାଇଡ୍ ଅଫ୍ ଇଣ୍ଡିଆ’ରେ ନଜର ଆସିବେ । ଯେଉଁଥିରେ ଅଜୟ ଦେବଗନ୍ ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମ ‘ହେଟ୍ ଷ୍ଟୋରୀ ୪’ରେ ଇହାନାଙ୍କ ଦମଦାର୍ ଅଭିନୟ ସମସ୍ତଙ୍କ ବେଶ୍ ପସନ୍ଦ ଆସିଥିଲା ।

କହିରଖୁଛୁ ଇହାନା ସୋସିଆଲ ନେଟୱର୍କିଂ ସାଇଟ୍ ଇନଷ୍ଟାଗ୍ରାମରେ ବେଶ୍ ଆକ୍ଟିଭ୍ ରୁହନ୍ତି । ସେ ଲଗାତର ନିଜ ଫଟୋ ସେୟାର କରିଥାନ୍ତି । ତାଙ୍କର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଇନଷ୍ଟାଗ୍ରାମରେ ତାଙ୍କର ୭ ଲକ୍ଷରୁ ଅଧିକ ଫଲୋର୍ସ ଅଛନ୍ତି ।

ସମ୍ବନ୍ଧିତ ଖବର