PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ସୁନ୍ଦରଗଡ଼ ଓ ଅନୁଗୁଳରେ ପ୍ରତିଷ୍ଠା ହେବ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ, ଏମସିଏଲ୍‌ ବୋର୍ଡର ଅନୁମୋଦନ ପାଇଁ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର
  • ||
  • ଭୁବନେଶ୍ଵର : ସପ୍ତାହାନ୍ତ ସଟଡାଉନର ଦ୍ଵିତୀୟ ଦିନ, ଆଉ ଚଳିବନି ‘ଆଇ- କାର୍ଡ’, ବେସରକାରୀ ସଂସ୍ଥାର କର୍ମଚାରୀଙ୍କ ତାଲିକା ମାଗିଲା ପୁଲିସ୍‌
  • ||
  • ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ତଥା ‘ପ୍ରମେୟ’ର ଖଣ୍ଡପଡ଼ା ପ୍ରତିନିଧି ସୋମନାଥ ମହାନ୍ତିଙ୍କ ପରଲୋକ
  • ||
  • ଘଟଗାଁ : ମାଲବାହୀ ଟ୍ରେନ ଧକ୍କାରେ ହାତୀ ଗୁରୁତର
  • ||
  • କୋଲକାତା : ପଶ୍ଚିମବଙ୍ଗରେ ଥମୁନି ହିଂସା, ପୁଣି ଥରେ ଟିଏମସି ଓ ବିଜେପି କର୍ମୀ ହାତାହାତି, ଜଣେ ମୃତ ୬ ଆହତ
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୯ ଜଣଙ୍କ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୧୮୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଓଡ଼ିଶାରେ କରୋନା ବିସ୍ଫୋରଣ, ୨୪ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୬୩୫ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୩୪ ହଜାର ପାର୍
  • ||
  • ନୂଆଦିଲ୍ଲୀ : ଭାରତକୁ ଡବ୍ଲ୍ୟୁଏଚଓର ସତର୍କ ବାଣୀ, ଘାତକ ହେଉଛି କରୋନାର ନୂଆ ମ୍ୟୁଟାଣ୍ଟ, ଭାରତକୁ ତୀବ୍ର କରିବାକୁ ପଡିବ ଟିକାକରଣ
  • ||
  • ଭୁବନେଶ୍ୱର : ଏବେ ମିଳିଛି ସାମାନ୍ୟ ଆଶ୍ୱସ୍ତି, ଦୁଇଦିନ ପରେ ରାଜ୍ୟରେ ପୁଣି ବଢ଼ିବ ତାତି, ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ଧୂଳିଝଡ଼ ବର୍ଷା ଆଶଙ୍କା
  • ||

ଗୋଟିଏ ୱିକେଟ୍‌ରେ ଇତିହାସ ରଚିବା ଆଶାରେ କୁଲଦୀପ

କଟକ ୨୨/୧୨: ଟିମ୍ ଇଣ୍ଡିଆର ବୋଲର କୁଲଦୀପ ଯାଦବ ଦିନିକିଆ ମ୍ୟାଚ୍‌ରେ ରେକର୍ଡ ହାସଲ କରିଛନ୍ତି। ଆଜି ବାରବାଟୀରେ ହେବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ୍‌  କୁଲଦୀପ ଉପରେ ନଜର ରହିବ। କୁଲଦୀପ ଯାଦବ ତୃତୀୟ ଦିନିକିଆ ଓ୍ବେଷ୍ଟଣ୍ଡିଜ ବିପକ୍ଷରେ ଖେଳିବାକୁ ଯାଉଛନ୍ତି। ବାମ ହାତୀ ବୋଲର କୁଲଦୀପ ପୂର୍ବ ମ୍ୟାଚ୍ ହାଟ୍ରିକ୍ ଓ୍ବିକେଟ୍ ନେଇଥିଲେ। କୁଲଦୀପ ଭାରତୀୟ ଦଳର ଟ୍ରମ୍ପ କାର୍ଡ ପରି ସାବ୍ୟସ୍ତ ହୋଇଛନ୍ତି। ସେ ଥରେ ଗୋଟିଏ ଓ୍ବିକେଟ୍ ନେଇଗଲା ପରେ ଉଇକେଟ୍ ନେବା ମେସିନ୍ ହୋଇ ଯାଇଥାନ୍ତି।

ଟିମ୍‌ ଇଣ୍ଡିଆ ବୋଲର କୁଲଦୀପ ଯାଦବ ବାରବାଟୀ ଷ୍ଟାଡିୟମ୍‌ରେ ୧୦୦ ତମ ଦିନିକିଆ ୱିକେଟ୍‌ ହାସଲ କରିବା ଆଶା କରାଯାଉଛି । ସେ ଇତି ମଧ୍ୟରେ ୫୫ଟି ଦିନିକିଆ ଖେଳି ୯୯ଟି ୱିକେଟ୍‌ ଅକ୍ତିଆର କରିସାରିଛନ୍ତି। ସେ ଭାରତର ୨୨ତମ ବୋଲର ଓ ଅଷ୍ଟମ ସ୍ପିନର ଭାବେ ୧୦୦ ଦିନିକିଆ ୱିକେଟ୍‌ କ୍ଲବ୍‌ରେ ସାମିଲ ହେବେ ।

ସମ୍ବନ୍ଧିତ ଖବର