ଅନୁଗୋଳ ୬/୩: ୪ଟି ଗୋରୁ ବୋଝେଇ ଟ୍ରକ ଜବତ । ବଅଁରପାଳ ନରେନ୍ଦ୍ରପୁର ନିକଟରୁ ୪ଟି ଗୋରୁ ବୋଝେଇ ଟ୍ରକ୍ ଜବତ କଲା ପୋଲିସ । ସମ୍ବଲପୁରରୁ ଭଦ୍ରକ ଚାଲାଣ ହେଉଥିବା ବେଳେ ଟ୍ରକଟି ଧରାପଡିଲା । ଗାଡିରୁ ୧୫୦ରୁ ଉର୍ଦ୍ଧ୍ବ ଗୋରୁ ଉଦ୍ଧାର ହୋଇଛନ୍ତି । ଘଟଣାସ୍ଥଳରୁ ଟ୍ରକ୍ ଡ୍ରାଇଭର ଫେରାର ହୋଇଯାଇଛି । ପୋଲିସ ଟ୍ରକକୁ ଜବତ କରିବାସହ ଗୋରୁଙ୍କୁ ପଞ୍ଚମହଲା ଗୋଶାଳାକୁ ପଠାଇବାର ବ୍ୟବସ୍ଥା କରିଛି ।
ଦ୍ବିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ, ଦିନ ୧୧ଟା ସୁ...