୫୯ ଚାଇନିଜ୍ ଆପ୍ସ ଉପରେ ପ୍ରତିବନ୍ଧକ ଲଗାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ ୨୯/୬: କେନ୍ଦ୍ର ସରକାର ସୋମବାର ୫୯ ଚାଇନିଜ୍ ଆପ୍ସରେ ପ୍ରତିବନ୍ଧକ ଲଗାଇ ଦେଇଛନ୍ତି । ଏହି ଆପ୍ସ ଲିଷ୍ଟରେ ଟିକଟକ୍‌ ଓ ୟୁସି ବ୍ରାଉଜର ଆଦି ସାମିଲ । କହିରଖୁଛୁ ନିକଟରେ ଭାରତ ଓ ଚାଇନା ମଧ୍ୟରେ ହୋଇଥିବା ହିଂସା ମଧ୍ୟରେ ଭାରତୀୟ ସେନାର ୨୦ ଜବାନ ଶହୀଦ ହୋଇଥିଲେ । ଏହା ପରେ ଦେଶ ଚୀନ୍ ଉପରେ ବହୁତ ଖପ୍ପା ଥିଲା । ଦେଶବାସୀ ଚୀନ୍ ସାମଗ୍ରୀ ବ୍ୟାନ୍ କରିବା ପାଇଁ ନାରା ଲଗାଉଥିଲେ । ଚୀନ୍ ସାମଗ୍ରୀ ବହିଷ୍କାର ପାଇଁ ଦାବି ହୋଇ ଆସୁଥିଲା ।

   ସମ୍ବନ୍ଧିତ ଖବର


ଭାରତର ହିନ୍ଦୁତ୍ୱ ଜୀବନ ଶୈଳୀକୁ ମାନିଲେ ବ୍ରିଟେନ୍‌ର ରାଜକୁମାର

ଠକେଇର ଚରମ ସୀମା-ନକଲି ଏସ୍‌ବିଆଇ ଶାଖା ଖୋଲି ୩ ଗିରଫ

ବାହାରିଲା ବିଶ୍ୱର ପ୍ରଥମ କୋଭିଡ୍‌-୧୯ ଭାକସିନ୍‌ – ରୁଷିଆର ସଫଳ ହେଲା କ୍ଲିନିକାଲ ପରୀକ୍ଷଣ

କେକ୍‌ ବଦଳରେ ବରଫ କାଟି ବାର୍ଥଡେ ପାଳିଲେ ସୈନିକ …ଭିଡ଼ିଓ ଭାଇରାଲ

ଆମେରିକାରେ କରୋନା ରେକର୍ଡ ! ୨୪ ଘଣ୍ଟା ଭିତରେ ଏତେ ସଂଖ୍ୟକ ନୂଆ କୋଭିଡ୍‌ କେସ୍

ଚୀନ୍ ସହ ସୀମା ବିବାଦ ଭିତରେ ଆମେରିକାରୁ ଭାରତ ଆଣିବ ୭୨,୦୦୦ ଆସଲ୍ଟ ରାଇଫଲ