ଗାଁକୁ ଫେରିଲା ହେଲ ମା’କୁ ମୁଖାଗ୍ନି ଦେଇପାରିଲାନି ପ୍ରବାସୀ ଫେରନ୍ତା ପୁଅ ସଙ୍ଗ ରୋଧ କେନ୍ଦ୍ର ଲକଡାଉନରେ ଲକ ହୋଇ ଲୁହ ଗଡାଉଛି

ସାନଖେମୁଣ୍ଡି – ଅଦୃଶ୍ୟ ମହାମାରୀ କରୋନା ସହ ସାରା ଦେଶ ଲଢ଼ୁଛି ଲକ ଡାଉନ ପରେ ଲକଡାଉନ ଚାଲିଛି ପ୍ରବାସୀ ଙ୍କ ଘର ବାହୁଡା ସଂଖ୍ୟା ବଢିବାରେ ଲାଗିଛି। ଲକଡାଉନ ରେ କିଏ କଣ ହରାଇଛି ହେଲେ ଜଣେ ପୁଅ ନିଜ ମା କୁ ହରାଇଛି ମା ର ଶେଷ ଦର୍ଶନ କୁ ହରାଇଛି ମା କୁ ମୁଖାଅଗ୍ନି ଦେବାରୁ ବଞ୍ଚିତ ହୋଇଛି । ଗାଁ ନିକଟ ଏକ ସଙ୍ଗ ରୋଧ କେନ୍ଦ୍ର ଲକଡାଉନ ରେ ଲକ ହୋଇରହିଛି ।

ସୁଦୂର ଅହମଦାବାଦରୁ ସୁଶାନ୍ତ ସାଙ୍ଗ ସାଥୀଙ୍କ ସହ ନିଜ ଭିଟା ମାଟିରେ ପହଁଚିଲା ବେଳକୁ ସକାଳେ ନିଜ ବ୍ଲକ ସାନଖେମୁଣ୍ଡି ଆଡପଡା ସଂଗରୋଧ କେନ୍ଦ୍ର ରେ ଗାଡି ରହି ନିଜ ମା କୁ ଘରକୁ ଫୋନ କରି ଜଣାଇଲା ସେ ଭଲରେ ପହଁଚିଲା ମା ବି କହିଲା ପୁଅ ଭଲରେ ସରକାର ଙ୍କ ନିୟମ ମାନି ମାସ୍କ ପିନ୍ଧି ଦୂରରେ ରହିବୁ । ପୁଅ ସୁଶାନ୍ତ ଖାଇ ପିଇ ରାତିରେ ଶୋଇବାକୁ ଗଲା ବେଳେ ଖବର ଆସିଲା ମା ଆଉ ଦୁନିଆଁ ରେ ନାହାନ୍ତି ସୁଶାନ୍ତ ପାଦରୁ ମାଟି ଖସିପଡିଲା ଭୋ ଭୋ ହୋଇ କାନ୍ଦିଲା ପ୍ରବାସୀ ଜାଣିଲେ କିନ୍ତୁ କିଛି କରିପାରିଲେ ନାହିଁ ସଙ୍ଗରୋଧ କେନ୍ଦ୍ର ର ନୋଡାଲ ଅଫିସର ସରପଞ୍ଚ ମଧ୍ୟ ଖବର ଶୂଣି ଦୁଃଖପ୍ରକାଶ କଲେ ହେଲେ କଣ କରିବେ ସୁଶାନ୍ତ ପୁଅ ହେଲେ ବି ମୁଖାଗ୍ନି ଦେବାରୁ ବଞ୍ଚିତ ହେଲା ସଙ୍ଗରୋଧ କେନ୍ଦ୍ରସ୍ତବ୍ଧ ହୋଇଯାଇଥିଲା ସୁଶାନ୍ତ ର ଦୁଃଖରେ ସଭିଏଁ ଭାଙ୍ଗି ପଡିଲେ ପୁଅ ମାର ଶେଷ କୃତ୍ୟ ସମ୍ପନ ମୋବାଇଲ ଭିଡ଼ିଓ କଲ ରେ ଦେଖି ଶେଷ ଦର୍ଶନ କଲା ଗୁମୁରି ଗୁମୁରି କ୍ଵରେନ ଣ୍ଟାଇଇନ ସେଣ୍ଟର ଲକ ଆଗରେ କାନ୍ଦୁଛି ପୁଅ । ମା ର ମମତା ଆଗରେ ସଙ୍ଘରୋଧ କେନ୍ଦ୍ର ପୁଅ ପାଇଁ ପାଲଟିଲା ପାଚେରୀ ।

ସରକାର ଙ୍କ ନିୟମ ମାନି ଚଳୁଛନ୍ତି ସମସ୍ତ ପ୍ରବାସୀ ୧୪ ଦିନ ରୁ ୩୧ ଦିନ ସଙ୍ଘରୋଧ କେନ୍ଦ୍ର ରେ ରହୁଛନ୍ତି ପ୍ରବାସୀ ଙ୍କ ସମସ୍ତ ସୁ ବ୍ୟବସ୍ତା ପ୍ରଶାସନ ପକ୍ଷରୁ କରାଯାଉଥିଲେ ମଧ୍ୟ ଏମିତି କିଛି ଦୃଶ୍ୟ ରେ ଛାତିରୁ ଛ।ତିଏ କୋହ ଭରା କରୁଣ କାହାଣୀ ପିଲାବେଳୁ ବାପା ଙ୍କୁ ହରାଇଛନ୍ତି ବଡ଼ ଭାଇ ରୋଗୀଣା ଘରର ଗୁଜୁରାଣ ମେଣ୍ଟାଇବାକୁ ୨୨ ବର୍ଷୀୟ ପୁଅ ଅହମଦ।ବ।ଦ ସ୍ପିନିଂ ମିଳରେ କାମ କରୁଥିଲେ 6 ମାସ ହେବ ସେଠି କାମ କରୁଥିବା ବେଳେ ଅଦୃଶ୍ୟ ମହାମାରୀ କରୋନା ପାଇଁ ଘର ବାହୁଡା ର ଯାତ୍ରା ଆରମ୍ଭ ହୋଇଥିଲା ।ହେଲେ ଘରକୁ ବାହୁଡ଼ି ମଧ୍ୟ ଘରକୁ ଯାଇପାରିଲେ ନି ସଙ୍ଘରୋଧ ଲକଡାଉନରେଳକ ହୋଇ ରହିଲେ ପୁଅ ।ଆଡପଡା ସଙ୍ଘ ରୋଧ ରୁ ଛଣ ମେରି ନିଜ ଗାଁ ପରିବାର ଲୋକେ ସାନ ପୁଅ ର ଅପେକ୍ଷା ରେ କ୍ରିୟା ନେହେଲା ନାହିଁ ଶୁଦ୍ଧି ପାଇଁ ପ୍ରଶାସନ ପକ୍ଷରୁ ଛାଡିଲେ ପରିବାର ହେବେ
ସଙ୍ଘରୋଧ କେନ୍ଦ୍ରର ସମ୍ମୁଖରେ ବସି ମା କୁ ମନ ପକାଉଛି ମା ରପୁଅ କ୍ରିୟା ତକରିପାରୁନି ଶୁଦ୍ଧି ହେବା ପାଇଁ ୧୨ ଦିନରେ ଛାଡିଲେ ଟିକେ ମା ର ଇଚ୍ଛା ପୁରଣ କରି ପାରିବ ପୁଅ ଶଙ୍କର ବେହେରା ।

   ସମ୍ବନ୍ଧିତ ଖବର


ବେଣୁଙ୍କ ବିଧାନସଭା ସ୍ୱପ୍ନ ସାକାର ପାଇଁ ରିକ୍ସାରେ ପ୍ରଚାର କଲେ ରାଣୀ ପଣ୍ଡା

ଜୟପୁର ପୋଲିସ୍‌କୁ ବଡ଼ ସଫଳତା: ଗଞ୍ଜେଇ ରାକେଟର କଲା ପର୍ଦ୍ଦାଫାସ, ୫ ଗିରଫ

ନିଖୋଜ ହୋଇଯାଇଛି ବହୁ ଚର୍ଚ୍ଚିତ ନାବାଳିକା ଗଣ ଦୁଷ୍କର୍ମ ସହ ବେଆଇନ ଗର୍ଭପାତ କରାଯାଇଥିବା ପୀଡିତା

ଜେଲରେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲଙ୍କୁ ମାଡ଼, ଅଭିଯୋଗ ଆଣିଲେ ଓକିଲ

ନକଲି ଜର୍ଦ୍ଦା କାରବାର ଉପରେ ଚଢ଼ାଉ ବେଳେ ପୋଲିସ ଓ ସାମ୍ବାଦିକଙ୍କୁ ମାଡ଼, ଛଡାଇ ନେଲେ ବୁମ୍-କ୍ୟାମେରା…

ମିଥ୍ୟା ପ୍ରତିଶ୍ରୁତି ଦେଇ ଜମି ଠକିନେଲା MCL ! ଏଯାଏଁ ମିଳିଲାନି କ୍ଷତିପୂରଣ, ଦୁଇଦିନ ହେବ ଅନଶନରେ ଜମି ମାଲିକ…