PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମାଲକାନଗିରି ଜିଲ୍ଲାପାଳଙ୍କ ନାମରେ ଟେଣ୍ଡର ଫିକସିଙ୍ଗ ଓ ଗ୍ରାନାଇଟ ପଥର ଖଣିଲିଜରେ ଦୁର୍ନୀତିର ଅଭିଯୋଗ ଆଣିଲେ ପୁର୍ବତନ ସାଂସଦ ତଥା ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ
  • ||
  • କଟକ: ଦୁଷ୍କର୍ମ ମାମଲ, ୧୪ ବର୍ଷ ପରେ ଆଜୀବନ କାରାଦଣ୍ଡ ଆସାମୀ ନିର୍ଦୋଷରେ ଖଲାସ
  • ||
  • ବଲାଙ୍ଗୀର: ମୂଲ୍ୟବାନ ଖଇର ଗଣ୍ଡି ଓ ଗାଡି ଜବତ କଲା ବନ ବିଭାଗ, ଡ୍ରାଇଭର ଫେରାର
  • ||
  • କୋରାପୁଟ: ବାଇକ୍ ଚୋର ଗ୍ୟାଙ୍ଗକୁ ଧରିବା ସଫଳ ହେଲା କୋରାପୁଟ ଟାଉନ ଥାନା ପୋଲିସ, ୧୫ ବାଇକ୍‌ ଉଦ୍ଧାର, ୩ ଚୋର ଗିରଫ
  • ||
  • ଜଗତସିଂହପୁର: ଅଲିପିଙ୍ଗଳ ବାଲିଘାଟରେ ପୁଣି ଚଢ଼ଉ କଲେ ତହସିଲଦାର , ୭ରୁ ଅଧିକ ହାଇଓ୍ବା ଜବତ, ମାଲିକ ମହଲରୁ ତେଜୁଛି ଅସନ୍ତୋଷ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ଚିନ୍ତା ବଢ଼ାଉଛି ମୃତ୍ୟୁ ସଂଖ୍ୟା, ୨୪ ଘଣ୍ଟାରେ ଆଉ ୩୮ ଜଣଙ୍କ ଜୀବନ ନେଲା କରୋନା
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୯୫୭ କରୋନା ପଜିଟିଭ୍
  • ||
  • ପୁରୀ : ସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରେ ୧୪୪ ଧାରା, ୨୩ ତାରିଖ ରାତି ୧୦ଟାରୁ ୨୫ ତାରିଖ ଭୋର ୨ଟା ଯାଏଁ କଟକଣା
  • ||
  • ପୁରୀ : ଏବର୍ଷ ୩ ଦିନ ନବଯୌବନ ଦର୍ଶନ, ଆଜି ଶ୍ରୀମନ୍ଦିରରେ ଦଇତାପତି ସେବାୟତଙ୍କ ପ୍ରବେଶ, ୨୩ରେ ସେନାପଟା ଲାଗି ନୀତି
  • ||
  • ଭୁବନେଶ୍ୱର : ଓଡ଼ିଶାର ୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା, ଆଜି ୧୨ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି
  • ||

ଜବର ଦଖଲ ଉଚ୍ଛେଦ ଘଟଣା : ଏନଏସି କାର୍ଯ୍ୟାଳୟ ସମ୍ମୁଖରେ ରାତି ଅଧରେ ଧାରଣା ଦେଲେ ବାସହରା

ଗଂଜାମ ୧୪।୨: ଗଂଜାମ ଜିଲ୍ଲା ଆସିକା ସହରରେ ଗତକାଲି ଏନଏସି ପକ୍ଷରୁ ଜବର ଦଖଲ ଉଛେଦ କରାଯାଇଥିଲା । ଏହି ଉଛେଦରେ ରାସ୍ତା କଡରେ ଥିବା ସମସ୍ତ ଦୋକାନ ଗୃହ ସାଙ୍ଗକୁ ଅନେକ ଘର ଦ୍ଵାରକୁ ମଧ୍ୟ ପ୍ରଶାସନିକସ୍ତରରେ ଉଛେଦ କରାଯାଇଥିଲା ।

ତେବେ ବିନା ସୂଚନା ବିନା ଅ।ଲୋଚନାରେ ତରବରିଆ ଭାବେ ଏହି ଉଛେଦ କାର୍ଯ୍ୟକ୍ରମ କରାଯାଇଥିବା ପ୍ରତିବାଦରେ କିଛି ବାସହରା ଲୋକମାନେ ହୋ ହାଲ୍ଲା କରିବା ସହ ରାତି ଅଧରେ ଏନଏସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିବାର ଦେଖିବାକୁ ମିଳିଛି। ଏଥିସହ ବାସ ହରା ମାନଙ୍କୁ ସ୍ଥାୟୀ କରା ନଗଲେ ଆନ୍ଦୋଳନ କରାଯିବ ବୋଲି ସି.ପି.ଅ।ଇ ( ଏମଏଲ ) ରେଡଷ୍ଟାରର ଜିଲ୍ଲା ସଂପାଦକ ଚେତାବନି ଦେଇଛନ୍ତି ।