ଅଷ୍ଚ୍ରେଲିଆର ଐତିହାସିକ ବିଜୟ, ଭାରତକୁ ପ୍ରଥମ ଥର ୧୦ ୱିକେଟରେ ହରାଇଲା

ନୁଆଦିଲ୍ଲୀ ୧୪/୧: ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ ମ୍ୟାଚରେ ଐତିହାସିକ ବିଜୟ ହାସଲ କରିଛି ଅଷ୍ଟ୍ରେଲିଆ । ଭାରତକୁ ପ୍ରଥମ ଥର ପାଇଁ ୧୦ ୱିକେଟରେ ହରାଇଛି ଅଷ୍ଟ୍ରେଲିଆ ଟିମ୍ ।  ଅଷ୍ଟ୍ରେଲିଆ ପ୍ରଥମ ବୋଲିଂ କରି ୨୫୫ ରନ୍ ଦେଇଥିଲା । ଏହା ପରେ ବିଜୟ ପାଇଁ ୩୭.୪ ଓଭରରେ ରନ୍ ସଂଗ୍ରହ କରିଥିଲା ଟିମ୍ । ଭାରତୀୟ ଟିମ୍ ଅଷ୍ଟ୍ରେଲିଆର ଗୋଟିଏ ବି ୱିକେଟ୍ ନେଇପାରିଲାନି ।

   ସମ୍ବନ୍ଧିତ ଖବର


ଆଜି ତୃତୀୟ ଟି-ଟ୍ୱେଣ୍ଟି: ନ୍ୟୁଜିଲାଣ୍ଡ ପାଇଁ ‘କର ବା ମର’ ପରିସ୍ଥିତି, ସିରିଜ୍‌ କବ୍‌ଜା ଲକ୍ଷ୍ୟରେ ବିରାଟ୍ ବାହିନୀ

ଧୋନିଙ୍କୁ ଖୁବ୍ ମିସ୍ କରୁଛି ଟିମ୍ ଇଣ୍ଡିଆ, ଚହଲ କହିଲେ- କର୍ଣ୍ଣର ସିଟ୍ ଏବେ ବି ଖାଲି ଅଛି…

IPL ନୂଆ ନିୟମ: ଆହତ ଖେଳାଳିଙ୍କ ସ୍ଥାନରେ ତୁରନ୍ତ ପଡିଆକୁ ଆସିବ ବଦଳ ଖେଳାଳି

ଧୋନୀଙ୍କ ରିଟାୟରମେଣ୍ଟକୁ ନେଇ ମୁହଁ ଖୋଲିଲେ କପିଲ ଦେବ: କହିଲେ…